ବିଭବ କୁମାରଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି କୋର୍ଟ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତି ମାଲିୱାଲଙ୍କୁ ଆକ୍ରମଣ ମାମଲାରେ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱଲେଙ୍କ ପିଏ ବିଭବ କୁମାରଙ୍କୁ କୋର୍ଟରୁ ପୁଣିଥରେ ଝଟକା ମିଳିଛି । ତିସ ହଜାରି କୋର୍ଟ ବିଭବ କୁମାରଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଏହା ପୂର୍ବରୁ…
Read More...

୪୫.୨ ଡିଗ୍ରୀ ସହ ସମ୍ବଲପୁର ସବୁଠାରୁ ଉତ୍ତର ସହର ଭାବେ ରେକର୍ଡ

ଭୁବନେଶ୍ବର: ଜଳୁଛି ସାରା ଓଡିଶା । ତାତି ସାଙ୍ଗାକୁ ଗୁଳୁଗୁଳିରେ ହନ୍ତସନ୍ତ ହେଉଛି ଜନଜୀବନ । କରି ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରାରେ ବୃଦ୍ଧି ହୋଇ ପ୍ରଚଣ୍ଡ ଖରା ଅନୁଭୂତ ହେଉଛି। ସେହିପରି ଆଜି ଦିନ ସାଢେ ୨ ଟା ସୁଦ୍ଧା ୪୫ ଡିଗ୍ରୀ ଟପିଲା ତାପମାତ୍ରା। ୪୫.୨…
Read More...

ପୁରୀ ବିସ୍ଫୋରଣ ଘଟଣାରେ ୬କୁ ବୃଦ୍ଧି ପାଇଛି ମୃତକଙ୍କ ସଂଖ୍ୟା

ପୁରୀ : ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ଜଣଙ୍କର ଗଲାଣି ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ  ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ୨୪ ଜଣ…
Read More...

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖରାଜ

ଖୋର୍ଦ୍ଧା: ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲାନି ଆଶ୍ୱସ୍ତ । ଇଭିଏମ୍ ଭଙ୍ଗାରୁଜା ଅଭିଯୋଗ ମାମଲାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖରାଜ ହୋଇଛି। ଖୋର୍ଦ୍ଧା ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ ଶୁକ୍ରବାର ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ…
Read More...

କନ୍ୟାକୁମାରୀ ବିବେକାନନ୍ଦ ରକ୍ ରେ ଧ୍ୟାନମୁଦ୍ରାରେ ଅଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଧ୍ୟନମୁଦ୍ରାରେ ପ୍ରଧାନମନ୍ତ୍ରୀ । କନ୍ୟାକୁମାରୀ ବିବେକାନନ୍ଦ ରକ୍ ରେ ଧ୍ୟାନମୁଦ୍ରାରେ ଅଛନ୍ତି ପ୍ରଧାନମନ୍ତ୍ରୀ । ୨୦୨୪ ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଅଭିଯାନ ସରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଧ୍ୟାନ କରିବାକୁ…
Read More...

ଚତ୍ୟୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ସୁରକ୍ଷାରେ ୩୬ ହଜାର ପୋଲିସ କର୍ମୀ ନିୟୋଜିତ

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶାରେ ଅନୁଷ୍ଠିତ ହେବ ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ। ଚତୁର୍ଥ ପର୍ୟ୍ୟାୟ ବା ଶେଷ ପର୍ୟ୍ୟାୟରେ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ କାଲି ନିର୍ବାଚନ ହେବ। ଏହି ପର୍ୟ୍ୟାୟରେ କୌଣସି ସ୍ଥାନରେ ମାଓବାଦୀ କାର୍ୟ୍ୟକଳାପ ନାହିଁ । ହିଂସାକାଣ୍ଡକୁ ନଜର ରଖାଯାଇଛି।…
Read More...

ଜଗଦ୍ଦେବ ଗିରଫ ମାମଲାରେ ରାୟ ସଂରକ୍ଷିତ ରଖିଲେ ଖୋର୍ଦ୍ଧା ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍

ଖୋର୍ଦ୍ଧା : ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲା । ଖୋର୍ଦ୍ଧା ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଶୁଣାଣି ହୋଇଛି । କିନ୍ତୁ ରାୟ ସଂରକ୍ଷିତ ରହିଛି । ସୂଚନା ଅନୁଯାୟୀ: ମତଦାନ ବେଳେ ଇଭିଏମ୍ ଭାଙ୍ଗିଥିବା ଅଭିଯୋଗରେ ଜଗଦ୍ଦେବ ଗିରଫ ହୋଇଛନ୍ତି । ଆଇନଜୀବୀ ପୀତାମ୍ବର…
Read More...

5 ଜିଲ୍ଲାରେ 5 ଜଣଙ୍କର ଅଂଶୁଘାତରେ ମୃତ୍ୟୁ

 ଭୁବନେଶ୍ୱର: ଏପ୍ରିଲରେ ପ୍ରାୟ 17 ଦିନ ହିଟ ୱେଭ ଅନୁଭୂତ ହୋଇଥିଲା । ମେ ମାସରେ ପାଣିପାଗ ଭଲ ଥିଲା । ପୁନର୍ବାର ଏବେ ସାରା ରାଜ୍ୟରେ ହିଟ ୱେଭ ପରିସ୍ଥିତି ଉପୁଜିଛି । ପଶ୍ଚିମ ଓ ମଧ୍ୟ ଓଡିଶାରେ ଏହା ଅଧିକ ମାତ୍ରାରେ ଅନୁଭୂତ ହେଉଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ମଧ୍ୟ ମାର୍ଗଦର୍ଶିକା…
Read More...

ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ

ପୁରୀ: ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁ ସଂଖ୍ୟା ୪ କୁ ବୃଦ୍ଧି ପାଇଛି । ବିଭିନ୍ନ ମେଡିକାଲରେ ୨୬ ଗତକାଲି ଆହତଙ୍କ ଚାଲିଛି ଚିକିତ୍ସା  । ସୂଚନା ଅନୁଯାୟୀ, ବୁଧବାର ରାତିରେ ନରେନ୍ଦ୍ର ପୁଷ୍କରିଣୀରେ ଚାପଖେଳ ଚାଲିଥିବା ବେଳେ ବାଣ…
Read More...

ବାଇକ ଦୁର୍ଘଟଣାରେ ଜଣେ ମୃତ ଦୁଇ ଗୁରୁତର

କଳାହାଣ୍ଡି: ବାଇକ ଦୁର୍ଘଟଣାରେ ଜଣେ ମୃତ ଦୁଇ ଗୁରୁତର।  କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର-ବାଲିସରା ନିକଟସ୍ଥ ମସାଣି ର ବୁଲାଣି ରାସ୍ତାରେ ଘଟିଛି ଏଭଳି ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣା ପଡିଛି…
Read More...