ରାତି ୮ଟାରେ ଭୁବନେଶ୍ବରରେ ପହଞ୍ଚିବା ପରେ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ଆଜି ଭୁବନେଶ୍ୱର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ରାତି ୮ଟାରେ ଭୁବନେଶ୍ବରରେ ପହଞ୍ଚିବା ପରେ କରିବେ ରୋଡ ସୋ । ରାଜ୍ୟ ବିଜେପି କାର୍ୟ୍ୟାଳୟଠାରୁ ବାଣୀବିହାର ପର୍ଯ୍ୟନ୍ତ  ରୋଡ୍ ସୋ ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି । ଏଥିପାଇଁ ଟ୍ରାଫିକ୍ କଟକଣା ଜାରି…
Read More...

ବିଜୁ ଜନତା ଦଳ ପକ୍ଷରୁ ମିଶ୍ରଣ ପର୍ବ

ଜଳେଶ୍ଵର : ଜଳେଶ୍ଵର ନିର୍ବାଚନ ମଣ୍ଡଳୀ  ତଥା ବସ୍ତା ବ୍ଲକ ଅନ୍ତର୍ଗତ  ପାଉଁଶକୁଲି ପଞ୍ଚାୟତ  ଗମ୍ଭାରିଆ  ଗ୍ରାମରେ ବିଜୁ ଜନତା ଦଳ ପକ୍ଷରୁ ବୋଥ ସ୍ତରୀୟ  କର୍ମୀ  ସମ୍ମିଳନୀ ସହିତ ମିଶ୍ରଣପର୍ବ ଅନୁଷ୍ଠିତ ହୋଇ ଯାଇଛି ।କାର୍ଯ୍ୟକ୍ରମ କୁ ପଞ୍ଚାୟତ  ସଭାପତି ଗିରିଜା ଶଙ୍କର ମହାନ୍ତି…
Read More...

ଚୋରକୁ ଗିରଫ କରିବା ସହ ଚୋରି ଜିନିଷ ଉଦ୍ଧାର

ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ପୋଲିସ କୁ ବଡ଼ ସଫଳତା  । ଚୋର ଗିରଫ ସହ ଲକ୍ଷାଧିକ ଟଙ୍କା ର ଲୁଟ୍ ସାମଗ୍ରୀ ଉଦ୍ଧାର । ଘଟଣାରୁ ପ୍ରକାଶ ନିଶ୍ଚିନ୍ତକୋଇଲି ଥାନା ରାମରାଙ୍ଗ ଅଂଚଳ ର ଜ୍ୱାଇଁ ବିକ୍ରମ କିଶୋର ବେହେରା ତାଙ୍କ ଶଶୁର ଘରୁ ଚୋରି ହୋଇଥିବା ଘଟଣା କୁ…
Read More...

ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ’ ପାଇଁ ଟ୍ରାଫିକ୍ କଟ କଣା କଲା କମିଶନରେଟ୍ ପୁଲିସ

ଭୁବନେଶ୍ୱର : ଆସନ୍ତା କାଲି ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ’ ପାଇଁ ଟ୍ରାଫିକ୍ କଟ କଣା କଲା କମିଶନରେଟ୍ ପୁଲିସ। ମେ’୧୦ରେ ଅପରାହ୍ଣ ୨ଟାରୁ ରୋଡ୍ ସୋ’ ସରିବା ଯାଏଁ ଗାଡି ଚଳାଚଳ ମନା। ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର…
Read More...

ବିଳମ୍ବରେ ଅଫିସ ଆସୁଥିବା କର୍ମଚାରୀଙ୍କ ଦରମା କଟିବ

ଭୁବନେଶ୍ୱର: ବିଳମ୍ବରେ ଅଫିସ ଆସୁଥିବା କର୍ମଚାରୀଙ୍କ ପ୍ରତି କଠୋର ହୋଇଛି ବିଏମସି । ଏଣିକି ବିଳମ୍ବରେ ଆସିଲେ କର୍ମଚାରୀମାନଙ୍କର ଦରମା କଟିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ ( ବିଏମସି) ଘୋଷଣା କରିଛି । ସକାଳ ୧୦ଟା ସୁଦ୍ଧା ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦.୩୦ ପରେ ଆସିଲେ…
Read More...

ଏନକାଉଣ୍ଟରରେ ଜଣେ ନକ୍ସଲର ମୃତ୍ୟୁ , ଅନେକ ନକ୍ସଲ ସାମଗ୍ରୀ ଜବତ

ନବରଙ୍ଗପୁର: ନବରଙ୍ଗପୁର ପୁଲିସ କୁ ମିଳିଛି ବଡ ସଫଳତା । ପୋଲିସ ଅପରେସନରେ ମାଓବାଦୀ ମୃତ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତଠାରୁ ମାତ୍ର ୨୫ କିଲୋମିଟର ଦୂରରେ ରହିଥିବା ଛତିଶଗଡ଼ର ଗରେବା ଜଙ୍ଗଲରେ ଏସଓଜି ଓ ଡିଭିଏଫ ଙ୍କ ମିଳିତ ଅପରେସନ ଜାରି ରହିଛି । ମିଳିତ ବାହିନୀର…
Read More...

ମେଡ଼ିକାଲରୁ ଚମ୍ପଟ୍ ରୋଗୀର ମୃତ ଦେହ ଉଦ୍ଧାର

କୋଇଡା /  ଆଶିଷ  ବିଶ୍ୱାଳ   : ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଡି.ଡି.ଏମ ଅଫିସ କାର୍ଯ୍ୟାଳୟ ଡ୍ରେନ ପାର୍ଶ୍ଵରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର। ବ୍ୟକ୍ତି ଜଣକ ତିନି ଦିନ ହେଲା କୋଇଡା ମେଡିକାଲ ରେ ଚିକିତ୍ସା ହୋଇ ଆସୁଥିଲେ। ଗଲା କାଲି ଚିକିତ୍ସା ଧୀନ ଅବସ୍ଥାରେ କୋଇଡା…
Read More...

ପାଣି ସମସ୍ୟା ପାଇଁ ହାଣ୍ଡି ମାଠିଆ ଧରି ରାଜରାସ୍ତାରେ ବସିଲେ ଗ୍ରାମବାସୀ

ବିଷମ କଟକ /ରବିନ୍ଦ୍ର କୁମାର ସାହୁ : ଆମକୁ ପିଡିଏସ୍ ଚାଉଳ ପଛେ ନଦିଅ ପାଣିଦିଅ ବଲି ପାଣିପାଇଁ ରାଜରାସ୍ତାରେ ହାଣ୍ଡି ,ମାଠିଆ ଧରି ଧାରଣାରେ ବସିଲେ ଗ୍ରାମବାସୀ । ଏଭଳି ଘୋଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ପଟ୍ଟାମୁଣ୍ଡା ଗ୍ରାମଠାରେ । ଦିର୍ଘ ଦିନ ହେବ ପାଣି…
Read More...

୨୦ମିନିଟ ଧରି ସମ୍ପୂର୍ଣ୍ଣ ଅନ୍ଧାର ରହିଲା ଶ୍ରୀମନ୍ଦିର

ପୁରୀ / ସଞ୍ଜୟ ମହାପାତ୍ର: ଶ୍ରୀମନ୍ଦିରରେ ଇଲେକ୍ଟ୍ରୀକାଲ ଫଲଟ। ପୁରା ପୁରି ଶ୍ରୀମନ୍ଦିର ଅନ୍ଧକାର ହୋଇଯାଇଥିଲା। ଶ୍ରୀମନ୍ଦିର ଭିତରେ ଓ ବାହାରେ ସମ୍ପୂର୍ଣ୍ଣ ଅନ୍ଧକାର ହୋଇଯାଇଥିଲା। ସନ୍ଧ୍ୟା ସମୟରେ ୨୦ମିନିଟ ଧରି ଅନ୍ଧାର ହୋଇଯିବା ଯୋଗୁଁ ଭକ୍ତମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।…
Read More...

୧୦୦ ତମ ଅଧ୍ୟାୟରେ ଜୀ ସାର୍ଥକର “ମଧୁର ସଂସାର” ମେଗା ଧାରାବାହିକ

ଭୁବନେଶ୍ୱର: ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣିତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ। ସେହି ପରିପ୍ରେକ୍ଷୀରେ ନୂଆ ବର୍ଷରୁ ଆରମ୍ଭ ହୋଇଥିବା ମେଗା ଧାରାବାହିକ…
Read More...