ଖୋର୍ଦ୍ଧାରୁ ବଦଳି ହେଲେ ଏସଡିପିଓ ଦିଲୀପ କୁମାର ଦାସ

ଖୋର୍ଦ୍ଧା / ଜାଗେଶ୍ଵର ପ୍ରଧାନ : ଖୋର୍ଦ୍ଧା ରୁ ବିଦାୟ ନେଲେ ବିବାଦୀୟ ଏସଡିପିଓ ଦିଲୀପ କୁମାର ଦାସ । ଗୋ ଚାଲାଣ ରେ ଲିପ୍ତ ଥିବା ଅଭିଯୋଗରେ ତାଙ୍କୁ ବଦଳି ହୋଇଛି । ସୂଚନା ମୁତାବକ, ଖଣ ଓ ଗୋ ଚାଲାଣ ରେ ଖୋର୍ଦ୍ଧା ଏସଡିପିଓ ଦିଲୀପ କୁମାର ଦାସ ଲିପ୍ତ ଥିବା ଅଭିଯୋଗ ହୋଇଥିଲା । ଯାହାକୁ…
Read More...

ହରଘର ତିରଙ୍ଗା କାର୍ଯ୍ଯକ୍ରମ ଅନୁଷ୍ଠିତ

ବିଷମ କଟକ/ରବିନ୍ଦ୍ର କୁମାର ସାହୁ: ଦେଶବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାକୁ ଓ ସ୍ଵାଧୀନତାର ୭୭ ବର୍ଷ ପୂର୍ଣ୍ଣ ହେବା ଉପଲକ୍ଷେ ସମସ୍ତଙ୍କ ଘରେ ତ୍ରିରଙ୍ଗା ଉଡାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହି ଆହ୍ୱାନକୁ ସାକାର କରିବାକୁ ରାୟଗଡ଼ା ଜିଲ୍ଲା ବିଷମ କଟକ ଗୋଷ୍ଟି ଉର୍ଣୟନ…
Read More...

ଲକ୍ଷ୍ମୀନଗରରେ ତିନିଜଣଙ୍କ ଘରେ କଳାକନା ବୁଲାଇଲେ ଦୃର୍ବୁତ୍ତ

କାମାକ୍ଷାନଗର : ବିଳମ୍ବିତ ରାତିରେ  ତିନିଜଣଙ୍କ ଘରେ କଳାକନା ବୁଲାଇଲେ ଦୃର୍ବୁତ୍ତ l  କାମାକ୍ଷାନଗର ଥାନା ଜିରିଡାମାଳି ଗ୍ରାମର ଲକ୍ଷ୍ମୀନଗର ସାହିରେ ଗତକାଲି ବିଳମ୍ବିତ ରାତିରେ ତିନିଜଣ ଙ୍କ ଘରୁ ଲୁଟ ହୋଇଛି l ସୁନାଗହଣା, ଖାଦ୍ୟସାମଗ୍ରୀ ସମେତ ପ୍ରାୟ କୋଡିଏ ହଜାର ଟଙ୍କା ଲୁଟ ହୋଇଥିବା…
Read More...

ମହାମହିମଙ୍କ ଅଂଚଳରୁ ପ୍ରଧାନ ମନ୍ତ୍ରୀଙ୍କ ନିକଟକୁ ପଠାଗଲା ରାକ୍ଷୀ

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ରାଇରଙ୍ଗପୁର  ମହାମହିମଙ୍କ ଅଂଚଳରୁ 1017 ଭଉଣୀ ଙ୍କ ପ୍ରୀତି ଉପହାରସ୍ୱରୂପ ଗୋଟିଏ  ଗୋଟିଏ ରାକ୍ଷୀ ପ୍ରଧାନ ମନ୍ତ୍ରୀଙ୍କ ନିକଟକୁ ପଠାଗଲା l ରାଇରଙ୍ଗପୁର ଡାକ ଡିଭିଜନ ଏବଂ ବାମନ ଘାଟି ମହିଳା ସମିତିର ମିଳିତ ଉଦ୍ୟମରେ ଭାରତ ବର୍ଷରେ ଏକ ନିଆରା  ଅଦିତ୍ୱୀୟ…
Read More...

R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ଗିରଫ

ଭୁବନେଶ୍ୱର: ଗିରଫ ହେଲେ କୁବେର ଯନ୍ତ୍ରୀ । R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଗିରଫ କରିଛି । ଯନ୍ତ୍ରୀଙ୍କର ୧୦ ଟି ଫ୍ଲାଟ, ୭ଟି ପ୍ଲଟ୍, ଅଢେଇ କେଜି ସୁନା , ୩୭୦ ଗ୍ରାମ ହୀରା, ୨.୭୦ କୋଟିର…
Read More...

ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ସସ୍ପେଣ୍ଡ

ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ସସ୍ପେଣ୍ଡ । ବିଶ୍ବ ବ୍ୟାଡମିଣ୍ଟନ ଫେଡେରେଶନ ୧୮ ମାସ ପାଇଁ ତାଙ୍କୁ ସସ୍ପେଣ୍ଡ କରିଥିବା ଜଣାପଡିଛି। ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ସେ ସସ୍ପେଣ୍ଡ ହୋଇଛନ୍ତି। ଏହି କାରଣରୁ ପ୍ରମୋଦ ଚଳିତ ପ୍ୟାରିସ ପାରାଅଲିମ୍ପିକ୍ସରେ ଭାଗ ନେଇ ପାରିବେନି…
Read More...

ବ୍ଲକ ଅଧକ୍ଷ ଓ ଉପାଧକ୍ଷ ପାଇଁ ହେବ ଉପନିର୍ବାଚନ

ଭୁବନେଶ୍ୱର:  5 ଜିଲ୍ଲା ର 7 ବ୍ଲକରେ ବ୍ଲକ ଅଧକ୍ଷ ଓ ଉପାଧକ୍ଷ ପାଇଁ ହେବ ଉପନିର୍ବାଚନ | ଗଞ୍ଜାମ ର କବିସୂର୍ଯ୍ୟନଗର, ଖଲ୍ଲିକୋଟ ଓ କୁକୁଡ଼ାଖଣ୍ଡି ବ୍ଲକରେ ହେବ ଉପନିର୍ବାଚନ | ଆସନ୍ତା 14 ତାରିଖରେ ପ୍ରକାଶ ପାଇବ ନୋଟିଫିକେସନ | 22 ତାରିଖ 12 ଭିତରେ ହେବ ନୋମିନେସନ | 22 ତାରିଖରେ…
Read More...

+୩ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଆରମ୍ଭ

ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହୋଇଛି +୩ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା । ଇଚ୍ଛୁକ ଛାତ୍ରଛାତ୍ରୀମାନେ ୨୯ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଆବେଦନ କରିପାରିବେ। ତେବେ ସେପ୍ଟେମ୍ୱର ୨ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ଚୟନ…
Read More...

ଜାତୀୟ ସ୍ତରରେ କୃଷି ବିଶ୍ୱବିଦ୍ୟାଳୟ ମାନଙ୍କ ମଧ୍ୟରେ ୯ମ ସ୍ଥାନରେ ଓୟୁଏଟି

ଭୁବନେଶ୍ୱର : ପ୍ରତି ବର୍ଷ ଭଳି ଗତକାଲି ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ନାସନାଲ ଇନ୍ଷ୍ଟିଟ୍ୟୁସନାଲ ରାଙ୍କୀଙ୍ଗ ଫ୍ରେମୱାର୍କ (NIRF) ଫଳାଫଳ ଘୋଷଣା ହୋଇଛି I ଏଥିରେ ଦେଶର ଉଚ୍ଚସ୍ତରୀୟ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ, ଗବେଷଣା ଅନୁଷ୍ଠାନ ତଥା ଅନ୍ୟାନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନ ସାମିଲ…
Read More...

ରୋଗରୁ ଆରୋଗ୍ୟ ଆଶାରେ ଧର୍ମାନ୍ତରୀଣ ନେଲା ମହିଳାଙ୍କ ଜୀବନ

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ: ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ବିଶୋଇ ଥାନା ଅନ୍ତର୍ଗତ କେଶାମ୍ ଗ୍ରାମର ଆଦିବାସୀ ସମ୍ପ୍ରଦାୟ ହୋ ସମାଜର  ପିଙ୍କି ଜାମୁଦା(୩୬) ନାମ୍ନୀ ଜନୈକା ମହିଳା ଡାକ୍ତରୀ ରିପୋର୍ଟ ଅନୁଯାୟୀ କିଡନୀ ରୋଗରେ ପୀଡିତ ଥିଲେ l ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରୀ…
Read More...