ଟ୍ରାକ୍ଟର ଦୁର୍ଘଟଣା ରେ ଚାଲାକ ର ମୃତ୍ୟୁ

କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ଅଧୀନରେ ଥିବା କାଣିପେନୁ ଘାଇ ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଟ୍ରାକଟର ଚାଲାକ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି I ତେବେ ମୃତ ଟ୍ରାକଟର ଚାଲାକ ଜଣକ ରତଙ୍ଗ ପଞ୍ଚାୟତ ଡ଼ଙ୍ଗରପଡା…
Read More...

ମୋହାଲି ନୁହେଁ ,ନୂଆ ଷ୍ଟାଡିୟମରେ ଖେଳିବ ପଞ୍ଜାବ କିଙ୍ଗସ୍

ନୂଆ ଷ୍ଟାଡିୟମରେ ଖେଳିବ ପଞ୍ଜାବ କିଙ୍ଗସ୍ । ଏନେଇ ପ୍ରସ୍ତୁତ ଜୋରଦାର ଚାଲିଛି । ଆଉ ମୋହାଲି ନୁହେଁ ପଞ୍ଜାବରେ ପ୍ରସ୍ତୁତ ହେବ କ୍ରିକେଟ ଗ୍ରାଉଣ୍ଡ ।ଆଇପିଏଲ୍ ସମସ୍ତ ଟିମ୍ ନିଜ ହୋମ୍ ଗ୍ରାଉଣ୍ଡରେ ଅଧିକାଂଶ ମ୍ୟାଚ୍ ଖେଳିଥାନ୍ତି । ଯେଉଁଠି ଟିମକୁ ଫ୍ୟାନ୍ସମାନଙ୍କର ଭରପୂର ସମର୍ଥନ ମିଳିଥାଏ…
Read More...

ସ୍କୁଲରୁ ଫେରୁଥିବା ବେଳେ ଧକ୍କା ଦେଲା ଟ୍ରାକ୍ଟର , ଜଣେ ମୃତ

ଭଦ୍ରକ : ଟ୍ରାକ୍ଟର ଧକ୍କାରେ ଛାତ୍ର ମୃତ୍ୟୁ । ସ୍କୁଲରୁ ଫେରୁଥିବା ବେଳେ ୨ଜଣ ୫ମ ଶ୍ରେଣୀ ଛାତ୍ରଙ୍କ ଉପରେ ଚଢିଗଲା ଟ୍ରାକ୍ଟର । ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅଧିନ ନୂଆପୋଖରୀ ଧାନଘର ନିକଟରେ । ସୂଚନା ଅନୁଯାୟୀ, ଧାନଘର ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲର…
Read More...

ମହାପ୍ରଭୁଙ୍କ ବନକଲାଗୀ ନୀତି ପାଇଁ ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆସନ୍ତା କାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗୀ ନୀତି  । ପୌଷ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି ରେ ଶ୍ରୀ ବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ତେଣୁ  ଆସନ୍ତା କାଲି  ୪ ଘଣ୍ଟା ପାଇଁ ମହା ପ୍ରଭୁଙ୍କୁ  ଦର୍ଶନ କରି ପାରିବେନି ସର୍ବସାଧାରଣ । ଏହି ନୀତି ଅତ୍ୟନ୍ତ ଗୁପ୍ତ…
Read More...

ନୂଆ ବର୍ଷରେ ରିଲିଜ ହୋଇଛି ସୁନ୍ଦର ଭଜନ”ତୁମେ ଅସୀମ ଅନନ୍ତ ହେ ଜଗନ୍ନାଥ”

ଭୁବନେଶ୍ୱର: ଆଜି ନୂଆ ବର୍ଷ ଅବସରରେ ଦୀପାଞ୍ଜଳୀ ମ୍ୟୁଜିକ୍ ରେ ବାବୁ ବାବୁ ଙ୍କ ନିର୍ଦ୍ଦେଶନାରେ ରିଲିଜ୍ ହୋଇଛି ପ୍ରଭୁ ଜଗନ୍ନାଥଙ୍କ ଏକ ସୁନ୍ଦର ଭଜନ "ତୁମେ ଅସୀମ ଅନନ୍ତ ହେ ଜଗନ୍ନାଥ" ଯେଉଁ ଗୀତ ଟିରେ ଖୁବ୍ ସୁନ୍ଦର ଭାବେ ଅଭିନୟ କରିଛନ୍ତି ଦିବ୍ୟ ଓ ଦୀପାଞ୍ଜଳୀ । ତାହା ସହ ଜୟଦେବ ମିଶ୍ର…
Read More...

ଲ୍ୟାଣ୍ଡି କରିବା ସମୟରେ ବିମାନରେ ଅଗ୍ନିକାଣ୍ଡ

ଟୋକିଓ : ବିମାନରେ ଅଗ୍ନୀକାଣ୍ଡ । ଜାପାନରେ ଲ୍ୟାଣ୍ଡ କରିବା ସମୟରେ ଏକ ବିମାନରେ ନିଆଁ ଲାଗିଯିଇଛି । ଏହି ଘଟଣା ଟୋକିଓ ବିମାନବନ୍ଦରରେ ଘଟିଥିବା କୁହାଯାଉଛି । ଦୁର୍ଘଟଣା କେଉଁ କାରଣରୁ ହୋଇଛି , ସେନେଇ ବତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ । ଏନେଇ ‘ ଏନ ଲଚ କେ ‘…
Read More...

ବୋରୱେଲରୁ ମିଳିଥିବା ଶିଶୁକନ୍ୟାର ଠାବ ହେଲେ ମା’ର ପରିଚୟ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବୋରୱେଲରୁ ମିଳିଥିବା ଶିଶୁକନ୍ୟାର ଠାବ ହେଲେ ମା’ର ପରିଚୟ । ଏନେଇ ସୂଚନା ଦେଲେ ସମ୍ବଲପୁର ଲସପି । ପୋଲିସ ଠାବ କରି ମାକୁ କଟକ ବଡ ମେଡିକାଲ ପଠାଇଥିବା କହିଛନ୍ତି ସମ୍ବଲପୁର ଏସପି । ଟେଷ୍ଟ ପାଇଁ ଡିଏନଏ ନମୂନା ପଠାଯାଇଥିବା ଏସପି କହିଛନ୍ତି ଜ୍ଝ…
Read More...

୩୦ରେ ପହଞ୍ଚିଲା ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା

ଜାପାନ: ଭୂକମ୍ପର ଶକ୍ତ ଝଟକାରେ ଥରିଲା ଜାପାନ । ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି । ମୃତ୍ୟୁ ସଂଖ୍ୟା ବଢି ଏବେ ୩୦ ରେ ପହଞ୍ଚିଲାଣି । ଗତ କାଲି ଠାରୁ ଜାପାନରେ ଏପର୍ଯ୍ୟନ୍ତ ୧୫୫ ଥର ଭୂକମ୍ପ ଅନୁଭୂତ ହୋଇଥିବା କୁହାଯାଉଛି । ୨୦୨୪ର ପ୍ରଥମ ଦିନରେ ଘଟିଥିବା ଏହି ବଡ଼ ଭୂକମ୍ପରେ…
Read More...

ବୋଲେରୋ ଓଲଟି ୮ ଆହତ ଟାଙ୍ଗୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

ଟାଙ୍ଗୀ/ ରାକେଶ କୁମାର ଜଗଦେବ : କୁହୁଡି ହେଲା କାଳ । ୧୬ ନମ୍ବର ଜାତୀୟ ରାଜପଥ ହରିକୁଣ୍ଡ ବରଡ଼ି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବୋଲେରୋ । ବୋଲେରୋ ଓଲଟି ୮ ଆଶା କର୍ମୀଙ୍କ ସହ ଜଣେ ନାବାଳିକା ଓ ବୋଲେରୋ ଚାଳକ ଗୁରୁତର । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଲା ଚିଲିକା ଅଗ୍ନିଶମ…
Read More...

ହାତୀ ଆକ୍ରମଣରେ ଜଣେ ମୃତ , ଶବ ରଖି ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ବାଲେଶ୍ୱର/ ଶରତ ନାୟକ : ହାତୀ ଆକ୍ରମଣରେ ଗଲା ଜୀବନ । ଔପଦା ବ୍ଲକ ଗଡସାହି ପଞ୍ଚାୟତ ଭରଡ଼ା ବାଟି ଗାଆଁ ର ଭଗବାନ ଲେଙ୍କା (୫୮) ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି । ଯାହାକୁ ନେଇ ଗ୍ରାମରେ ଦେଖା ଦେଇଛି ଉତେଜନା । ଗ୍ରାମବାସୀ ମାନେ ଶବ ରଖି ମୁଖ୍ୟ ରାସ୍ତା ଅବରୋଧ କରିଥିବା ସୂଚନା…
Read More...