ବର୍ଷା ଧୋଇ ନେଇଛି ସନ୍‌ରାଇଜର୍ସ ହାଇଦ୍ରାବାଦର ପ୍ଲେ ଅଫ୍ ଆଶା

ମୁମ୍ବାଇ: ସନ୍‌ରାଇଜର୍ସ ହାଇଦ୍ରାବାଦର ପ୍ଲେ ଅଫ୍ ଆଶାକୁ ଶେଷରେ ବର୍ଷା ଧୋଇ ନେଇଛି। ‘କର ବା ମର’ ସ୍ଥିତିରେ ଥିବାରୁ ପ୍ରଭାବୀ ବୋଲିଂ କରିଥିଲେ ମଧ୍ୟ ବର୍ଷା କାରଣରୁ ଦଳ ଏକ ବିଜୟରୁ ବଞ୍ଚିତ ହୋଇଛି ଏବଂ ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍ ପଡ଼ିଛି। ବାତିଲ ମ୍ୟାଚ୍‌ରୁ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ…
Read More...

ଦୀଘାରେ ଜଗନ୍ନାଥ ଧାମ ବିବାଦ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ଦୀଘା ଜଗନ୍ନାଥ ଧାମ ବିବାଦ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ।ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଚିଠିରେ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାମକରଣ କରାଯିବା ପ୍ରସଙ୍ଗକୁ ନିନ୍ଦା କରିଛନ୍ତି। ଘଟଣାର ଉପଯୁକ୍ତ ପଦକ୍ଷେପ ଗ୍ରହଣ…
Read More...

ବାଣ ଗୋଦାମରେ ଅଗ୍ନିକାଣ୍ଡ: ୮ ଗୁରୁତର

ଭଦ୍ରକ: ବାଣ ଗୋଦାମରେ ଅଗ୍ନିକାଣ୍ଡ । ଏଭଳି ଘଟଣା ଘଟିଛି ଭଦ୍ରକ ପୁରୁଣା ବଜାର ଥାନା ହଳଦୀଢିହ ଛକ ନିକଟରେ ଥିବା ଏକ ବାଣ ଗୋଦାମରେ । ଏହି ଅଗ୍ନିକାଣ୍ଡରେ ୮ ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ…
Read More...

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ପାଇଁ ପୁରୀରେ NSG ସ୍ୱତନ୍ତ୍ର ଟିମ୍

ପୁରୀ : ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଢିଲା ଚିନ୍ତା । ତେଣୁ ପୁରୀରେ ପହଞ୍ôଚଲେ ଏନଏସଜି ଟିମ । ପହଲଗାମ ଆକ୍ରମଣ ପରେ ପୁରୀ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଏନଏସଜିର ସ୍ୱତନ୍ତ୍ର ଟିମ ପୁରୀରେ ପହଂଚି ଛନ୍ତି । ଶ୍ରୀମନ୍ଦିରର ସୁରକ୍ଷା ନେଇ ପ୍ରଶାସକ…
Read More...

ତେଲେଙ୍ଗାନାରେ ୩.୮ ତିବ୍ରତାର ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ:  ଭୂକମ୍ପରେ ଥରିଲା ତେଲେଙ୍ଗାନର ଅନେକ ସ୍ଥାନ ।  ତେଲେଙ୍ଗାନାର  କରିମନଗର, ସିରିସିଲା, ନିଜାମାବାଦ, ନିର୍ମଲ, ପେଡାପାଲ୍ଲୀ, ନିର୍ମଲ ଏବଂ ସିଦ୍ଧଦୀପ ଜିଲ୍ଲାରେ ଭୂବକମ୍ପ ଅନୁଭୂତ  ହୋଇଛି । ଯାହାର ତିବ୍ରତା ରେକ୍ଟର ସ୍କେଲରେ ୩.୮ ରେକର୍ଡ କରାଯାଇଛି । NCS ଅନୁଯାୟୀ,…
Read More...

ପୋଲ ତଳକୁ ଖସିପଡିଲା ଯାତ୍ରୀବାହୀ ବସ୍‌ : ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ବାଲେଶ୍ୱର : ପୋଲ ତଳକୁ ଖସିପଡିଲା ଯାତ୍ରୀବାହୀ ବସ୍‌ । ଭୋଗରାଇରୁ ବାଲେଶ୍ୱର ଆସୁଥିବା ବେଳେ ନୁଣିଆଯୋଡି ପୋଲରେ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିଲା । ଫଳରେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ…
Read More...

ଆସନ୍ତାକାଲି ଓଡିଶାର ୧୨ଟି ସ୍ତାନରେ ହେବ ମକଡ୍ରିଲ

ଭୁବନେଶ୍ୱର: ଓଡିଶାରେ ହେବ ମକଡ୍ରିଲ । ଦେଶର ଗୃହ ମନ୍ତ୍ରଣାଳୟ ବୁଧବାର ଦେଶର ୨୪୪ଟି ଜିଲ୍ଲାରେ ଏକକାଳୀନ ମକଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଇଛି । ତେଣୁ ଓଡିଶାର ୧୨ଟି ସ୍ତାନରେ ମକଡ୍ରିଲ ହେବ ବୋଲି କୁହାଯାଉଛି । ତେବେ ଏହି ଅଭ୍ୟାସ ମେ’ ୭ ତାରିଖରେ ଅନୁଷ୍ଟିତ ହେବ । ତେବେ ଧାମରା,…
Read More...

ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ମିଳିଛି ହତ୍ୟା ଧମକ

ନୂଆଦିଲ୍ଲୀ: ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ମିଳିଛି ହତ୍ୟା ଧମକ । ଉତ୍ତର ପ୍ରଦେଶର ଆମେରୋହାରେ ରହୁଛନ୍ତି କ୍ରିକେଟର ମହମ୍ମଦ ଶାମି । ତାଙ୍କୁ ଇମେଲ ମାଧ୍ୟମରେ ଏହି ହତ୍ୟା ଧମକ ଆସିଥିବା ବୋଲି କୁହାଯାଉଛି ।  ଏନେଇ ଆମେରୋହା ଥାନରେ ଅଭିଯୋଗ କରିଛନ୍ତି ମହମ୍ମଦ ଶାମିଙ୍କ ଭାଇ ହସିବ  ।…
Read More...

ଏପ୍ରିଲ ୨୭ ତାରିଖ ପରୀକ୍ଷାକୁ ରଦ୍ଦ କଲା OSSC

ନୂଆଦିଲ୍ଲୀ: ଏପ୍ରିଲ ୨୭ ତାରିଖ ପରୀକ୍ଷାକୁ ରଦ୍ଦ କଲା ଓଏସଏସସି । ଏସଆଇ ରାଙ୍କର ବିଭିନ୍ନ ବର୍ଗର ପଦ ପଦବୀ ପାଇଁ ପରୀକ୍ଷା ରଦ୍ଦ । ଆସନ୍ତା ଜୁଲାଇ ୬ରେ ସାନି ପରୀକ୍ଷା ନେଇ ସୂଚନା । ପରିଚାଳନା ତ୍ରୁଟି ପାଇଁ ପୁଣି ଥରେ ଓଏସଏସସି ପକ୍ଷରୁ ଦୁଃଖପ୍ରକାଶ କରିଛନ୍ତି । ସିଲାବସ ବାହାରେ ପ୍ରଶ୍ନ…
Read More...

ପାକିସ୍ତାନରେ ୪.୨ତୀବ୍ରତାର ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଥରିଲା ପାକିସ୍ତାନ । ଭୂକମ୍ପ ଝଟକାରେ ଥରହର ପକିସ୍ତାନ ବାସୀ । ତେବେ ପାକିସ୍ତାନରେ ୪.୨ତୀବ୍ରତାର ଭୂକମ୍ପର ହୋଇଥିବା କୁହାଯାଉଛି ।   ଏହା ଆଜି ୪ଟା୫ମିନିଟରେ ହୋଇଥିଲା ଯେଉଁଥିରେ ଭୟଭିତ ହୋଇ ଲୋକ ଘରୁ ବାହାରି ଚାଲିଯାଇଥିଲେ ।  ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ,…
Read More...