ସଂପୂର୍ଣ୍ଣ ଜଳି ଗଲା ଦୁଇ ବଖରା ଚାଳ ଘର ସହ ଆସବାବପତ୍ର

ଲକ୍ଷ୍ମୀପୁର/ ସଞ୍ଜୟ କୁମାର ପାଣି:  କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତ ବନ୍ଧୁଗାଁ ବ୍ଲକ କେସୁଭଦ୍ରା ଗ୍ରାମର ଉର୍ଲାକା ସୁନାମଣି କିଛି ଦିନ ତଳେ ନିଜ ଗ୍ରାମ ଛାଡ଼ି ନିଜ ଜମି ଥିବା ରାମଚନ୍ଦ୍ରପୁର ସିଲ୍କାଯୋଡ଼ି ଚାଲିଯାଇଥିଲେ । କିନ୍ତୁ କିଛି ଦିନ ତଳେ  ତାଙ୍କ ସ୍ତ୍ରୀ ସୀତାଲୁ ଏକ ପୁତ୍ର…
Read More...

ଗୋଟିଏ ପ୍ଲାଟଫର୍ମରେ ଏକାଠି ହେଲେ ୧୦୦ରୁ ଅଧିକ କ୍ଷୁଦ୍ର ଉଦ୍ୟୋଗୀ ଏବଂ ସହଯୋଗୀ ସଂସ୍ଥା

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଗ୍ରାମା ଳ ଓ ସହରା ଳର କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ସହିତ ସେମାନଙ୍କ ବ୍ୟବସାୟକୁ ଆଉ ଏକ ସୋପାନକୁ ନେବା ଲକ୍ଷ୍ୟରେ "ସ୍ୱକଳ୍ପ ସହଯୋଗ' ଆୟୋଜନ କରାଯାଉଛି । ବୁଧବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱକଳ୍ପ ଉଦ୍ୟୋଗୀଙ୍କ…
Read More...

ଯୁବକଙ୍କୁ ସିମେଣ୍ଟ ଇଟା ରେ ଛେଚି ହତ୍ୟା, ମହିଳା ଅଟକ

ଗଞ୍ଜାମ /ରଜନୀକାନ୍ତ ପାତ୍ର:   ଗୋପାଳପୁର ଥାନା ଅନ୍ତର୍ଗତ ପୁଟିପଦର ଗ୍ରାମରେ ଆଜି ଜଣେ ଯୁବକକୁ ପଥର ଛେଚି ହତ୍ୟା ହୋଇଛି l ମୃତ ଯୁବକ ଜଣକ ହେଲେ ସେହି ଗ୍ରାମର ବିଶ୍ଵନାଥ ବେହେରା ବୟସ ୨୫ ବୋଲି ପୁଲିସ କହିଛି l ସୂଚନା ପ୍ରକାରେ ପୁଟିପଦର ମଝି ସାହିରେ ରହୁଥିବା ବିଶ୍ଵନାଥ ଶବ ଆଜି ସକାଳେ…
Read More...

୨୪ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାଗୁଡ଼ିକୁ ହିଟ ୱେଭ୍ ଆଲର୍ଟ

ଭୁବନେଶ୍ୱର: ତତଲା କଡେଇରେ ଭାଜି ହେଉଛି ଓଡିଶା । ଘରୁ ବାହାରକୁ ବାହାରିବା ବେଳକୁ ଦେହ ହାତ ପୋଡି ଗଲା ଭଳି ମନେ ହେଉଛି। ବାହାରୁ ଘର ପର୍ଯ୍ୟନ୍ତ ସବୁଠୁ ପ୍ରଚଣ୍ଡ ତାତି।  ନିଆଁ ବର୍ଷା ଖରା ସାଙ୍ଗକୁ ପ୍ରଚଣ୍ଡ ତାତିରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ଆଜି ମଧ୍ୟ ସାରା ରାଜ୍ୟରେ ଏଭଳି ଗରମ…
Read More...

ତାଳଚେର NTPC ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ତାଳଚେର: ତାଳଚେର NTPC ପ୍ଲାଣ୍ଟରେଭୟଙ୍କର ଅଗ୍ନିକାଣ୍ଡ । କନଭେୟର ବେଲ୍ଟରେ ଲାଗିଲା ନିଆାଁ । ଖବାର ପାଇ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି । ତେବେ ଏହି ନିଆଁ ୩୦ରୁ ୪୦ ମିନିଟ ଧରି ଲାଗି ଥିବା କୁହାଯାଉଛି । କୋଇଲାରେ ନିଆଁ ଲାଗିଥିବାରୁ ଅଞ୍ଚଳ ଧୂଆଁମୟ…
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀଙ୍କ ମୃତ୍ୟୁ

ଛତିଶଗଡ: ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀଙ୍କ ମୃତ୍ୟୁ । କରିଗୁଟା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୩ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବିଜାପୁର ଜିଲ୍ଲା ଏସପି ଜିତେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି। ଘଟଣା ସ୍ଥଳରେ ବିପୁଳ ପରିମାଣର ବିସ୍ଫୋରକ…
Read More...

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ପରିବର୍ତ୍ତନ ହୋଇଛି ସ୍କୁଲ ସମୟ

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି । ସମସ୍ତ ସରକାରୀ , ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରରେ ସକାଳ ସାଢେ୬ଟାରୁ ପାଠପଢା ଆରମ୍ଭ କରି ସାଢେ୧୦ ଟାରେ ଛୁଟି କରିବରକୁ ନିର୍ଦ୍ଦେଶ…
Read More...

୩ୟ ପର୍ଯ୍ୟାୟ ବିଧନସଭା ପ୍ରାର୍ଥୀ ଘୋଷଣା କଲା ବିଜୁ ଜନତା ଦଳ

ଭୁବନେଶ୍ବର : ୨୦୨୪ ସାଧାରଣ ନିର୍ବାଚନ ପାଇଁ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ। ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ୯ ବିଧାନସଭା ଆସନ ପାଇଁ ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ତେବେ ବର୍ତ୍ତମାନ ସୁଦ୍ଧା ଚଳିତ ସାଧାରଣ ନିର୍ବାଚନ ପାଇଁ ବିଜୁ…
Read More...

କଟକର ନୂତନ ଡିସିପି ଭାବେ ଦାୟିତ୍ୱ ନେଲେ ପ୍ରକାଶ ଆର

କଟକ: କଟକର ନୂତନ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ୨୦୦୮ ବ୍ୟାଚର ଆଇପିଏସ ପ୍ରକାଶ ଆର । ଡଃ କନୱର ଭିଶାଲ ସିଂ ଙ୍କ ବଦଳି ପରେ ପ୍ରକାଶ ଆର ନେଇଛନ୍ତି ଦାୟିତ୍ୱ । ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମରେ କଟକର ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ନୂଆ ଡିସିପିଙ୍କୁ ସ୍ୱାଗତ କରିଥିଲେ ।…
Read More...

ରାୟପୁରର ବିଦ୍ୟୁତ କାର୍ଯ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ

ଛତିଶଗଡ : ଛତିଶଗଡ ରାଜଧାନୀ ରାୟପୁରରେ ଆଜି ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଠାରେ ବିଦ୍ୟୁତ ବିଭାଗର ସବ –ଡିଭିଜନ ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଏତେ ଭୟାବହ ରହିଛି ଯେ ଅନେକ କିଲୋମିଟର ଦୂର ପର୍ଯ୍ୟନ୍ତ ଧୂଆଁ ଉଠୁଥିବାର ଦେଖାଯାଉଛି । ଏପଟେ ଜୋରଦାର ବିସ୍ଫୋରଣ ସହିତ ନିଆଁ…
Read More...