ବ୍ଲକ ସ୍ତରୀୟ “ନୂଆ -ଓ, ଯୁବ ଓଡିଶା ନବୀନ ଓଡିଶା ” କାର୍ଯ୍ୟକ୍ରମ ଉଦଘାଟିତ

ବିଷମ କଟକ/ ରବିନ୍ଦ୍ର କୁମାର ସାହୁ :ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ସଦର ମା ମାର୍କମା କଲେଜ୍ ପଡିଆ ଠାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବ୍ଲକ ସ୍ତରରେ କ୍ରୀଡାର ଭିତିଭୂମିକୁ ସୃଦୁଢ କରି ପ୍ରତିଭା ଚି଼ହ୍ନଟ କରି ନୂତନ ଓଡିଶା ଗଠନରେ ଯୁବବର୍ଗଙ୍କୁ ସାମିଲି କରିବାର ମୂଳଲକ୍ଷ୍ୟରେ…
Read More...

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ , ୨୧ଟି ଟିମ୍ ସାମିଲ

ଚିଲିକା: ଚିଲିକାରେ ଅନୁକୂଳ ପରିବେଶ ଯୋଗୁଁ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଛି। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚନ୍ଦ୍ରାପୁଟ ସ୍ଥିତ ସିଡିଏ ଗବେଷଣା କେନ୍ଦ୍ର ପରିସରରେ ପକ୍ଷୀ ଗଣନାକାରୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା।…
Read More...

ଜୁନରୁ ଟି-୨୦ ବିଶ୍ୱକପ, ୯ ତାରିଖରେ ଭାରତ- ପାକିସ୍ତାନ ମୁହାଁମୁହିଁ

ଜୁନ ମାସରୁ ଆରମ୍ଭ ହେବ ଟି ୨୦ ବିଶ୍ୱକପ ।  ତେବେ ଜୁନ ୪ରୁ ୩୦ ପର୍ଯ୍ୟନ୍ତ ଲହି ବିଶ୍ୱକପ ଚାଲିବା ନେଇ କୁହାଯାଉଥିବା ବେଳେ ଏନେଇ କୌଣସି ବିଧିବଦ୍ଧ ଭାବେ ବିଶ୍ୱକପ କାର୍ଯ୍ୟ ସୂଚୀ ଜାରି କରିନାହିଁ ।  ସୂଚନା ଅନୁଯାୟୀ  ଜୁନ ୫ ରେ ଆୟରଲାଣ୍ଡ ସହ ପ୍ରଥମ ମ୍ୟାଚ ଖେଳିବ ଟିମ ଇଣ୍ଡିଆ ପରେ ୯…
Read More...

ୱାର୍ଣ୍ଣରଙ୍କୁ ଆଉ ଟେଷ୍ଟ ଜର୍ସିରେ ଦେଖିବାକୁ ପାଇବେନି ଦର୍ଶକ

ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ତିନୋଟି ମ୍ୟାଚ ବିଶିଷ୍ଠ ଟେଷ୍ଟ ସିରିଜର ଶେଷ ମ୍ୟାଚ ସିଡନିରେ ଆରମ୍ଭ ହୋଇଯାଇଛି । ଏହି ମ୍ୟାଚଟି ଅଷ୍ଟ୍ରେଲିଆର ଓପନର ଡେଭିଡ ୱାର୍ଣ୍ଣରଙ୍କ ଶେଷ ରେଡ ବଲ ମ୍ୟାଚ ବୋଲି କୁହାଯାଉଛି । ଏହି ମ୍ୟାଚ ପରେ ୱାର୍ଣ୍ଣରଙ୍କୁ ଆଉ ଟେଷ୍ଟ ଜର୍ସିରେ ଦେଖିବାକୁ ମିଳିବ…
Read More...

ସର୍ବ ଭାରତୀୟ ସ୍ତରରେ ଟ୍ରକ ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ

ଭୁବନେଶ୍ୱର: ଆନ୍ଦୋଳନକୁ ଓହ୍ଲାଇଲା ଟ୍ରକ ଡ୍ରାଇଭର ମହାସଂଘ । ହିଟ ଆଣ୍ଡ ରନ ମାମଲାରେ ୧୦ ବର୍ଷ ଜେଲ ଦଣ୍ଡାଦେଶ ପ୍ରତ୍ୟାହାର ଦାବିକରି ଆଜି ଠାରୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ସର୍ବ ଭାରତୀୟ ସ୍ତରରେ ଟ୍ରକ ଡ୍ରାଇଭର ମହାସଂଘ ଷ୍ଟିୟରିଂ ଛାଡ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଫଳରେ ପେଟ୍ରୋଲ ଡିଜେଲ…
Read More...

କରୋନାର ନୂଆ ଭାରିଆଣ୍ଟ JN.1 ରେ ୨ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡିଶାରେJN.1 ଆକ୍ରାନ୍ତ ଚିହ୍ନଟ । କରୋନାର ନୂଆ ଭାରିଆଣ୍ଟ JN.1 ରେ ୨ ଜଣ ଆକ୍ରାନ୍ତ ହୋଇଥିବା କୁହାଯାଉଛି । ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁନ୍ଦରଗଡ ଜିଲ୍ଲାର ସୁସ୍ଥ ଥିବା ସୂଚନା ରହିଛି । ଅନ୍ୟଜଣେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା…
Read More...

Enforcement ପାଇଁ ୬୭ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର:   ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଭୁବନେଶ୍ୱରକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ନୂତନ ରୂପରେଖା ଦେବାର ଗୁରୁଦାୟିତ୍ୱ ବହନ କରିଛି। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ଉଦ୍ଦେଶ୍ୟରେ କର୍ତ୍ତୃପକ୍ଷର…
Read More...

ସ୍କୁଟି ଚାଳକଙ୍କୁ ପିଟିଲା ଟୁରିଷ୍ଟି ବସ, ଜଣେ ମୃତ

ରେଙ୍ଗାଲି/ ମନୋଜ ମୁଦୁଲି: ସ୍କୁଟି ଚାଳକଙ୍କୁ ପିଟିଲା ଟୁରିଷ୍ଟି ବସ । ଏଭଳି ଘଟରା ଦେଖିବାକୁ ମିଳିଛି ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଫ୍ରେଜର କ୍ଲବ ସାମ୍ନାରେ । ଏଥିରେ ସ୍କୁଟି ଚାଳକଙ୍କୁ ଜୀବନ ଚାଲିଯାଇଥିବା କୁହାଯାଉଛି । ସୁଚନା ଅନୁସାରେ ସ୍କୁଟି ଚାଳକ ରାସ୍ତାରେ ଯାଉଥିବା ବେଳେ…
Read More...

ମା ମାର୍କମା ମହାବିଦ୍ୟାଳୟରେ ସଡକ ସୁରକ୍ଷା ସପ୍ତାହ ପାଳିତ

ବିଷମକଟକ/ରବିନ୍ଦ୍ର କୁମାର ସାହୁ: ରାୟଗଡ଼ା ଜିଲ୍ଲା ବିଷମ କଟକ ସ୍ଥାନୀୟ ମା ମର୍କମା +୩ ମହାବିଦ୍ୟାଳୟରେ ସଡକ ସୁରକ୍ଷା ସଚେତନ କାର୍ଯକ୍ରମ  ଅନୁଷ୍ଟିତ ହାଇଯାଇଛି | ଏହି କାର୍ଯକ୍ରମ ନୂଆ ଓଡିଶା ଯୁବ ଓଡିଶା ଆନୁକୁଲ୍ଯରେ ଅନୁଷ୍ଟିତ ହୋ ଇଛି | ଏହି  ସଚେତନତା କାର୍ଯକ୍ରମରେ  ରାୟଗଡ଼ ସଡକ…
Read More...

କେ.ଜେ. ଏସ ଆଲୱାଲିଆ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ

କେନ୍ଦୁଝର : କେନ୍ଦୁଝର କେ.ଜେ. ଏସ ଆଲୱାଲିଆ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ । ଆଜି ମଧ୍ୟାହ୍ନରେ ପ୍ଲାଣ୍ଟର ଇଣ୍ଡକ୍ସନ ଫର୍ଣ୍ଣେସରେ ପଙ୍କଚର ହୋଇ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି । ବିସ୍ଫୋରଣ ଯୋଗୁଁ ଇଣ୍ଡକ୍ସନ ଫର୍ଣ୍ଣେସରୁ ତରଳ ଧାତୁ ଛିଟିକି ପାଖରେ ଠିଆ ହୋଇଥିବା ଏକ ହାଇୱା ଉପରେ…
Read More...