ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ / ସଞ୍ଜୟ ମହାପାତ୍ର:  ଆରମ୍ଭ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ । ଚଳିତ ରଥଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଉପରେ ଲାଗିବ ମୋହର । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,…
Read More...

ଭଙ୍ଗା ଚାଲିଛି ବିଜେଡି ନେତା ବବି ଦାସଙ୍କ ଘର

ଭୁବନେଶ୍ୱର: ଭଙ୍ଗାଚାଲିଛି ବିଜେଡି ନେତା ବବି ଦାସଙ୍କ ଘର । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ଭଙ୍ଗାଚାଲିଥିବା ଦେଖିବାକୁ ମିଳିଛି । ପ୍ରଣବ ପ୍ରକାଶ ଦାସ ଏଥର ନିର୍ବାଚନ ହାରିଯାଇଛନ୍ତି । କିଛି ଦିନ ତଳେ ସେ କ୍ୱାର୍ଟର ମଧ୍ୟ ଖାଲି କରିସାରିଛନ୍ତି ।…
Read More...

ମାସକ ଭିତରେ ମୁକୁଳା ଡ୍ରେନ ଉପରେ ପଡିବ ସ୍ଲାବ

 ଭୁବନେଶ୍ୱର: ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରଶାସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ ପଡ଼ିବ ସ୍ଲାବ । ସପ୍ତାହକ ଭିତରେ ସରିବ ଡ୍ରେନ ବାରିକେଡ କାମ । ଭୁବନେଶ୍ଵର ସହରରେ ମୋଟ ୧୮୦୦ କିଲୋମିଟର ଡ୍ରେନ ରହିଛି  । ସେଥିରୁ BMC ଅଧୀନରେ ୧୩୮୦ କିଲୋମିଟର ଡ୍ରେନ ଅଛି । ଏହା…
Read More...

ପୋଲିସର ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ

ମାଲକାନଗିରି: ଓଡିଶା ସୀମାନ୍ତ ଛତିଶଗଡରେ ପୋଲିସର ଏନକାଉଣ୍ଟର । ପୋଲିସର ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ । ଧମତରୀ ଜିଲ୍ଲର ମୁହକୋଟ ଆମଝର ଜଙ୍ଗଲରେ ଏନକାଉଣ୍ଟର ହୋଇଥିବା ସୂଚନା ରହିଛି । ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନ ବେଳେ ଘଟଣା ସ୍ଥଳରୁ ଗୋଟିଏ ଝଖଜ ବନ୍ଧକ ସହ ବିପୁଳ ପରିମାଣର ମାଓ…
Read More...

ବାଲେଶ୍ୱରରେ ସ୍ୱାଭାବିକ ହେଉଛି ସ୍ଥିତି , ଆହୁରି କୋହଳ ହୋଇଛି କଟକଣା

ବାଲେଶ୍ୱର : ବାଲେଶ୍ୱରରେ ସ୍ୱାଭାବିକ ହେଉଛି ସ୍ଥିତି ।ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ ଥାନା ଅଞ୍ଚଳରେ ବଢିଲା କଫ୍ୟୁ କୋହଳ ସମୟ । ସକାଳ ୫ ଟାରୁ ସଂନ୍ଧ୍ୟା୫ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି । ସେହିପରି ସହରରେ ସମସ୍ତ ଲିଜ ଲାଇନ , ବ୍ରଡବ୍ୟାଣ୍ଡ , ମୋବାଇଲରେ ଇଣ୍ଟରନେଟ…
Read More...

ଜିମ୍ବାୱେ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଅଧିନାୟକ ଶୁବମନ ଗିଲ୍

ନୂଆଦିଲ୍ଲୀ: ଜିମ୍ବାୱେ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଏହା ଅସନ୍ତା ୬ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ବେଳେ ୫ଟିକିଆ ଟି ୨୦ ସିରିଜ ପାଇଁ ଆଜି ବିସିସିଆଇ ୧୫ ଜଣିଆ ଭାରତୀୟ ସ୍କ୍ୱାଡ ।ଘାଷଣା କରିଛି । ତେବେ ଏହର ଅଧିନାୟକ ହୋବେ ଯୁବ ଖେଳାଳୀ ଶୁବମନ ଗିଲ । ଦଳରେ କୌଣସି ସିନିୟର…
Read More...

ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ ବସ

ଭୁବନେଶ୍ୱର: ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ତା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ ବସ । କେବଳ ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଲକ୍ଷ୍ମୀ ବସର ନାଁ ବଦଳିପାରେ । ଓଡିଶା ରାଜ୍ୟ ସଡକ ପରିବହନ ନିଗମର…
Read More...

ଲେଣ୍ଟ ଲୁସିଆରେ ବର୍ଷା ଜାରି , ରଦ୍ଦ ହୋଇପାରେ ଆଜିର ମ୍ୟାଚ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୪ ରେ ଆଜି ମୁହାଁ ମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଏହି ମ୍ୟାଚ ସେଣ୍ଟ ଲୁସିଆରେ ଖେଳାଯିବ । କଙ୍ଗରୁ ଦଳ ପାଇଁ ଏହି ମ୍ୟାଚ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ତେବେ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଶଂସକଙ୍କ ପାଇଁ ନିରାଶଜନକ ଖବର ଆସ ପହଞ୍ଚିଛି ।…
Read More...

ଜନ୍ମମାଟିକୁ ଦୁଇଦିନିଆ ଗସ୍ତରେ ଯାଇ ଗାଁ ବୁଲିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜନ୍ମମାଟିକୁ ଦୁଇଦିନିଆ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ନିଜ ଘରେ ପହଞ୍ଚି ଥିଲେ ମୋହନ ମାଝୀ । ଦୁଇଦିନିଆ କେନ୍ଦୁଝର ଗସ୍ତର ଆଜି ଶେଷ ଦିନରେ ନିଜ ଗାଁ ରାଇକଳାରେ ପହଞ୍ଚି ଥିଲେ ମୁଖ୍ୟମନ୍ତ୍ରୀ । ସେଠାରେ…
Read More...

ହ୍ଵାଟ୍ସଆପ ଗ୍ରୁପରେ ଆଡ଼ କରି ଠକି ନେଇଗଲେ ୩ ଲକ୍ଷ ୩୭ହଜାର

 ଭୁବନେଶ୍ୱର/ସରୋଜ ରାଉତ:  ସାଇବର ଠକଙ୍କ ଜାଲରେ ସମ୍ଭ୍ରାନ୍ତ ଘରର ମହିଳା । ଘରେ ବସି ଟଙ୍କା ରୋଜଗାର କରିବାର ଲୋଭ ଦେଖାଇ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏଭଳି ଭାବେ କର୍ପୋରେଟରେ କାମ କରୁଥିବା ଜଣେ ମହିଳାଙ୍କ ଠାରୁ ୩ ଲକ୍ଷ ୩୭ ହଜାର ଠକେଇ ହୋଇଛି । ହୋଟେଲ ରିଭ୍ୟୁ ଦେବା ପାଇଁ…
Read More...