ଘରୁ ଡାକିନେଇ ଗାଁ ସାଥିଙ୍କୁ ହତ୍ୟା କଲେ ମାଓବାଦୀ , ଘଟଣାସ୍ଥଳରେ ମାଓ ପୋଷ୍ଟର

ନୂଆଗାଁ /ବନବାସୀ ପ୍ରଧାନ : କନ୍ଧମାଳ ଜିଲ୍ଲା କୋଟଗଡ ଦୁର୍ଗାପାଗାଂ ପଚାଂୟତର ବାଡିପାଗାଂ ଠାରେ ଘରୁ ଡାକିନେଇ ଯୁବକଙ୍କୁ ହତ୍ୟା  l ମୃତ୍ୟୁ ବ୍ୟକ୍ତୀଙ୍କ ନାମ ମେଲଟା ରୋହିତ ମାଝୀ  ଓରଫ ବିଭିଷଣ ରୋହିତ ମାଝୀ ସେ ଗାଁ ସାଥି ଭାବରେ କାର୍ଯ୍ୟ କରୁଥିଲେ  ।ଏହି ହତ୍ୟାକାଣ୍ଡ ସିପିଆଇ ମାଓବାଦୀ…
Read More...

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ବାସୁଙ୍ଗା ପାଟ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପହଞ୍ଚିଲା ବାସୁଙ୍ଗା ପାଟ । ତିଗିରିଆ ନୂଆପାଟଣା ଅଞ୍ଚଳରୁ ଆସିଛି ୩ କୁଇଣ୍ଟାଲ ବାସୁଙ୍ଗ ପାଟ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହି ବାସୁଙ୍ଗା ପାଟକୁ ପ୍ରଶାନିକ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ନୂଆପାଟଣା ଟସର…
Read More...

ଚଳିତ ବର୍ଷର କେଦାରନାଥ ଧାମ କୁ ମାତ୍ର ୧୮ ଦିନରେ ୫ ଲକ୍ଷରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ

ନୂଆ ରେକର୍ଡ କଲା ଚଳିତ ବର୍ଷର କେଦାର ନାଥ ଧାମ ଯାତ୍ରା । ମାତ୍ର ୧୮ ଦିନରେ ୫ ଲକ୍ଷରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଛନ୍ତି । ଯାହାକି କେଦାର ନାଥ ଯାତ୍ରା ଇତିହାସରେ ଏକ ନୂଆ ରେକର୍ଡ ସ୍ଥାପନ କରିଛି । ବାବା କେଦାରନାଥଙ୍କୁ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କର ନାହିଁ ନ ଥିବା…
Read More...

ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର

ଭୁବନେଶ୍ୱର:  ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାରବେଳେ ସେ କହିଛନ୍ତି ଯେ,  ବିରୋଧି ଦଳ ନେତା ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବି.ଏସ୍‍.କେ.ୱାଇ, ମିଶନଶକ୍ତି, ମମତା,…
Read More...

ଆଇପିଏଲର ୧୪ ତମ ସିଜନରେ ବ୍ୟବହୃତ ଷ୍ଟମ୍ପ ଏବଂ ବେଲର ଦାମ ୪୦ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ସରିଛି ଆଇପିଏଲ ୨୦୨୪ । ଦମଦାର ପ୍ରଦର୍ଶନ କରି ଟ୍ରଫି ହାତେଇଲା କେକେଆର । କିନ୍ତୁ ଆପଣ ମାନେ ଜାଣି ଛନ୍ତି କି ଆଇପିଏଲ କ୍ରିକେଟରେ ବ୍ୟବହାର ହେଉଥିବା ଷ୍ଟମ୍ପ ଏବଂ ବେଲର ଦାମ କେତେ ରହିଛି? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଷ୍ଟମ୍ପ ଓ ବେଲର ଦାମ ଯେତିକି ବର୍ତ୍ତମାନ…
Read More...

ଗେମିଂ ଜୋନ ଅଗ୍ନିକାଣ୍ଡ ଘଟଣାରେ ୬ଜଣ ବରିଷ୍ଠ ଅଧିକାରୀ ସସପେଣ୍ଡ

ଅହମ୍ମଦାବାଦ: ରାଜକୋଟ ଟିଆରପି ଗେମିଂ ଜୋନ ଦୁର୍ଘଟଣାରେ ଆକ୍ସନ ମୋଡରେ ଗୁଜରାଟ ସରକାର । ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅଗ୍ନିକାଣ୍ଡ ଘଟଣାରେ ୬ଜଣ ବରିଷ୍ଠ ଅଧିକାରୀ ସସପେଣ୍ଡ ହୋଇଛନ୍ତି । ଏହି ଦୁର୍ଘଟଣାରେ ୧୮ଜଣ ପ୍ରାଣ ହରାଇଥିବା କୁହାଯାଉଛି । ସୂଚନା…
Read More...

ଗ୍ରାଉଣ୍ଡ ଷ୍ଟାଫଙ୍କୁ ୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛି ବିସିସିଆଇ

ନୂଆଦିଲ୍ଲୀ: ୩ୟ ଥର ପାଇଁ ଆଇପିଏଲ ୨୦୨୪ ଟାଇଟଲ ହାସଲ କରିଛି କୋଲକତା ନାଇଟ ରାଇଡର୍ସ । ତେବେ ଆଇପିଏଲ ୨୦୨୪ ବିଜେତା ଟିମକୁ ପୁରସ୍କାର ରାଶି ଭାବେ ୨୦ କୋଟି ଟଙ୍କା ମିଳିଛି । ତେବେ ବିସିସିଆଇ ଖେଳାଳିଙ୍କ ସହିତ ଗ୍ରାଉଣ୍ଡ ଷ୍ଟାଫ ଏବଂ କ୍ୟୁରେଟରର୍ସଙ୍କ ପାଇଁ ମଧ୍ୟ ଟଙ୍କା ବର୍ଷା କରିଛନ୍ତି…
Read More...

୫ ଦିନ ଭିତରେ କେରଳ ଛୁଇଁପାରେ ମୌସୁମୀ

ଭୁବନେଶ୍ୱର: ଆଗାମୀ ୫ ଦିନ ଭିତରେ କେରଳ ଛୁଇଁପାରେ ମୌସୁମୀ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ସଂସ୍ଥା । ମୌସୁମୀ କେରଳ ଛୁଇଁବା ନେଇ ପାଗ ଅନୁକୂଳ ରହିଛି । ୫ ଦିନ ଭିତରେ ଏହା କେରଳ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ତେବେ ସେପଟେ ଭୀଷଣ ବାତ୍ୟା ‘ରେମାଲ’ ବାତ୍ୟାରେ ପରିଣତ ହୋଇଛି…
Read More...

ଜାମିନ୍ ଅବଧି ବଢାଇବା ପାଇଁ ଆବେଦନ କଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଜାମିନ୍ ଅବଧି ବଢାଇବା ପାଇଁ ଆବେଦନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏନେଇ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଅନ୍ତରୀଣ ଜାମିନ୍ ଅବଧିକୁ ଆହୁରି ୭ ଦିନ ବଢାଇବା ପାଇଁ ଅବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସୂଚନା ଅନୁଯାୟୀ, ମେ’ ୧୦ ତାରିଖରେ…
Read More...

ଆସ୍ଥା ହସ୍ପିଟାଲର ଉପର ମହଲାରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀ-ସହାରନପୁର ରାଜପଥ ସ୍ଥିତ ଆସ୍ଥା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲର ଉପର ମହଲାରେ ନିଆଁ ଲାଗି ଥିବା କୁହାଯାଉଛି । ତେବେ ଆଜି ଭୋର ସମୟରେ ଲାଗିଥିବା ନିଆଁ ଭୀଷଣ ରୂପ ଧାରଣ କରିଥିଲା। ଏହାଦ୍ୱାରା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରେ ଆତଙ୍କ…
Read More...