ବିଏସଏଫ ଯବାନଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ , ୧୫ ଆହତ

ଛତିଶଗଡ: ଛତିଶଗଡର ନାରାୟଣପୁରରେ ବିଏସଏଫ ଯବାନଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ବିଏସଏଫ ଯବାନମାନେ ୪୦୭ ମାଟାଡୋରରେ ଯାଉଥିଲେ । ଏହି ସମୟରେ ଗାଡି ଭାରସାମ୍ୟା ହରାଇ ଓଲଟି ପଡିଥିଲା । ଏଥିରେ ୧୫ ଜଣ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣଙ୍କ…
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଜାନୁଆରୀ ୧୭ତାରିଖରେ ହେବ ଯଜ୍ଞର ପୂର୍ଣ୍ଣାହୁତି। ୧୦୮ଜଣ ସ୍ୱତ୍ରୀୟ ବ୍ରାହ୍ମଣ ମାନଙ୍କ ଦ୍ୱାରା ଏହି  ଯଜ୍ଞ କର୍ମ ସମାପନ କରାଯିବ।  ୧୨ତାରିଖରୁ ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦମନ୍ତ୍ର ଯଜ୍ଞ…
Read More...

କୀର୍ତ୍ତନ ପାଇଁ ଯାଉଥିବା ବେଳେ ଓଲଟିଲା ଗାଡି ଜଣେ ମୃତ , ୧୯ ଗୁରୁତର

ସୁନ୍ଦରଗଡ: କୀର୍ତ୍ତନ ପାଇଁ ଯାଉଥିବା ବେଳେ ଓଲଟିଲା ଗାଡି । ସେଥି ରେ ଜଣଙ୍କର ମୃତ ହୋଇଥିବା ବେଳେ ୧୯ ଗୁରୁତର ଆହତ ହୋଇଥିବା କୁହାଯାଉଛି । ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଭଷ୍ମା ଥାନା କେନାପାଲି ଅଞ୍ଚଳରେ । ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା ଭଷ୍ମା ଥାନା ଅନ୍ତର୍ଗତ…
Read More...

ହାଇଟେକ ମେଡିକାଲ ବିସ୍ଫୋରଣ ଘଟଣା , ଦିଲ୍ଲୀପଙ୍କ ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର: ହାଇଟେକ୍‌ ମେଡ଼ିକାଲ ବିସ୍ଫୋରଣ ଘଟଣା। ମେଡିକାଲ ବେଡରେ ପଡ଼ିଥିବା ଯୁବକକୁ ଜ୍ୟୋତି ମଲ୍ଲିକ ଭାବିଥିବା ପରିବାରକୁ ଲାଗିଛି ଶକ୍ତ ଝଟକା। ଚିକିତ୍ସିତ ହେଉଥୁବା ଯୁବକ ଦିଲ୍ଲୀପ l ଏନେଇ ଜଣା ପଡିବା ପରେ ଉଭୟ ପରିବାର ଓ ହସ୍ପିଟାଲ କତ୍ତୃପକ୍ଷଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି…
Read More...

ଏଣେକି ପଡିଆରେ ଆଘାତ ହେଲେ ଚିକିତ୍ସା ପାଇଁ ମିଳିବ ୪ମିନିଟ ସମୟ

ଦୁବାଇ:  ଆଇସିସି ପକ୍ଷରୁ କ୍ରିକେଟ ନିୟମରେ ବଡ ପରିବର୍ତ୍ତନ ଅଣାଯାଇଛି। ଏହା ମଧ୍ୟରେ ରେଫରାଲ୍‌ ବା ଡିଆରଏସ୍‌ ସମେତ କନ୍‌କସନ ସବ୍‌ଷ୍ଟିଚ୍ୟୁଟ୍‌ ସାମିଲ ରହିଛି। ଏହି ନୂତନ ନିୟମଗୁଡିକ ଜାନୁଆରୀ ୧୨ ତାରିଖରୁ ଲାଗୁ କରାଯିବ ବୋଲି କୁହାଯାଉଛି । ପୂର୍ବରୁ ଷ୍ଟମ୍ପିଂ ଆବେଦନ ସମୟରେ କଟ୍‌…
Read More...

ଦେଶରେ କରୋନା ନେଲା ଆଉ ୧୨ ଜୀବନ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି ।  କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ୨୪ ଘଣ୍ଟାରେ ୭୬୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ମାରାତ୍ମକ ଭୂତାଣୁ ୧୨ଜଣଙ୍କ ଜୀବନ ନେଇଛି । କେରଳ ଓ କର୍ଣ୍ଣାଟକରୁ ସର୍ବାଧିକ…
Read More...

କୁମ୍ଭୀର ଗଣନା ପାଇଁ ୯ ଦିନ ବନ୍ଦ ରହିବ ଭିତରକନିକା

ପଟ୍ଟାମୁଣ୍ଡାଇ : ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା। ବଉଳା କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ପର୍ୟ୍ୟଟକଙ୍କ ପାଇଁ ଆଜି ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୯ ଦିନ ଯାଏଁ ଭିତରକନିକା ବନ୍ଦ ରହିବ। କୁମ୍ଭୀର ଗଣନାରେ ବନ ବିଭାଗ ଟିମ୍ ଓ ବିଶେଷଜ୍ଞ ଦଳ ସାମିଲ ହେବେ।…
Read More...

ଅନିଶ୍ଚିତତାରେ ଆମ ବସଷ୍ଟାଣ୍ଡ ଉଦଘାଟନ

ମୁନିଗୁଡ଼ା /  ରବିନ୍ଦ୍ର କୁମାର ସାହୁ :  ଏହା ମଧ୍ୟରେ ଏକ ବର୍ଷ ବିତି ବାକୁ ବସିଲାଣି। ଉନ୍ନତୀକରଣ ନାମରେ ରାୟଗଡ଼ ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ସ୍ଥଳ ତଥା ବହୁଳ ଜନ ସମାଗମ ହେଉଥିବା ମୁନିଗୁଡା ସହିଦ୍ ଲକ୍ଷ୍ମଣ ନାଏକ ପୁରୁଣା ବସଷ୍ଟାଣ୍ଡ କୁ ପ୍ରସାସନ ତରଫରୁ ସଂପୂର୍ଣ୍ଣ ଭାଙ୍ଗି ଦିଆଯାଇ…
Read More...

ସର୍ଚ୍ଚ ଅପରେସନ ବେଳେ ଆଇଇଡି ବିସ୍ଫୋରଣ , ୩ ଯବାନ ଗୁରୁତର

ବୌଦ୍ଧ: ସର୍ଚ୍ଚ ଅପରେସନ ବେଳେ ଆଇଇଡି ବିସ୍ଫୋରଣ ଘଟି ୩ ଯବାନ ଗୁରୁତର । ବୌଦ୍ଧ ଜିଲ୍ଲା ବାତେପଙ୍ଗା ଜଙ୍ଗଲରେ ଘଟିଛି ଏହି ଅଘଟଣ । ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ବୋଳ ହୋଇଥିଲା ଆଇଇଡି ବିସ୍ଫୋରଣ । ଏନେଇ ବୌଦ୍ଧ ଏସପି ରାଜପ୍ରସାଦ ସୂଚନା ଦେଇଛନ୍ତି ।
Read More...

ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଚିଲିକାକୁ ଆସିଛନ୍ତି ଅଧିକ ପକ୍ଷୀ

ଚିଲିକା : ଆସିଲା ଚିଲିକାରେ ପକ୍ଷୀ ଗଣନା ରିପୋର୍ଟ । ରିପୋର୍ଟ ଅନୁସାରେ ଚଳିତ ବର୍ଷ ଚିଲିକାରେ ବଢିଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା । ଏ ବର୍ଷ ଚିଲିକାକୁ ମୋଟ ୧୮୮ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ୧୧ଲକ୍ଷ ୩୭ ହଜାର ୭୫୯ ପକ୍ଷୀ ଆସିଛନ୍ତି । ସେଥିରୁ ୧୦ ଲକ୍ଷ ୯୮ ହଜାର ୮୧୩ଟି ବିଦେଶାଗତ…
Read More...