ଯାଜପୁର ସଡକ ଦୁର୍ଘଟଣାରେ ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

ଭୁବନେଶ୍ୱର:  ଯାଜପୁର ଜିଲ୍ଲା  ବାରବାଟୀ ଛକ ଅଞ୍ଚଳ ରେ ଏକ ଯାତ୍ରୀ ବାହୀ ବସଫ୍ଲାଏ ଓଭରରୁ ତଳକୁ ଖସିବା ଘଟଣାରେ  5 ଜଣ ବ୍ୟକ୍ତି ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।  ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ…
Read More...

କଂଗ୍ରେସରୁ ୬ ବର୍ଷ ପାଇଁ ବହିଷ୍କୃତ ହେଲେ ବରିଷ୍ଠ ନେତା ସୁର ରାଉତରାୟ

ଭୁବନେଶ୍ୱର: କଂଗ୍ରେସରୁ ବହିଷ୍କୃତ ହେଲେ ବରିଷ୍ଠ ନେତା ସୁର ରାଉତରାୟ । ତାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍ମାର କରାଯାଇଛି । ଏନେଇ ଏଆଇସିସି ପକ୍ଷରୁ ପ୍ରେସ ରିଲିଜ ଜରିଆରେ ଆଜି ସୂଚନା ଦିଆଯାଇଛି । ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କ ବିରୁଦ୍ଧରେ ଏଆଇସିସି କାର୍ଯ୍ୟାନୁଷ୍ଠାନ…
Read More...

ଖରାରେ କାମ କରାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ପ୍ରବଳ ଖରାରେ କାମ କରାଇବା ମନା । କାମ କରାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଖରାରେ କାମ କରାଇବାକୁ କଡାକଡି ଭାବେ ବାରଣ କରାଯାଇଛି । ଏନେଇ ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ଏଥିରେ ଦିନ ୧୧ଟାରୁ ୩ଟା…
Read More...

ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ ଶହ ଶହ କର୍ମୀ

ଜୁନାଗଡ଼ / ବ୍ୟମୋ କେଶ ପୁରୋହିତ : ନିର୍ବାଚନ ଜେତିକି ପାଖେଇ ଆସୁଛି ରଜନିତି ସେତିକି ଉଷ୍ମ ହେବାରେ ଲାଗିଛି । ଏହି ପରିପକ୍ଷରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ମିଶ୍ରଣ ପର୍ବ ର ଏକ ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲି…
Read More...

ବିଜେପିରେ ମିଶିଲେ ବରଗଡର ପୂର୍ବତନ ସାଂସଦ ପ୍ରଭାସ ସିଂହ

ନୂଆଦିଲ୍ଲୀ: ବିଜେପିରେ ମିଶିଲେ ବରଗଡର ପୂର୍ବତନ ସାଂସଦ ପ୍ରଭାସ ସିଂହ । ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ପ୍ରଭାସ ସିଂହ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିର ରାଷ୍ଟ୍ରୀୟ ମହାମନ୍ତ୍ରି ଚରୁଣ ଚୁଗ ଏବଂ ରାଷ୍ଟ୍ରୀୟ ପ୍ରବକ୍ତା ପ୍ରେମ ଶୁକ୍ଳାଙ୍କ ଉପସ୍ଥିତିରେ ସେ ବିଜେପିର ସଦସ୍ୟତା…
Read More...

ବେଙ୍ଗାଲୁରୁ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯିବ ଆଇପିଏଲର ୩୦ ତମ ମ୍ୟାଚ

ବେଙ୍ଗାଲୁର: ଆଜି ଖେଳାଯିବ ଆଇପିଏଲର ୩୦ ତମ ମ୍ୟାଚ । ବେଙ୍ଗାଲୁରୁ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯିବ ଏହି ମ୍ୟାଚ । ତେବେ ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ସୂଚନା ଅନୁଯାୟୀ,ତ୍ତବର୍ତ୍ତମାନ ପର୍ଯ୍ୟନ୍ତ ବାଙ୍ଗାଲୋର…
Read More...

ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତ ରହିଛି କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା କମିବାର ନାଁ ଧରୁନାହିଁ । ପୁଣି ଆଜି ରାଉସ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । କେଜ୍ରିୱାଲଙ୍କ ୧୫ ଦିନିଆ ନ୍ୟାୟିକ ହେପାଜତ…
Read More...

ଶାନ୍ତି ପୂର୍ଣ୍ଣ ଓ ଭୟ ମୁକ୍ତ ନିର୍ବାଚନ ପାଇଁ ଉମରକୋଟ ପୋଲିସ ଓ CRPFର ମିଳିତ ଫ୍ଲାଗମାର୍ଚ୍ଚ

ଉମରକୋଟ/ ମନୋଜ କୁମାର ନାୟକ: ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରଶାସନ ତତ୍ପର ହୋଇ ଉଠିଛି। ଉମେରକୋଟ ନିର୍ବାଚନ ମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ଭାବେ ଆସନ୍ତା ବିଧାନ ସଭା ଓ ଲୋକ ସଭା ନିର୍ବାଚନ ଆୟୋଜନ ନିମନ୍ତେ ପୋଲିସ ପ୍ରଶାସନ ତରଫରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି।ନବରଙ୍ଗପୁର…
Read More...

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ JMM ର ଟିକେଟ ରେସରେ ନାରାୟଣ ମୁର୍ମୁ

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ବିଜେଡି ର ପ୍ରାର୍ଥୀ ଘୋଷଣl କରାଯାଇଥିବା ବେଳେ ବିଜେପି ଓ ଜେଏମ୍ଏମ୍ ଦଳ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। ତେବେ ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ବିଭିନ୍ନ ରାଜନୈତିକ ଦଳର ନେତା ମାନେ…
Read More...

ବିଷମ କଟକ ଓ ମୁନିଗୁଡ଼ାରେ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳିତ ସହ ଆମ୍ବେଦକର ଜୟନ୍ତି ପାଳନ

ବିଷମ କଟକ/ରବିନ୍ଦ୍ର କୁମାର ସାହୁ : ପବିତ୍ର ଓଡ଼ିଆ ନବବର୍ଷ,ହନୁମାନଜୀ ଙ୍କ ଜନ୍ମ ଦିବସ ପରିପ୍ରେକ୍ଷୀରେ ବିଷମ କଟକ ଓ ମୁନିଗୁଡ଼ା ର ସମସ୍ତ ହନୁମାନ ମନ୍ଦିର,ହନୁମାନ ବାଟିକା,ଶ୍ରୀରାମ ମନ୍ଦିର,ଗୀତା ମନ୍ଦିର,ଜଗନ୍ନାଥ ମନ୍ଦିର ପରିସରରେ ହନୁମାନ ଚାଳିଶା ପାଠ କରାଯିବା ସହିତ ରାମଚରିତ ମାନସ…
Read More...