ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍ ମହେଲା ଜୟବର୍ଦ୍ଦନ

ମୁମ୍ବାଇ:  ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ମହେଲା ଜୟବର୍ଦ୍ଦନେ ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ)ର ମୁଖ୍ୟ କୋଚ୍  ହୋଇଛନ୍ତି  । ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ସେ ଏମଆଇ ମୁଖ୍ୟ କୋଚ୍‌ ଥିଲେ। ଏହା ପରେ ତାଙ୍କୁ ଏମଆଇର ଗ୍ଲୋବାଲ ହେଡ୍‌ ଭାବେ ନିଯୁକ୍ତି ମିଳିବା ପରେ ତାଙ୍କ ସ୍ଥାନରେ…
Read More...

ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆସନ୍ତା ବୁଧବାର ଆଶ୍ଵିନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ହେବ ବନକଲାଗି ନୀତି। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ୫ଟାରୁ ରାତି ୯ଟା  ପ୍ରାୟ ୪ ଘଣ୍ଟା  ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା…
Read More...

ଡିଜେ ବଜାଇବା ପାଇଁ ରାଜଧାନୀର ପୂଜା କମିଟି ଗୁଡିକୁ ମିଳିଛି ଅନୁମତି

ଭୁବନେଶ୍ବର: ଭୁବନେଶ୍ବରରେ ଆଜି ମାଆ ଜଗତଜନନୀ ଦୁର୍ଗାଙ୍କ ଭସାଣ ଉତ୍ସବ । ହେଲେ ଚଳିତବର୍ଷ ବିନା ଡିଜେରେ ମାଆଙ୍କ ଭସାଣ ପାଇଁ ସରକାର ଘୋଷଣା କରିଥିଲେ । ଅର୍ଥାତ ଭସାଣ ଉତ୍ସବରେ ଡିଜା ବାଜିବା ଉପରେ କଟକଣା ଲଗାଯାଇଥିଲା । ହେଲେ ଡିଜେ ବଜାଇବା ପାଇଁ ରାଜଧାନୀର ପୂଜା କମିଟି ଗୁଡିକୁ ଅନୁମତି…
Read More...

ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା : ୩ ଅର୍ଥଶାସ୍ତ୍ରୀ ପାଇବେ ନୋବେଲ

ନୂଆଦିଲ୍ଲୀ: ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା  । ୩ ଅର୍ଥଶାସ୍ତ୍ରୀଙ୍କୁ ମିଳିତଭାବେ ନୋବେଲ ପୁରସ୍କାର। ୨୦୨୪ ବର୍ଷ ଲାଗି ତିନି ବିଖ୍ୟାତ ଅର୍ଥନୀତିଜ୍ଞ ଡାରେନ୍ ଏସମୋଗ୍ଲୁ, ସାଇମନ ଜନ୍‌ସନ୍ ଏବଂ ଜେମ୍ସ ଏ.ରବିନସନ ଏହି ସମ୍ମାନ ପାଇବେ । ରୟାଲ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନସେସ୍…
Read More...

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ  : ଆଜି ବାମନଘାଟୀ ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସଏ,ଭା. ପ୍ର. ସେ.ଙ୍କ  ଅଧ୍ୟକ୍ଷତା ରେ ଅନୁଷ୍ଠିତ…
Read More...

ମୁମ୍ବାଇରେ ଆଉ ଦେବାକୁ ପଡିବନି ଟୋଲ ଫି ଟଙ୍କା

ମୁମ୍ବାଇ : ମୁମ୍ବାଇରେ ମାଗଣା ହେଲା ଟୋଲ ଫି । ଆଉ ଦେବାକୁ ପଡିବନି ଟୋଲ ଫି ଟଙ୍କା । ଆଜି ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାର ଥିବା ବେଳେ ଏଭଳି ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । ଲାଇଟ ମୋଟର ଭେଇକିଲ ତଥା ହାଲୁକା ଗାଡି କ୍ଷେତ୍ରରେ ଏହି ସୁବିଧା ଲାଗୁ ହେବ ।…
Read More...

କଡା କଡି କରା ଯାଇଛି ଚିରାଗ ପାସୱାନଙ୍କ ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଚିରାଗ ପାସଓ୍ବାନଙ୍କ ସୁରକ୍ଷା ବଢାଇଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ବର୍ତ୍ତମାନ ଚିରାଗଙ୍କୁ ଜେଡ୍‌ ବର୍ଗର ସୁରକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ଚିରାଗଙ୍କୁ ଏସଏସବି କମାଣ୍ଡୋଙ୍କ ସୁରକ୍ଷା ଦିଆଯାଇଥିଲା। ଜେଡ୍‌ ବର୍ଗର ସୁରକ୍ଷା ମିଳିବା ସହ…
Read More...

ଦିଲ୍ଲୀ ଏନସିଆରରେ ବାଣ ଉପରେ ଲାଗିଲା ପ୍ରତିବନ୍ଧକ: ଦୀପାବଳିରେ ବାଣ ଫୁଟାଇପାରିବେନି ଦିଲ୍ଲୀବାସୀ

ନୂଆଦିଲ୍ଲୀ: ଦୀପାବଳିରେ ବାଣ ଫୁଟାଇପାରିବେନି ଦିଲ୍ଲୀବାସୀ । ଦିଲ୍ଲୀ ଆପ୍‌ ସରକାର ନୋଟିଫିକେସନ ଜରିଆରେ ବାଣ ଫୁଟାଇବା ନେଇ କଟକଣା ଜାରି କରିଛନ୍ତି । ଦିଲ୍ଲୀ ଏନସିଆରରେ ବାଣ ଉପରେ ଲାଗିଲା ପ୍ରତିବନ୍ଧକ । ଏନସିଆର ଇଲାକାରେ ବାଣ ପ୍ରସ୍ତୁତି, ବିକ୍ରି ଓ ଫୁଟାଇବା ଉପରେ ଲାଗିଲା ବ୍ୟାନ ।…
Read More...

ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା: ଦିଲ୍ଲୀ ସିପିଙ୍କ ସହ କଥା ହେଲେ ଡିଜିପି

ଭୁବନେଶ୍ବର: ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ନେଇ ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରାଙ୍କ ସହ ଆଲୋଚନା କଲେ ଓଡିଶା ଡିଜିପି ୱାଇ.ବି. ଖୁରାନିଆ । ଡିସିପି ରବି କୁମାର ସିଂ ନିଜେ ତଦନ୍ତ ଭାର ନେଇଥିବା ଡିଜିପିଙ୍କୁ କହିଛନ୍ତି ଦିଲ୍ଲୀ ପୋଲିସ କମିଶନର । ଦିଲ୍ଲୀରେ ଓଡ଼ିଆ…
Read More...

ସର୍ଟ ସର୍କିଟରୁ ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା କାର

ଟାଙ୍ଗୀ / ରାକେଶ କୁମାର ଜଗଦେବ : ଚଳନ୍ତା କାର ରେ ଲାଗିଲା ନିଆଁ । ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଗଲା କାର । ଅଳ୍ପକେ ଵର୍ତ୍ତିଗଲେ ଯାତ୍ରୀ । ଘଟଣା ଘଟିଛି ୧୬ ନମ୍ବର ଜାତୀୟ ରାଜପଥ ମା ଉଗ୍ରତାରା ଛକରେ । ସୂଚନା ଅନୁଯାୟୀ, ଇଣ୍ଡିଗୋ କାର ଟି ବାଲୁଗାଁ ରୁ ଭୁବନେଶ୍ୱର ଅଭିମୁଖେ…
Read More...