କେଜ୍ରିୱାଲଙ୍କ ଜାମିନ ଅବଧି ବୃଦ୍ଧି ଆବେଦନ ଶୁଣାଣିକୁ ନା କରିଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଝଟକା  । ଜାମିନ ଅବଧି ବୃଦ୍ଧି ଆବେଦନ ଶୁଣାଣିକୁ ନା କରିଛନ୍ତି ସୁପ୍ରିମକୋର୍ଟ  । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ୭ ଦିନ ଜାମିନ ବୃଦ୍ଧି କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ  ଆବେଦନ କରିଥିଲେ ।  ଏନେଇ ଆଜି ସୁପ୍ରିମକୋର୍ଟଙ୍କ …
Read More...

କନେଷ୍ଟବଳଙ୍କୁ ବନ୍ଧୁକରେ ଆକ୍ରମଣ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ

ନନ୍ଦପୁର/ ଦଶରଥ ମାଛ: କୋରାପୁଟ ଜିଲ୍ଲା ଅନ୍ତର୍ଗତ ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇଛି। କିଛିଦିନ ପୂର୍ବେ ଖିଳୁଆ ଗ୍ରାମର ମଦନ ଖେମୁଣ୍ଡଙ୍କ ନାବାଳିକା ଝିଅଙ୍କୁ ନନ୍ଦପୁର ଦଳିତ ସାହିର ଜଣେ ବିବାହିତ ଯୁବକ ଦ୍ୱିତୀୟ ସ୍ତ୍ରୀ ଭାବେ…
Read More...

ଶ୍ୱାସଜନିତ ସମସ୍ୟା ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ବର: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ । ନିଶ୍ୱାସ ନେବାରେ ସମସ୍ୟାକୁ ନେଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିଜ ସୋଶିଆଲ ମିଡିଆ ‘ଏକ୍ସ’ରେ ଅସୁସ୍ଥତା ବାବଦରେ ସୂଚନା ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ। ସେ ଲେଖିଛନ୍ତି ଯେ…
Read More...

ନିର୍ବାଚନ ଡ୍ୟୁଟିରେ ଯାଉଥିବା ପୋଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ

 ଭୁବନେଶ୍ୱର: ନିର୍ବାଚନ ଡ୍ୟୁଟିରେ ଯାଉଥିବା ପୋଲିସ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ । ଦୁର୍ଘଟଣାରେ ୯ ଜଣ ମହିଳା ପୋଲିସ କର୍ମଚାରୀ ଆହତ । ବାଣୀବିହାର ସତସଙ୍ଗ ପାର୍କ ଆଗରେ ବସ ଦୁର୍ଘଟଣା ହୋଇଛି । ସମସ୍ତ ଆହତ ମହିଳା ପୋଲିସଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Read More...

OSRTC  ବସ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା: ମହିଳା ମୃତ

କେନ୍ଦ୍ରାପଡା: କଟକ- ଚାନ୍ଦବାଲି ରାସ୍ତା ଖରିଦା ସହି ଠାରେ ଦୁର୍ଘଟଣା  । OSRTC  ବସ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ମହିଳାଙ୍କ ସ୍ମୁଟର ଚାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, କେନ୍ଦ୍ରାପଡାରୁ କଟକ ଯାଉଥିବା OSRTC  ବସ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା…
Read More...

ଉତ୍ତରାଖଣ୍ଡରେ ୩.୧ ତୀବ୍ରତାର ଭୂକମ୍ପ ଅନୁଭୂତ

ଉତ୍ତରାଖଣ୍ଡ: ଭୂକମ୍ପରେ ଥରିଲା ଉତ୍ତରାଖଣ୍ଡରେ । ଆଜି ସକଳୁ ସକାଳୁ କମ୍ପନ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୧ ରେକର୍ଡ କରାଯାଇଛି । ତେବେ ଏହି ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଣ ପାଇଥିଲା । ଲୋକ ଘରୁ ବାହାରି ଆସିଥିଲେ । ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡର ପିଥୋରାଗଡ…
Read More...

ମିଜୋରାମରେ ଧସିଲା ପଥର ଖଣି ; ୧୦ ମୃତ

ମିଜୋରାମ: ମିଜୋରାମରେ ଧସିଲା ପଥର ଖଣି । ଏହା ତଳେ ଚାପି ହୋଇ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ଯୋଗୁ ଆଜି ସକାଳ ଆଇଜଲ ଜିଲ୍ଲାରେ ଥିବା ପଥର ଖଣିରେ ଏହି ଅଘଟଣ ଘଟିଛି । ଏଥରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆହୁରି ଅନେକ ଲୋକ ମାଟି ଅତଡା ଭିତରେ ଫସି ରହିଛନ୍ତି । ସ୍ଥାନୀୟ…
Read More...

ଆସନ୍ତା ୩ରୁ୪ ଦିନ ମଧ୍ୟରେ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ରାଜ୍ୟର ତାପମାତ୍ରା

ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳି ଲାଗିରହିଥିବା ବେଳେ ପୁଣି ଫେରିବା ହିଟ ୱେଭ ବା ଗ୍ରୀଷ୍ମ ପ୍ରବାହ। ଗ୍ରୀଷ୍ମ ପ୍ରବାହ କୁ ନେଇ ବଢିବା ଦିନର ତାପମାତ୍ରା ଖରା ଓ ଅସହ୍ୟ ଗରମରେ ସନ୍ତୁଳି ହେବେ ରାଜ୍ୟବାସୀ। ଆଗାମୀ ତିନିଦିନ ଯାଏ ରାଜ୍ୟରେ ୩ ରୁ ୫ ଡିଗ୍ରୀ ଯାଏ ତାପମାତ୍ରା ବୃଦ୍ଧି ହେବ।…
Read More...

ଆଜି ପୁଣି ଓଡିଶା ଆସୁଛନ୍ତି ଅମିତ ଶାହ, କରିବେ ୩ ଟି ସ୍ଥାନରେ ପ୍ରଚାର

ଭୁବନେଶ୍ୱର: ଆଜି ପୁଣି ଓଡିଶା ଆସୁଛନ୍ତି ଅମିତ ଶାହ । ରାଜ୍ୟର ୩ ଟି ସ୍ଥାନରେ ପ୍ରଚାର କରିବେ । ପ୍ରଥମେ ଭଦ୍ରକ ଚାନ୍ଦବାଲିରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ । ପରେ ଯାଜପୁରର କୋରେଇ ବିଧାନସଭା କ୍ଷେତ୍ରରେ କ୍ୟାମ୍ପେନ କରିବେ । ଶେଷରେ ନିମାପଡାରେ ପ୍ରଚାର କରିବେ ଶାହ । ୩ଟି ସଂସଦୀୟ…
Read More...

ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଥିଲା, ‘ଗୋଲ୍ଡେନ ବୟ’ ନୀରଜ ଚୋପ୍ରା ଆହତ

ଭାରତର ଷ୍ଟାର ଜାଭେଲିନ୍ ଥ୍ରୋଭର ନୀରଜ ଚୋପ୍ରା କହିଛନ୍ତି ଯେ ସେ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରିବାରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଏହାପୂର୍ବରୁ ନୀରଜ ଅଷ୍ଟ୍ରାଭାଙ୍କ ବିଷୟରେ ବଡ ସୂଚନା ଦେଇଥିଲେ ଏବଂ ସେ ଏଥିରେ ଭାଗ ନେବେ ନାହିଁ ବୋଲି କହିଥିଲେ। ସେ ଆହତ ହୋଇଛନ୍ତି କି? ନୀରଜ ଚୋପ୍ରା…
Read More...