ବିନିକା କଲେଜ ଛକରେ ଗାଡି ଚେକିଂ ବେଳେ କାରରୁ ମିଳିଲା ୫୫ଲକ୍ଷ ଟଙ୍କା

ବିନିକା: କାରରୁ ମିଳିଲା ୫୫ଲକ୍ଷ ଟଙ୍କା । ସୁବର୍ଣ୍ଣପୁର ଜିଲ୍ଳା ବିନିକା କଲେଜ ଛକରେ ଗାଡି ଚେକିଂ ବେଳେ ୫୫ ଲକ୍ଷ ଟଙ୍କା ମିଳିଥିବା ଜଣାପଡିଛି । ଜବତ ୫୫ ଲକ୍ଷ ୨୦ ହଜାର ଟଙ୍କାକୁ ପୋଲିସ ଜବତ କରିଛି । ଚେକିଂ ବେଳେ ଡ୍ରାଇଭର ସମେତ କାରରେ ୪ ଜଣ ବ୍ୟାକ୍ତି ଥିବା କୁହାଯାଉଛି । ସୂଚନା…
Read More...

ଆଜି ମୁହାଁ ମୁହିଁ ହେବେ ରାଜସ୍ଥାନ ରୟାକ୍ସ ଏବଂ ରୟାଲ ଚାଲଞ୍ଜର୍ସ ବାଙ୍ଗାଲୋର

ନୂଆଦିଲ୍ଳୀ: ଆଜି ମୁହାଁ ମୁହିଁ ହେବେ ରାଜସ୍ଥାନ ରୟାକ୍ସ ଏବଂ ରୟାଲ ଚାଲଞ୍ଜର୍ସ ବାଙ୍ଗାଲୋର । ଏହା ଆଇପିଏଲ ୨୦୨୪ର ୧୯ ତମ ମ୍ୟାଚ ଖେଳାଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ରାଜସ୍ଥାନ ରୟାଲ୍ସ ୩ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ସମସ୍ତ ୩ ଟି ଯାକ ମ୍ୟାଚରେ ବିଜୟ ମଧ୍ୟ…
Read More...

ହୁତୁ ହୁତୁ ହୋଇ ଜଳିଗଲା ପଲ୍ସର ବାଇକ ,କାରଣ ଅସ୍ପଷ୍ଟ

କଳାହାଣ୍ଡି / ଜନକ ପୋଡ଼ : ଆଖି ଆଗରେ ହୁତୁ ହୁତୁ ହୋଇ ଜଳିଗଲା ପଲ୍ସର ବାଇକ କ୍ଷ ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଲଇତରା ଗ୍ରାମ ପଂଚାୟତ ଅଧିନସ୍ତ ଦେଣ୍ଡୋଗୁଡା ଗ୍ରାମ ରେ । ସୂଚନା ଅନୁଯାୟୀ, ବାଇକ ଚାଳକ କେସିଙ୍ଗା ସାନ ପଡ଼ାର ତିନିଜଣ ଯୁବକ ନିଜ…
Read More...

ଗୁଜବକୁ ନେଇ ହିନ୍ଦୋଳରେ ଅଦିନିଆ ଦୀପାବଳୀ

ହିନ୍ଦୋଳ: ସାଧାରଣତଃ ଦୀପାବଳୀ ଆସିଲେ ଆମେ ଘରେ ଘରେ ବାଣ ଫୁଟାଇ ଦୀପ ଜାଳି ଆଲୋକର ପର୍ବ ଦୀପାବଳିକୁ ପାଳନ କରିଥାଉ। ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ ଅମାବାସ୍ୟା ଦିନ ଏହାକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରନ୍ତି ସମଗ୍ର ଦେଶବାସୀ। କିନ୍ତୁ ଗତକାଲି ସନ୍ଧ୍ୟାରେ ହିନ୍ଦୋଳ ଏନ୍, ଏ, ସି ର…
Read More...

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ପାଇଁ ଅଂଶୁଘାତରେ ୮ ଜଣ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ବଢୁଛି ତାମମାତ୍ରା । ଅସ୍ତବ୍ୟସ୍ତ ଜନ ଜୀବନ। ପକୂଳରୁ ଉପାନ୍ତ ହେଉକି ବୌଦ୍ଧରୁ ଭୁବନେଶ୍ୱର ସବୁଠି ଦେଖିବାକୁ ମିଳୁଛି ତାତିର ଦାଉ। ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଜୀବନ ଯାତ୍ରାକୁ ପ୍ରଭାବିତ କରିଛି। ଗତକାଲି ରାଜ୍ୟରେ ଅଂଶୁଘାତରେ ୮ ଜଣ ଆକ୍ରାନ୍ତ ହେଇଛନ୍ତି ।…
Read More...

ବିଜେପି ଛାଡିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତ

ଭୁବନେଶ୍ୱର: ବିଜେପି ଛାଡିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି । ପୂର୍ବତନ ମନ୍ତ୍ରୀ ତଥା ବସ୍ତାର ପୂର୍ବତନ ବିଧାୟକ ରଘୁନାଥ ମହାନ୍ତି ତାଙ୍କ ଇସ୍ତଫା ପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ସେ ଏବଂ ତାଙ୍କ ପରିବାର ଦଳର…
Read More...

ସ୍ୱାମୀର ମୃତ୍ୟୁ ଖବର ଶୁଣି ସ୍ତ୍ରୀର ହୃଦଘାତରେ ମୃତ୍ୟୁ

ଜଗତସିଂହପୁର / ପ୍ରତାପ  କୁମାର  ସିଂ : ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀର ମୃତ୍ୟୁ । ଏଭଳି ଦୁଃଖଦାୟକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ପୁରୁଣାବସନ୍ତ ପଞ୍ଚାୟତ ପୁରୁଣାବସନ୍ତ ଗ୍ରାମରେ । ସୂଚନାମୁତାବକ ପୁରୁଣାବସନ୍ତ ଗ୍ରାମର ଦ୍ଵାରିକାନାଥ ଦାସ ନାମକ ଜଣେ ୭୦…
Read More...

ପିତାପଲ୍ଲୀ ଛକ ନିକଟରେ ଭାରସାମ୍ୟ ହରାଇ ନାଳକୁ ଖସିଲା ମୋ ବସ୍

ଖୋର୍ଦ୍ଧା : ରାସ୍ତା ତଳକୁ ଖସିଲା ମୋ ବସ । ଖେର୍ଦ୍ଧୋ ପିତାପଲ୍ଲୀ ଛକ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ଭୁବନେଶ୍ୱରରୁ ଖୋର୍ଦ୍ଧା ଆସୁଥିବା ବେଳେ ଭାରସାମ୍ୟା ହରାଇ ପିତାପଲ୍ଲୀ ନିକଟରେ ଡ୍ରେନ ତଳକୁ ଖସିଲା ମୋ ବସ । ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଆହତ ହୋଇଥବବା କୁହାଯାଉଛି । ସେମାନଙ୍କୁ…
Read More...

ରୋଗୀ ସହାୟକ ଭାବେ କାର୍ଯ୍ୟରତ ବିଶ୍ୱ ରଂଜନ ବିଶ୍ୱାଳଙ୍କର ପରଲୋକ

ଟାଙ୍ଗୀ /ରାକେଶ  କୁମାର  ଜଗଦେବ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ   ରୋଗୀ ସହାୟକ ଭାବେ କାର୍ଯ୍ୟରତ   ବିଶ୍ୱ ରଂଜନ ବିଶ୍ୱାଳଙ୍କର ଗତ କାଲି ରାତିରେ ଭୁବନେଶ୍ୱରରେ ଏକ ଘରୋଇ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଅକାଳ ବିୟୋଗ ହୋଇ ଯାଇଅଛି । ମୃତ୍ୟ ବେଳକୁ…
Read More...

ବିଜେଡିରେ ସାମିଲ ହେଲେ ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର

 ଭୁବନେଶ୍ୱର: ବିଜେଡିରେ ସାମିଲ ହେଲେ ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର |  ସେ ଜଣେ ବିଶିଷ୍ଟ ଡାକ୍ତର ଭାବେ ଜନସେବା କରିଛନ୍ତି |ଦେବାନନ୍ଦ ମହାପାତ୍ରଙ୍କ ଘର ଚୌଦ୍ୱାର | ସେ SCB ମେଡିକାଲ ପିଜି ଡାକ୍ତର ସଙ୍ଘ ପୂର୍ବତନ ସଭାପତି ହେବା ସହ IMA ର ପୂର୍ବତନ ଉପସଭାପତି ଥିଲେ |…
Read More...