ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ଦିଆଯିବ ନୂଆ ରାସନ କାର୍ଡ

 ଭୁବନେଶ୍ୱର: ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ। ଆଜି ଏନେଇ ବିଧାନସଭାରେ ବିଜେଡି ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପୁରୁଣା କାର୍ଡରେ ଇ-କେୱାଇସି ଯାଞ୍ଚ ଅଗଷ୍ଟ ୨୨ରୁ ଆରମ୍ଭ ହୋଇଥିବା…
Read More...

ଦୁବାଇ ଗଲା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଚାଷ ଜମିରେ ଚାଷ କରାଯାଇଥିବା ଡ୍ରାଗନ୍ ଫ୍ରୁଟ

ଭୁବନେଶ୍ୱର: ଦୁବାଇ ଗଲା ଓଡିଶା ଉତ୍ପାଦିତ ଡ୍ରାଗନ୍ ଫ୍ରୁଟ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ପାଟଣାଗଡରେ ନିଜ ଚାଷ ଜମିରେ ଡ୍ରାଗନ୍ ଫ୍ରୁଟ ଚାଷ କରି ଅଜି ଦୁବାଇ ପଠାଯାଇଛି । ଏପରି ଓଡିଶାରେ ପ୍ରଥମଥର ଦେଥିବାକୁ ମିଳିଛି । କୃଷି ଓ କୃଷକକୁ ଗୁରୁତ୍ୱ ଦେଉଥିବା ସରକାରରେ…
Read More...

ପାଟଣାଗଡ଼ ପାର୍ସଲ ବୋମା ଘଟଣା: କୋର୍ଟରେ ଅରୁଣ ବୋଥ୍ରା

ପାଟଣାଗଡ଼ : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ସାକ୍ଷ୍ୟ ଦେବାକୁ ପାଟଣାଗଡ଼ କୋର୍ଟରେ ପହଞ୍ଚିଲେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇ.ଜି. ଅରୁଣ ବୋଥ୍ରା। ପୂର୍ବରୁ ମୃତ ଇଞ୍ଜିନିୟର ସୌମ୍ୟ ସାହୁଙ୍କ ପତ୍ନୀ ରିମାରାଣୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ପାଟଣାଗଡ଼ ଏଡିଜେ…
Read More...

ଜବରଦଖଲକାରୀଙ୍କ କବଜାରେ ସହରାଞ୍ଚଳର ମୂଲ୍ୟବାନ ଜମି

ଭୁବନେଶ୍ୱର: ଜବରଦଖଲକାରୀଙ୍କ କବଜାରେ ସହରାଞ୍ଚଳର କୋଟି କୋଟି ମୂଲ୍ୟବାନ ଜମି । ଗୃହରେ ଏ ନେଇ ଉତ୍ତର ରଖିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ । ସେ କହିଛନ୍ତି ରାଜଧାନୀରେ ୩୦ ଏକର ଜମି ଜବରଦଖଲ କାରୀଙ୍କ କବଜା ରେ ରହିଛି । ଏହା ମଧ୍ୟରେ ସର୍ବାଧିକ ସାମପୁର ମଉଜାର ୨୭ ଏକର ଜମି…
Read More...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ଖଣି ଉପନିର୍ଦ୍ଦେଶକ

ଭୁବନେଶ୍ବର  : ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କରିଛି ଭିଜିଲାନ୍ସ  । ସୋମବାର ରେଡ୍ ପରେ ଗିରଫ ହୋଇଛନ୍ତି ଖଣି ଉପନିର୍ଦ୍ଦେଶକ । ଖଣି ଉପନିର୍ଦ୍ଦେଶକଙ୍କ ୧ କୋଟି ୩୦ ଲକ୍ଷର ଏକ ଫ୍ଲାଟ୍ ଅଛି । ୨ଟି ମାର୍କେଟ୍ କମ୍ପ୍ଲେକ୍ସ,…
Read More...

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସରକାରଙ୍କ ବିଚାରାଧୀନ ରହିଛି

ଭୁବନେଶ୍ୱର:  ହାଇକୋର୍ଟ ବେଞ୍ଚ କୁ ନେଇ ଗୃହରେ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟମନ୍ତ୍ରୀ  |ହାଇକୋର୍ଟ ବେଞ୍ଚ ସମ୍ପର୍କରେ ଗତକାଲି ଯେଉଁ ଉତ୍ତର ଦିଆ ଯାଇଥିଲା ତାହା ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ଅନୁଯାୟୀ କୁହାଯାଇ ଥିଲା । କିନ୍ତୁ ମୁଁ ଗୃହକୁ ଅବଗତ କରାଇବା ପାଇଁ ଚାହୁଁଚି ହାଇକୋର୍ଟ ବେଞ୍ଚ…
Read More...

ଗୃହରେ ହିନ୍ଦୀ କହିବାକୁ ନେଇ ବିଧାୟକ ଫକୀର ମୋହନ ନାୟକଙ୍କୁ ତାଗିଦ କଲେ ଉପବାଚସ୍ପତି

ଭୁବନେଶ୍ୱର: ବିଧାନସଭାରେ ହିନ୍ଦୀରେ କହିବାକୁ ଉପବାଚସ୍ପତିଙ୍କ ବାରଣ । ସ୍ୱାସ୍ଥ୍ୟ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ସମୟରେ ତେଲକୋଇ ବିଧାୟକ ଫକୀର ମୋହନ ନାୟକଙ୍କୁ ତାଗିଦ କଲେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ । ଗୃହରେ ହିନ୍ଦୀ ଭାଷାରେ ବିବୃତି ରଖୁଥିଲେ ଫକୀର ମୋହନ ତେଣୁ ତାଙ୍କୁ ଓଡିଆରେ…
Read More...

ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ ଏସ-ଏଲ ୩ରେ ସ୍ୱର୍ଣ୍ଣ ଜିତିଛନ୍ତି ନୀତେଶ କୁମାର

ପ୍ୟାରିସ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତକୁ ମିଳିଲା ଆଉଏକ ପଦକ । ସେ ପୁରୁଷ ସିଙ୍ଗଲ୍ସ ଏସ୍ଏଲ୍୩ ବର୍ଗରେ ବ୍ୟାଡମିଣ୍ଟନରେ ନୀତେଶ କୁମାର ସ୍ବର୍ଣ୍ଣ ପଦକ ଜିତିଛନ୍ତି । ସେ ବିଟ୍ରେନର ଡାନିୟଲ ବେଥେଲଙ୍କୁ ୨୧-୧୪, ୧୮-୨୧, ୨୩-୨୧ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଥିବା କୁହାଯାଉଛି ।…
Read More...

ପୁଅ ହତ୍ୟାକାରୀ ବାପାକୁ ମିଳିଛି ଆଜୀବନ କାରାଦଣ୍ଡାଦେଶ

ଭୂବନେଶ୍ୱର :ପୁଅ ହତ୍ୟାକାରୀ ବାପାକୁ ମିଳିଛି ଆଜୀବନ କାରାଦଣ୍ଡାଦେଶ।  ସାବତ ପୁଅକୁ ହତ୍ୟା ମାମଲାରେ ବାପାକୁ ଆଜୀବନ କାରାଦଣ୍ଡ । ଦଣ୍ଡାଦେଶ ଶୁଣାଇଲେ ଭୁବନେଶ୍ବର ଏଡିଜେ-୨ କୋର୍ଟ । ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅଞ୍ଚଳରେ ଘଟିଥିଲା ହତ୍ୟାକାଣ୍ଡ । ୫ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୯ ମସିହା…
Read More...

ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ବର: ଉନ୍ମୋଚନ ହେଲା ‘ସୁଭଦ୍ରା’ ପୋର୍ଟାଲ। ‘ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କରିଛନ୍ତି। ସୁଭଦ୍ରା’ ସମ୍ପର୍କିତ ସମସ୍ତ ସୂଚନା ଏହି ପୋର୍ଟାଲରେ ଉପଲବ୍ଧ ହେବ। subhadra.odisha.gov.inରେ ସମସ୍ତ ସୂଚନା ରହିବ। ସାଧାରଣ ନାଗରିକ ଏଥିରୁ ସଠିକ୍ ତଥ୍ୟ…
Read More...