ଦୁଇ ନାବାଳକ ମଧ୍ୟରେ ବଚଶା ହେବାରୁ ପିଠିରେ ପଶିଲା ଲୁହା ରଡ
ବରଗଡ଼ / ସୁଵାସ ଦୋରା : ବରଗଡ଼ ଜିଲ୍ଲାରେ ଜଣେ ବାଳକର ପିଠିରେ ପଶିଲା ଲୁହାରଡ଼ | ଲୁହା ରଡ଼ ଟି ଫୁସଫୁସ ନିକଟକୁ ଲାଗି ଯାଇଥିବାରୁ ତାକୁ ବୁର୍ଲା ବଡ଼ ମେଡିକାଲ କୁ ସ୍ଥାନାନ୍ତରଣ କରାଯାଇଛି | ପିଲାଙ୍କ ମଧ୍ୟରେ ଗାଳିଗୁଲଜ ନେଇଛି ଏଭଳି ରୂପ | ଯାହା ବର୍ତ୍ତମାନ ବରଗଡ଼ ଜିଲ୍ଲାରେ ଚଞ୍ଚଲ୍ୟ…
Read More...
Read More...