ପ୍ରକାଶ ପାଇଲା ଆଇସିଏସଇ ଦ୍ଵାଦଶ ଏବଂ ଦଶମ ରେଜଲ୍ଟ
ନୂଆଦିଲ୍ଲୀ: ପ୍ରକାଶ ପାଇଲା ଆଇସିଏସଇ ଦ୍ଵାଦଶ ଏବଂ ଦଶମ ରେଜଲ୍ଟ। ଓଡିଶାର ଆଇସିଏସଇ ଦଶମରେ ପାସ୍ ହାର ରହିଛି ୯୯.୦୮ ପ୍ରତିଶତ। ପୁଅମାନଙ୍କ ଅପେକ୍ଷା ଝିଅଙ୍କର ପାସ୍ ହାର ଏଥର ଅଧିକ ରହିଛି। ସେହିପରି ସିଆଇଏସସି ଦ୍ଵାଦଶରେ ପାସ୍ ହାର ରହିଛି ୯୮.୯ ପ୍ରତିଶତ। ୧ ହଜାର ୭୩୬ ଜଣ ପରୀକ୍ଷା…
Read More...
Read More...