ଆସନ୍ତା କାଲି ପୁରୀରେ ଅନୁଷ୍ଠିତ ହେବ ପକ୍ଷୀ ଗଣନା ପାଇଁ ପ୍ରଶିକ୍ଷଣ ଶିବିର

ବ୍ରହ୍ମଗିରୀ : ବ୍ରହ୍ମଗିରୀରେ ହେବ ପକ୍ଷୀ ଗଣନା । ବ୍ରହ୍ମଗିରୀ ବନାଞ୍ଚଳ ଅଧିନରେ ଆସନ୍ତା ୧୦ତାରିଖ ଦିନ ପକ୍ଷୀ ମାନଙ୍କର ଗଣନା କରାଯିବାର କାର୍ଯ୍ୟକ୍ରମ ରହିଅଛି। ଏ ନେଇ ଆସନ୍ତାକାଲି ଏକ ପ୍ରଶିକ୍ଷଣ ଶିବିର ପୁରୀଠାରେ ଅନୁଷ୍ଠିତ ହେବ। ୧୦ ତାରିଖରେ ହେବାକୁଥିବା ଏହି ପକ୍ଷୀ ଗଣନାରେ ବନ…
Read More...

ଏକ ଦିବସୀୟ “ସାନୁ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ’ ଅନୁଷ୍ଠିତ

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ: ଭଲିବଲ ଖେଳର ପ୍ରଚାର ଓ ପ୍ରସାର ଓ ଲୋକପ୍ରିୟ ପାଇଁ ଅଣ୍ଟା ଭିଡିଛନ୍ତି ରାଇରଙ୍ଗପୁର ପୌରାଞ୍ଚଳର ମହୁଲଡିହା ଗ୍ରାମର  ଯୁବଗୋଷ୍ଠୀ । କିଛି ବର୍ଷ ପୂର୍ବେ ମହୁଲଡିହା ଗ୍ରାମର ଭଲିବଲ ଯୁବ ତାରକା ସାନୁର ଅକାଳ ବିୟୋଗରେ ଖେଳାଳି ମାନଙ୍କ ମନ ଉଣା ହୋଇ ଯାଇଥିଲା…
Read More...

ରାଇରଙ୍ଗପୁର ସହରରେ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ :  ଆଜି  ରାଇରଙ୍ଗପୁର ପୌରପାଳିକା କାର୍ଯ୍ୟାଳୟ ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆମ ଓଡିଶା ଓ ନବୀନ ଓଡିଶା ଅନ୍ତର୍ଗତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଜୟ ଜଗନ୍ନାଥ ଅର୍ପଣ ରଥକୁ ରାଇରଙ୍ଗପୁର  ପୌରପାଳିକା ର ଅଧ୍ୟକ୍ଷ ଶ୍ରୀ ଅଭିଷେକ ପଟ୍ଟନାୟକ ଓ…
Read More...

ଜେଲରୁ ଆଜୀବନ ସଜା କାଟୁଥିବା କଏଦୀ ଫେରାର

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ଜେଲ ରୁ ଫେରାର ହେଲେ କଏଦୀ। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାରରେ ଆଜୀବନ ସଜା କାଟୁଥିବା ବୁଡାମରା ଗ୍ରାମ ବିଶୋଇ ଥାନା ଅଂଚଳର କଏଦୀ ଜେଲ ର ମୁଖ୍ୟ ଫାଟକ ଦେଇ ଫେରାର ହୋଇଯାଇଥିବା ଜଣାପଡିଛି । ଫେରାର କଏଦୀ ଜଣକ ୨୦୧୫ରୁ ନରହତ୍ୟା ମାମଲାରେ ଆଜୀବନ…
Read More...

ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ବୁଲିଲା ଶ୍ରୀଜଗନ୍ନାଥ ଅର୍ପଣ ରଥ

ଯୋଡା/ ରମେଶ ମହାପାତ୍ର : ସାରା ରାଜ୍ୟ ଜଗନ୍ନାଥମୟ । ଘରୁ ଘରୁ ସଂଗ୍ରହ ହେବ ଗୁଆ ଓ ଅକ୍ଷତ। ପୁରୀରେ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ରବିବାରଠୁ ବିଭିନ୍ନ ଅଞ୍ଚଳରେ ବୁଲିଲା ଶ୍ରୀଜଗନ୍ନାଥ ଅର୍ପଣ ରଥ । ଏହି ଅବସରରେ ଯୋଡ଼ା ପୌରପାଳିକା ପକ୍ଷରୁ ଆଜି ଶ୍ରୀଜଗନ୍ନାଥ ଅର୍ପଣ ରଥର…
Read More...

ସାରା ରାଜ୍ୟରେ ସଡକ ସୁରକ୍ଷା ସପ୍ତାହ ପାଳନ

ଯୋଡ଼ା / ରମେଶ ଚନ୍ଦ୍ର ମହାପାତ୍ର : ଓଡିଶା ସରକାରଙ୍କ ପରିବହନ ବିଭାଗର ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ସଡକ ସୁରକ୍ଷା ସପ୍ତାହ ପାଳନ ହେଉଛି । ବଡବିଲ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସଡକ ସୁରକ୍ଷା ସଚେତନତା ନିମନ୍ତେ ଯୋଡ଼ା ବସଷ୍ଟାଣ୍ଡରେ ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ…
Read More...

କୋଟିଏ ଟଙ୍କାର ଧଳାଜହର ଜବତ୍ ସହିତ ଯୁବକ ଗିରଫ

ନିମାପଡା  /ଜୟନ୍ତ  କୁମାର  ସେଠି :  କୋଟିଏ ଟଙ୍କାର ଧଳାଜହର ଜବତ୍ ସହିତ ଯୁବକ ଗିରଫ।  ପୁରୀ ଜିଲ୍ଲାର ସମସ୍ତ ଗାଁ ଠୁ ସହର ପର୍ଯ୍ୟନ୍ତ ସବୁଠି ନିଶାରେ କବଳିତ ହେଉଛି ,ବିଶେଷ ଭାବେ ଯୁବ ଗୋଷ୍ଠୀ ଧଳାଜହର, ମାଦକ ଦ୍ରବ୍ୟ ଖାଇ ପ୍ରଥ ଭ୍ରଷ୍ଟ ହେଉଥିବା ବେଳେ ଚୁପ୍ ବସିଛି ଅବକାରୀ ବିଭାଗ ଓ…
Read More...

ଲୋକାର୍ପିତ ହେବ ମାଲକାନଗିରି ବିମାନ ବନ୍ଦର

ମାଲକାନଗିରି : ଇତିହାସ ରଚିବାକୁ ଯାଉଛି ମାଲକାନଗିରି । ଲୋକାର୍ପିତ ହେବ ମାଲକାନଗିରି ବିମାନ ବନ୍ଦର । ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । ପରୀକ୍ଷା ମୂଳକ ଭାବେ ବିମାନ ବନ୍ଦରରେ ଗତକାଲି ଅବତରଣ କରିଥିଲା ଗୋଟିଏ ବିମାନ। ଟ୍ରାଏଲ ରନ ସଫଳ ହୋଇଥିବା…
Read More...

ଆରମ୍ଭ ହେଲା ହୀରାକୁଦ ଜଳଭଣ୍ଡାରରେ ପକ୍ଷୀଗଣନା

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେଲା ପକ୍ଷୀଗଣନା । ହୀରାକୁଦ ୱାଇଲ୍ଡ ଲାଇଫ ଡିଭିଜନ ପକ୍ଷରୁ ସମ୍ବଲପୁର, ଝାରସୁଗୁଡା ଓ ଛତିଶଗଡ ସଂଲଗ୍ନ ଜଳଭଣ୍ଡାରରେ ପକ୍ଷୀ ଗଣନା କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଚାଲିବ ବୋଲି କୁହାଯାଉଛି । ଏଥିପାଇଁ ୨୧…
Read More...

ଇତିହାସ ରଚିଲା ଇସ୍ରୋ , ହାଲୋ ଅର୍ବିଟରେ ଆଦିତ୍ୟ ଏଲ୍-ୱାନ୍

ନୂଆଦିଲ୍ଲୀ : ଇତିହାସ ରଚିଲା ଇସ୍ରୋ । ସୂର୍ଯ୍ୟର ଏଲ ୧ ପଏଣ୍ଟରେ ପହଞ୍ଚିଲା ଆଦିତ୍ୟ ଏଲ ୧ । ଏବେ ଭାରତର ଏହି ସାଟେଲାଇଟ୍ ପୃଥିବୀଠାରୁ ଠିକ୍ ଦେଢ ଲକ୍ଷ କିଲୋମିଟର ଦୂରରେ ରହିଛି । ଯାହାକି ଗତ ସେପ୍ଟେମ୍ବର ୨ ତାରିଖରେ ନିଜର ଯାତ୍ରା ଆରମ୍ଭ କରିଥିଲା । ତେବେ ମାତ୍ର ୪ ଶହ କୋଟି ଟଙ୍କାରେ…
Read More...