ରାଇରଙ୍ଗପୁର ତହସିଲରେ ପ୍ରଥମ ଥର ଅନଲାଇନ ମାଧ୍ୟମରେ ଜନ ଶୁଣାଣି କାର୍ଯ୍ୟକ୍ରମ

ରାଇରଙ୍ଗପୁର  / ସତ୍ୟାନାରୟଣ  ପାଲ  : ନୂତନ ବର୍ଷରେ ରାଇରଙ୍ଗପୁର ତହସିଲଦାର ଶ୍ରୀଯୁକ୍ତ ବିଶ୍ୱନାଥ ବିଶ୍ୱାଳ, ଓ.ପ୍ର.ସେ. କନିଷ୍ଠଙ୍କ ତତ୍ତ୍ୱାବଧାନରେ ରାଇରଙ୍ଗପୁର ତହସିଲରେ ପ୍ରଥମ ଥର ଅନଲାଇନ ମାଧ୍ୟମରେ ଜନ ଶୁଣାଣି ହୋଇଅଛି । ଏଥିରେ ସର୍ବମୋଟ ୧୧ ଗୋଟି କେଶ୍ ର ଶୁଣାଣି ହୋଇ ଅଛି । …
Read More...

ଖାଣ୍ଡିଆ ଜଳପ୍ରପାତକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷା ନେଇ ଅଣ୍ଟା ଭିଡୁଛନ୍ତି ସ୍ଥାନୀୟ ଅଧିବାସୀ

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ବର୍ତମାନ ପିକନିକ୍ ରୂତୁ ଚାଲିଥିବା ବେଳେ ବିଭିନ୍ନ ପର୍ୟ୍ୟଟନ ସ୍ଥଳୀ ମାନଙ୍କରେ ଭିଡ଼ ପରିଲକ୍ଷିତ ହେଉଅଛି। ସେହିପରି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଶଙ୍ଖାଭଙ୍ଗା ନିକଟରେ ଥିବା ଖାଣ୍ଡିଆ ଜଳପ୍ରପାତରେ ପ୍ରବଳ ଭିଡ଼ ହେଉଥିବା ଦେଖିବାକୁ…
Read More...

ଟ୍ରେନିଂ ବେଳେ ଚାଲିଗଲା ହୋମଗାର୍ଡ ଙ୍କ ଜୀବନ

ଭୁବନେଶ୍ୱର : ଭୁବନେଶ୍ୱର ରିଜର୍ଭ ଅଫିସ୍ ରେ ଅଘଟଣ। ଟ୍ରେନିଂ ବେଳେ ଚାଲିଗଲା ହୋମଗାର୍ଡ ଙ୍କ ଜୀବନ। ମୃତ ହୋମଗାର୍ଡ ହେଲେ ବାସୁଦେବ ମାନସିଂ। ରିଫ୍ରେସର କୋର୍ସ ପାଇଁ ଦିଆଯାଉଥିଲା ଟ୍ରେନିଂ। ସୂଚନା ଅନୁଯାୟୀ, ଏୟାରଫିଲଡ ଥାନାରେ ଡ୍ୟୁଟି କରୁଥିଲେ ବାସୁଦେବ । ରିଫ୍ରେସର କୋର୍ସ ପାଇଁ…
Read More...

ରାଜ୍ୟରେ ପୁଣି ୫ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟ । ରାତ୍ୟରେ ଆଜି ପୁଣି ୫ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ୫ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମାଟ ଆକ୍ରନ୍ତଙ୍କ ସଂଖ୍ୟା ୩୦ କୁ ବୃଦ୍ଧି ପାଇଥିବା କୁହାଯାଉଛି । ରାଜ୍ୟରେ ୨୯୫ ଜଣଙ୍କ କୋଭିଡ…
Read More...

ସୁରକ୍ଷିତ ଉଦ୍ଧାର ହେଲା ଚିଲିକାରେ ଫସିଥିବା ଡଙ୍ଗା

ଚିଲିକା: ଦେଢ ଘଣ୍ଟା ପରେ ମଝି ଚିଲିକାରୁ ସୁରକ୍ଷିତ ଉଦ୍ଧାର । ସାତପଡା ଚିଲିକାରେ ଫସିଥିବା ଡଙ୍ଗାରୁ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହଯୋଗରେ ସେମାନଙ୍କୁ ଜହ୍ନିକୁଦା ଘାଟରୁ ଉଦ୍ଧାର କରାଯାଇଛି । ଯାତ୍ରୀ ବାହୀ ଡଙ୍ଗାର ମେସିନ ଖରାପ ହୋଇଥିଲା । ଫଳରେ ଚିକିକା…
Read More...

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

 ଭୁବନେଶ୍ୱର:  ନୂଆ ବର୍ଷରେ ମୋର ପ୍ରଥମ ଗସ୍ତ ବଲାଙ୍ଗୀରରୁ ଆରମ୍ଭ କରି ମୁଁ ବହୁତ ଖୁସି। ଆପଣମାନେ ଖୁସି ତ? ଲୋକଙ୍କ ଉତ୍ସସିତ ଧ୍ବନି, କରତାଳି ଓ ହୁଳହୁଳି ମଧ୍ୟରେ ମୁଖ୍ୟମନ୍ତ୍ରୀ ଆଜି ବଲାଙ୍ଗୀରରେ ଲୋୟର ସୁକତେଳ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି ।   ଏହି ଅବସରରେ ମୁଖ୍ୟମନ୍ତ୍ରୀ…
Read More...

ସ୍କୁଲ ବସ୍ ପାଇଁ ଆସିଲା ଗାଇଡଲାଇନ, ଗାଡିରେ ଫାଷ୍ଟ ଏଡ୍ ବାଧ୍ୟତାମୂଳକ

ଭୁବନେଶ୍ୱର : ସ୍କୁଲ ବସ ପାଇଁ ଆସିଲା ଗାଇଡଲାଇନ । ନୂଆ ଗାଇଡଲାଇନ ଆଣିଲା ସଡକ ଓ ପରିବହନ ବିଭାଗ । ବସର ଆଗ ଓ ପଛରେ ସ୍କୁଲ ବସ ବୋଲି ଲେଖା ରହିବ । ଏହାସହିତ ଅଗ୍ନି ନିର୍ବାପକ ଯନ୍ତ୍ର ସହ ଫାଷ୍ଟ ଏଡ଼ ମଧ୍ୟ ରହିବା ବାଧ୍ୟତାମୂଳକ । ସେହିପରି ଝରକା ଗୁଡିକୁ ଲୁହା ଗ୍ରୀଲରେ ଆବଦ୍ଧ କରାଯିବ ।…
Read More...

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତାଙ୍କ ଘରେ ଇଡି ଚଢାଉ

ରାଞ୍ଚି: ଝାଡ଼ଖଣ୍ଡରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ର ଟିମ୍ ଆଜି ସକାଳୁ ସକାଳୁ ଅନେକ ସ୍ଥାନରେ ଚଢାଉ କରିଛି ଇଡି । ବେଆଇନ ଖଣି ମାମଲା ସହ ଜଡ଼ିତ ଆର୍ଥିକ ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର ନେତାମାନଙ୍କ ନିକଟତମ ସହଯୋଗୀମାନଙ୍କ ବିଭିନ୍ନ ଠିକଣାରେ ଚଢାଉ…
Read More...

କୁଳମଣି ବରାଳଙ୍କ ତୃତୀୟ ବାର୍ଷିକ ସ୍ମୁତି ଶ୍ରଦ୍ଧାଞ୍ଜଳି

ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ : ମାହାଙ୍ଗା ଡବଲ ମର୍ଡର ଘଟଣାକୁ ୟା ଭିତରେ ପୁରିଲାଣି ତିନି ବର୍ଷ ।    ଭାଜପାର ତତ୍କାଳୀନ ସାଲେପୁର ପ୍ରଭାରୀ ତଥା ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଚେୟାରମ୍ୟାନ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟାସିଂହ ବରାଳଙ୍କୁ ୨0୨୧ ମସିହା ଜାନୁଆରୀ ୨…
Read More...

ବଢିଲେ ମେଡିକାଲ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ

ଭୁବନେଶ୍ୱର: ମେଡଇକାଲ ଛାତ୍ରଛାତ୍ରୀଙ୍କ ବଢିଲା ଛାତ୍ର ବୃତ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାଇପେଣ୍ଡ ବୃଦ୍ଧି କରିଥିବା ସୂଚନା । ନର୍ସିଂ , ଫାର୍ମାସୀ ଓ ଆଲାଏଡ ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି ହୋଇଥିବା କୁହାଯାଉଛି । ଡି.ଫାର୍ମା ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ…
Read More...