ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଜେଲ ବାବୁ

ଭୁବନେଶ୍ୱର:  ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଜେଲ ବାବୁ । ଝାରପଡ଼ା ଜେଲର ପୂର୍ବତନ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ ଗିରଫ ।  ରେଡ୍ ବେଳେ ଭୁବନେଶ୍ୱର ଝାରପଡାରେ ଦେଢ଼ କୋଟି ଟଙ୍କାର ଦାମୀ ତିନିମହଲା ଘର, ଭୁବନେଶ୍ୱର, ବଲାଙ୍ଗୀର ସହ ବିଭିନ୍ନ ଜାଗାରେ ୪ଟି ଦାମୀ ପ୍ଲଟ ସହ…
Read More...

କେନାଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଗଜପତି/ ବିବେକାନନ୍ଦ ବେହେରା: ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ଗୁରାଣ୍ଡି-ଆଙ୍କୁଡୁ ଗ୍ରାମ ପୂର୍ତ୍ତବିଭାଗ ମୁଖ୍ୟ ରାସ୍ତା ଉପରେ ଥିବା ଏକ କେନାଲରୁ ଭାସମାନ ଅବସ୍ଥାରେ ଯୁବକଙ୍କ ଶବ ଉଦ୍ଧାର ହୋଇଛି। କିଛି ପଥଚାରୀ ସେହି ରାସ୍ତା ଦେଇ ଯାଉଥିବା ସଭୟରେ ଜଣେ…
Read More...

ବିଜେପିରେ ସାମିଲ ହେଲେ ସୁଜିତ କୁମାର

ଭୁବନେଶ୍ୱର: ପଦ୍ମ ଧରିଲେ ସୁଜିତ କୁମର । ବିଜେପିରେ ସାମିଲ ହେଲେ ସୁଜିତ କୁମାର । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ହେଲେ ସାମିଲ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ, ସାଂସଦ ଭର୍ତ୍ତୃହରିଙ୍କ ଉପସ୍ଥିତିରେ ସାମିଲ । ରାଜ୍ୟ ପ୍ରଭାରୀ ବିଜୟ ପାଲ୍ସିଂ ତୋମର ବି ଉପସ୍ଥିତ…
Read More...

ଦୁର୍ନୀତି ନଜରକୁ ଆସିଲେ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ : ଗଣ ଶିକ୍ଷ ମନ୍ତ୍ରୀ

ଭୁବନେଶ୍ୱର:  ଫାଇଭ ଟି ହାଇସ୍କୁଲ ରୂପାନ୍ତିକରଣରେ ବିଜେଡି ସରକାର ଖର୍ଚ୍ଚ କରିଛନ୍ତି 3 ହଜାର 87 କୋଟି 35 ଲକ୍ଷ | ଦୁର୍ନୀତି ନଜରକୁ ଆସିଲେ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଲେ ଗଣ ଶିକ୍ଷ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ | ରାଜ୍ୟରେ 6 ହଜାର 564 ଟି ହାଇସ୍କୁଲ…
Read More...

କାଟଣା ଗାଁରେ ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୮ ବଖରା ଚାଳ ଛପର ଘର

ରାଜକନିକା: ରାଜକନିକା ଥାନା ଅନ୍ତର୍ଗତ କାଟଣା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪ଟି ପରିବାରର ୮ ବଖରା ଚାଳ ଛପର ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ଛାରଖାର ହୋଇଯାଇଥିବା କୁହାଯାଉଛି । ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ…
Read More...

ରାଜ୍ୟସଭା ଛାଡିଲେ, ବିଜେଡିରୁ ବିଦା ହେଲେ ସୁଜିତ କୁମାର

ଭୁବନେଶ୍ୱର: ରାଜ୍ୟସଭା ଛାଡିଲେ, ବିଜେଡିରୁ ବିଦା ହେଲେ । ରାଜ୍ୟସଭାରୁ ଇସ୍ତଫା ଦେଲେ ସୁଜିତ କୁମାର । ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର । ତେବେ ମମତା ମହାନ୍ତଙ୍କ ପରେ ଦ୍ୱିତୀୟ ସାଂସଦ ଭାବେ ଇସ୍ତଫା ଦେଇଛନ୍ତି ସୁଜିତ କୁମାର । ସେପଟେ ଇସ୍ତଫା ଦେବା ପରେ ବିଜେଡିରୁ…
Read More...

ବିଧାନସଭାରେ ରେଭେନ୍ସା ତାତି : ଗୃହରେ ବିଜେଡିର ପ୍ରବଳ ହଟଗୋଳ

ଭୁବନେଶ୍ୱର:   ବିଜେଡି ବିଧାୟକ ବ୍ୟମୋକେଶ ରାୟ ଙ୍କ ନାଁ ରେ ମାମଲା ପରେ ଗୃହରେ ପ୍ରସଙ୍ଗ ଉଠାଇଲା ଖୋଦ ବ୍ୟମୋକେଶ । ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି ବ୍ୟମୋକେଶ କହିଛନ୍ତି ମୋତେ ସୁରକ୍ଷା ଦିଆଯାଉ । ମୋ ନାଁ ରେ ଆର୍ମସ ଆକ୍ଟ ଲଗାଯାଇଛି । ମୁଁ ମସାଲ ଶୋଭାଯାତ୍ରାରେ ବନ୍ଧୁକ ଧରି ଧମକ…
Read More...

ବିଧାନସଭାର ଶୁନ୍ୟକାଳରେ ଉଠିଲା ଲକ୍ଷ୍ମୀ ବସ ଦୁର୍ନୀତି ପ୍ରସଙ୍ଗ

ଭୁବନେଶ୍ୱର:  ବିଧାନସଭାର ଶୁନ୍ୟକାଳରେ ଉଠିଲା ଲକ୍ଷ୍ମୀ ବସ ଦୁର୍ନୀତି ପ୍ରସଙ୍ଗ । ଏହି ପ୍ରସଙ୍ଗ ଉଠାଇ ବିଜେପି ବିଧାୟକ ବିଭୂତି ପ୍ରଧାନ କହିଛନ୍ତି ଲକ୍ଷ୍ମୀ ବସ ଚଳାଚଳ ରେ ୧୦ ମାସରେ ୩୭୪ କୋଟି ଟଙ୍କା କ୍ଷତି ହୋଇଛି । ସଂସ୍ଥା ମାନଙ୍କୁ ୧୫୦ କିଲୋମିଟର ହିସାବରେ ଟଙ୍କା ଦିଆଯାଉଛି ।…
Read More...

୭ରୁ ୯ ତାରିଖ ମଧ୍ୟରେ ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବର୍ଷାରେ ଭିଜିବ ଗଣେଶ ପୂଜା । ଉତ୍ତର ଆନ୍ଧ୍ର ପ୍ରଦେଶରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଅପରାହ୍ନ ୪ଟାରେ ବିଶାଖାପାଟଣା ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏହା ସକ୍ରିୟ ରହିଛି । ପ୍ରଭାବରେ ରାଜ୍ୟରେ ୭ରୁ ୯ ତାରିଖ ମଧ୍ୟରେ ଦକ୍ଷିଣ ଉପକୂଳ ଓ…
Read More...

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଡିଜିଟାଲ କ୍ରପ୍ ସର୍ଭେ ଯୋଜନାର ଅଗ୍ରଗତିକୁ ନେଇ ସମୀକ୍ଷା ବୈଠକ

ସୁବର୍ଣ୍ଣପୁର  : ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଡିଜିଟାଲ କ୍ରପ୍ ସର୍ଭେ ଯୋଜନାର  ଅଗ୍ରଗତି କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ  ଡିଜିଟାଲ କ୍ରପ ସର୍ଭେ, ଫାର୍ମର ଆଇଡି ପ୍ରସ୍ତୁତି, ପିଏମ କିଶାନ ଯୋଜନାର ଅଗ୍ରଗତି ଓ ତଦଜନିତ…
Read More...