ମାଆଙ୍କୁ ଦର୍ଶନ କରି ଆର୍ଶୀବାଦ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର : ପୂଜା ପେଣ୍ଡାଲ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମେ ଭୁବନେଶ୍ବର ପାଟଣାସାହି ପୂଜାମଣ୍ଡପ ବୁଲି ମାଆଙ୍କୁ ଦର୍ଶନ କରି ଆର୍ଶୀବାଦ କାମନା କରିଛନ୍ତି । ଏହାପରେ ସୁନ୍ଦରପଦା , ବରମୁଣ୍ଡା , ନୟାପଲ୍ଲୀ , ରସୁଲଗଡ଼ , ସହିଦ ନଗର , ବମିଖାଲ , ଲକ୍ଷ୍ମୀ ସାଗର ଓ ଷ୍ଟେସନ ଛକ ମଣ୍ଡପ…
Read More...

ଜଗତକଲ୍ୟାଣ ପାଇଁ ମା’ଙ୍କ ଆଶିଷ ଭିକ୍ଷା କରିଛନ୍ତି ନବୀନ ପଟ୍ଟନାୟକ

ଭୁବନେଶ୍ୱର:ମହାମାୟାଙ୍କ ମହାଷ୍ଟମୀ ଅବସରରେ ପୂଜାମଣ୍ଡପ ବୁଲିଲେ ନବୀନ ପଟ୍ଟନାୟକ ।ଭୁବନେଶ୍ୱରର ବିଭିନ୍ନ ପୂଜା ପେଣ୍ଡାଲ ବୁଲିବା ସହ ମା’ଙ୍କ ମହାଷ୍ଟମୀ ପୂଜାରେ ସାମିଲ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହ…
Read More...

ଚିଲିକାରେ ଭାସୁଛି ଅଜଣା ମୃତ ଦେହ

କଣାସ /ଜୟନ୍ତ କୁମାର ସେଠି : ଚିଲିକାରେ ଭାସୁଛି ଅଜଣା ମୃତ ଦେହ । ଚିଲିକାରେ କାହାରିକୁ ହତ୍ୟା କରାଯାଇ ଫିଙ୍ଗି ଦିଆ ଯାଇଥିବା କରାଯାଉଛି ଅନୁମାନ । ପୁରୀ ଜିଲ୍ଲା କଣାସ ବ୍ଲକର ଦୋଚିଆଁ କାଳିଜାଇ ମନ୍ଦିର ନିକଟ ଚିଲିକାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସୂଚନା ଅନୁଯାୟୀ, ଆଜି ସ୍ଥାନୀୟ…
Read More...

ଭୁବନେଶ୍ୱର ସହିତ ସାରା ଓଡ଼ିଶାର ସମସ୍ତ ଦୁର୍ଗା ପୂଜା ପେଣ୍ଡାଲ ପାଇଁ ରେଣ୍ଟ ଛାଡ

ଭୁବନେଶ୍ୱର: ଶାରଦୀୟ ଦୁର୍ଗା ପୂଜା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବରର ସମସ୍ତ ଦୁର୍ଗା ପୂଜା ପେଣ୍ଡାଲ ଗୁଡ଼ିକର ରେଣ୍ଟ  ଛାଡ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ୱର ସହିତ ସାରା ଓଡ଼ିଶାର ସମସ୍ତ ଦୁର୍ଗା ପୂଜା ପେଣ୍ଡାଲ ପାଇଁ…
Read More...

ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ   । ଆସନ୍ତା ୨୪ ତାରିଖରେ ପୁରୀ ଗସ୍ତରେ ଯିବାରୁ କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟସୂଚୀ ଅନୁଯାୟୀ, ୨୩ରେ ରାଷ୍ଟ୍ରପତି ନିଜ ଗାଁ ରାଇରଙ୍ଗପୁର ଆସିବେ । ସେଠାରେ ନିଜ ଘରେ ରାତ୍ରୀଯାପନ କରିବେ । ୨୪…
Read More...

ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ ।  ଗଞ୍ଜାମ ଜିଲ୍ଲା ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ନିରଜଂନ ପ୍ରଧାନଙ୍କ ପରଲୋକ ।ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । ଦୀର୍ଘଦିନ ଧରି ଅସୁସ୍ଥତା ହେତୁ ସେ  ଭୂବନେଶ୍ବର ର ଏକ ଘରୋଇ ମେଡ଼ିକାଲ ରେ…
Read More...

ପାର୍ସୀ ରୀତିନୀତିରେ ସଂପନ୍ନ ହୋଇଛି ରତନ ଟାଟାଙ୍କ ଅନ୍ତିମ ସତ୍କାର

ମୁମ୍ୱାଇ: ମୁମ୍ୱାଇର ୱର୍ଲି ସ୍ଥିତି ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି 'ରତନ ଟାଟା'ଙ୍କ ଅନ୍ତିମ ସଂସ୍କାର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପାର୍ସୀ ରୀତିନୀତିରେ ରତନ ଟାଟାଙ୍କ ଅନ୍ତିମ ସତ୍କାର ସମ୍ପାଦନ ହୋଇଛି। ପାର୍ସୀ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କ ମରଶରୀରକୁ ପୋତା…
Read More...

ବିଜେଡିରୁ ଇସ୍ତଫା ଦେଲେ ପ୍ରକାଶ ବେହେରା

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ ପ୍ରକାଶ ବେହେରା । ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପଠାଇଛନ୍ତି । ଗତ ନିର୍ବାଚନରେ କଟକ ବାରବାଟୀରୁ ପ୍ରାର୍ଥୀ ହୋଇଥିଲେ ପ୍ରକାଶ ବେହେରା । ୨୦୧୪ରେ ସାଲେପୁରରୁ କଂଗ୍ରେସ ଟିକେଟ୍ରେ ଜିତିଥିଲେ ।ତେବେ ଇସ୍ତଫା ପତ୍ରରେ ପ୍ରକାଶ ଲେଖିଛନ୍ତି କି,…
Read More...

ଏନସିପିଏ ଗ୍ରାଉଣ୍ଡରେ ଶେଷ ଦର୍ଶନ ପରେ ରତନ ଟାଟାଙ୍କ ଅନ୍ତିମ ଯାତ୍ରା

ନୂଆଦିଲ୍ଲୀ: ଶେଷଯାତ୍ରାରେ ରତନ ଟାଟା।  ୱର୍ଲି ଅଭିମୁଖେ ମରଶରୀର । ଏନସିପିଏ ଗ୍ରାଉଣ୍ଡରେ ଶେଷ ଦର୍ଶନ ପରେ ଅନ୍ତିମ ଯାତ୍ରା  ।  ଅନ୍ତିମ ଯାତ୍ରାରେ ସାମିଲ  ହୋଇଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ । କିଛି ସମୟ ପରେ ୱର୍ଲିରେ ହେବ ତାଙ୍କ ଶେଷକୃତ୍ୟ । ବିଶିଷ୍ଟ ଶିଳ୍ପପତି ପଦ୍ମବିଭୂଷଣ ରତନ…
Read More...

ଦକ୍ଷିଣ କୋରିଆ ସାହିତ୍ୟିକା ହାନ୍ କାଙ୍ଗ ପାଇବେ ନୋବେଲ

ନୂଆଦିଲ୍ଲୀ: ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା।  ରୟାଲ ସ୍ବଡେଶ ଏକାଡେମୀ ଅଫ ସାଇନ୍ସ ଅନୁଯାୟୀ ଚଳିତ ବର୍ଷ ଦକ୍ଷିଣ କୋରିଆର ଲେଖକ ହାନ କାଙ୍ଗଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ୫୩ ବର୍ଷୀୟା ହାନ୍‌ କାଙ୍ଗ୍‌ ଜୀବନଧର୍ମୀ ଆଧ୍ୟାତ୍ମିକ ଲେଖା ପାଇଁ ଏହି ସମ୍ମାନଜନକ ନୋବେଲ ପୁରସ୍କାର…
Read More...