ସ୍ଥାପନା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ “ବନ୍ଦେ ଓଡ଼ିଶା” କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର : ସ୍ଥାପନା ଚାରିଟେବଲ ଟ୍ରଷ୍ଟ ଓଡ଼ିଶା ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ "ବନ୍ଦେ  ଓଡ଼ିଶା" ଏ ଜାତିର ଓ ମାଟିର ସମ୍ମାନ ଓ ସ୍ଵାଭିମାନ ପାଇଁ ଜୀବନ ଉତ୍ସର୍ଗ କରିଥିବା ବେକ୍ତିତ୍ଵମାନଙ୍କ ପ୍ରତି ସମର୍ପଣ  ତଥା ଶ୍ରଦ୍ଧାଞ୍ଜଳୀର କାର୍ଯକ୍ରମ। ଏହି କାର୍ଯ୍ୟକ୍ରମରେ ମୂଖ୍ୟ…
Read More...

ରାଇରଙ୍ଗପୁର BJP ପକ୍ଷରୁ ପୂର୍ବତନ ରାଜ୍ୟ ସଭା ସାଂସଦ ମମତା ମହାନ୍ତଙ୍କୁ ସମ୍ବର୍ଦ୍ଧନା

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରର BJP ପକ୍ଷରୁ ରାଇରଙ୍ଗପୁର କଲ୍ୟାଣୀ ମଣ୍ଡପ ଠାରେ ଆଜି ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ ପୂର୍ବତନ ରାଜ୍ୟ ସଭା ସାଂସଦ ମମତା ମହାନ୍ତଙ୍କୁ  ସମ୍ବର୍ଦ୍ଧନା କରାଯାଇଥିଲା। ଏହି…
Read More...

ପୋଲିସ ଅଧିକାରୀ ଙ୍କ ସନ୍ଦେହ ଜନକ ମୃତ୍ୟୁ : ମାନସିକ ଚାପରେ ରହି ଆତ୍ମହତ୍ୟା କରିଥିବା ସନ୍ଦେହ

ନୟାଗଡ଼ / ମାନସ କୁମାର ସାହୁ:  ନୟାଗଡ଼ ଇଟାମାଟି ଥାନା ସରଧାପୁର ଗାଁରେ ଅଭାବନୀୟ ଘଟଣା। ମାନସିକ ଚାପରେ ଜୀବନ ହାରିଲେ ପୁଲିସ କର୍ମଚାରୀ ପ୍ରଭାକର ନାୟକ। ପରିବାର ଲୋକଙ୍କ ଅଭିଯୋଗ ହେଉଛି କି ପ୍ରଭାକର ଆତ୍ମହତ୍ୟା କରିଛନ୍ତି। କୋରାପୁଟ ଜିଲ୍ଲାରେ ସେ ପୁଲିସ ଚାକିରି କରିଥିବା ବେଳେ ନିକଟରେ…
Read More...

ହର ଘର ତିରଙ୍ଗାରେ ସ୍ବେଛାସେବୀ ମହିଳା ଦ୍ୱାରା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

କଟକ / ଚନ୍ଦ୍ରଶେଖର ପତି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ସମାଜସେବୀ ସବିତା ରାଣୀ ଦାଶ ଙ୍କ ନେତୃତ୍ୱ ରେ ଏକ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ହୋଇଯାଇଛି | କଟକ ସଦର ୪୨ ମୌଜ଼ା ଝାରକଟା ପଞ୍ଚାୟତ ବେଣ୍ଟକାର ସ୍ଥିତ ପଟଣାରେ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟା…
Read More...

ପୂର୍ବତନ ବଡ଼ଚଣା ଆଇଆଇସି ଓ ଏସ୍ଆଇଙ୍କୁ ୫ ଲକ୍ଷ ଜୋରିମାନା

ବଡ଼ଚଣା / ବେଦପ୍ରକାଶ ନାୟକ : ରାଜ୍ୟ ମାନବାଧିକାର କମିସନ ଏକ ମାମଲାର ବିଚାର କରି ଯାଜପୁର ଜିଲ୍ଲା ବଡ଼ଚଣା ଥାନାର ପୂର୍ବତନ ଥାନା ଅଧିକାରୀ ଦୀପକ କୁମାର ଜେନା ଓ ଏସଆଇ ସାହିଦ ଖାଁଙ୍କୁ ୫ ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଉଛନ୍ତି। ଜଣେ ବ୍ୟକ୍ତିଙ୍କୁ ମିଥ୍ୟା ମାମଲାରେ ଫସାଇ ଗିରଫ ସହ ଅଦାଲତ…
Read More...

ବଜ୍ରପାତରେ ଗଲା ମହିଳାଙ୍କ ଜୀବନ, ୭ ଗୁରୁତର ଆହତ

ପୁରୀ: ବଜ୍ରପାତରେ ଗଲା ମହିଳାଙ୍କ ଜୀବନ । ପୁରୀ ଛଇତନା ଭୋଇସାହିରେ ଏହି ବଜ୍ରପାତ ଘଟିଛି। ସେଥିରେ ମହିଳାଙ୍କ ଜୀବନ ଚାଲିଯାବା ସହ ୭ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ସମସ୍ତ ଆହତଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେପଟେ ଅଗଷ୍ଟ ୧୩ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ…
Read More...

ବହୁ ଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ

 ଭୁବନେଶ୍ୱର:  ବହୁଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ । ଜର୍ମାନୀ ଯୁବତୀଙ୍କ ସହ ଦୁଷ୍କର୍ମ ଅଭିଯୋଗ ରେ ୭ ବର୍ଷ ସଜ୍ଜା ପାଇଥିବା ଅଭିଯୁକ୍ତ ବିତ୍ତିହୋତ୍ର ମହାନ୍ତିଙ୍କ ମୃତ୍ୟୁ । ବିତ୍ତିହୋତ୍ର ହେଉଛନ୍ତି ବରିଷ୍ଠ ଆଇପିଏସ ବିଦ୍ୟା ଭୂଷଣ ମହାନ୍ତିଙ୍କ ପୁଅ । ସେ ଭୁବନେଶ୍ୱର ଏମ୍ସ…
Read More...

୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ତେବେ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଭାରତ ମଣ୍ଡପମରେ ଥିବା ସରକାରୀ କାର୍ୟ୍ୟକ୍ରମରେ ହେବେ ସାମିଲ ହେବେ । ତେଣୁ ଆଜି ସନ୍ଧ୍ୟା ୮ରେ ଦିଲ୍ଲୀ ଗସ୍ତରେ ବାହାରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ଏନଏଚଆଇ…
Read More...

ଉମରକୋଟରେ ବାଇକ ଉପରେ ମାଡିଗଲା ଟ୍ରକ , ଦମ୍ପତି ମୃତ

ଉମରକୋଟ: ନବରଙ୍ଗପୁର କୁନ୍ଦେଇ ଥାନା ରାବଣାଗୁଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ଉପରେ ମାଡିଗଲା ଟ୍ରକ । ଫଳରେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛି ୯ ବର୍ଷର ପୁଅ । ସୂଚନା ଅନୁଯାୟୀ , ଶ୍ରାବଣ ମାସରେ ୪ର୍ଥ ସୋମବାର ଲାଗି ସ୍ୱାମୀ-ସ୍ତ୍ରୀ…
Read More...

ଜାତୀୟ ସନ୍ତରଣ ପ୍ରତିଯୋଗିତା : କର୍ଣ୍ଣାଟକ ହେଲା ଚମ୍ପିୟାନ୍, ଓଡ଼ିଶା ପାଇଁ ସ୍ବର୍ଣ୍ଣ ପଦକ ଜିତିଲେ ମନ୍ନତା

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମସ୍ଥିତ ଆକ୍ବାଟିକ୍ କେନ୍ଦ୍ରଠାରେ ଆଜି ୪୦ ତମ ସବ୍-ଜୁନିୟର ଏବଂ ୫୦ ତମ ଜୁନିୟର ଜାତୀୟ ସନ୍ତରଣ ପ୍ରତିଯୋଗିତାର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାରେ କର୍ଣ୍ଣାଟକ ଚମ୍ପିୟାନ୍‌ ହୋଇଛି । ଓଡ଼ିଶାର ମନ୍ନତା ମିଶ୍ର ୧୦୦ ମିଟର…
Read More...