ଆଜି ମୁହାଁ ମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ ଆଜିର ଟୁର୍ଣ୍ଣା ମେଣ୍ଟରେ ଖେଳାଯିବ ୫୬ ତମ ମ୍ୟାଚ୍ । ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ ରେ ମୁହାଁ ମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ । । ପ୍ଲେ- ଅପ୍ ରେସ୍ ପାଇଁ ଦିଲ୍ଲୀ କ୍ୟାପିଟାଲକୁ ଏହି ମ୍ୟାଚ ରେ ବିଜୟୀ ହେବାକୁ ପଡିବ ।…
Read More...
Read More...