୩ ମାସ ମଧ୍ୟରେ ଏସସିବି ମେଡ଼ିକାଲରେ ହେବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ

କଟକ : କଟକ ଏସସିବିରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରାଯିବ । ଏସସିବି ମେଡ଼ିକାଲରେ ୩ ମାସ ମଧ୍ୟରେ ହେବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ । ଚେନ୍ନାଇ ଏମଜିଏମ ହସ୍ପିଟାଲ ସହାୟତାରେ ବ୍ୟବସ୍ଥା କରାଯାଇଛି । ଏମଜିଏମ ଡାକ୍ତରୀ ଟିମ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଭିତ୍ତିଭୂମିକୁ ଅନୁଧ୍ୟାନ କରାଯାଇଛି । ଏମଜିଏମ…
Read More...

ଭରତପୁର ମାମଲାରେ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି

ଭୁବନେଶ୍ୱର : ଭରତପୁର  ମାମଲାରେ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ  ବଢିଲା । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ କାର୍ଯ୍ୟକାଳ ବୃଦ୍ଧିକଲେ ସରକାର । ୩୧ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ବଢିଲା କାର୍ଯ୍ୟକାଳ । ୨୨ ନଭେମ୍ବରରେ ସରୁଥିଲା ତଦନ୍ତ…
Read More...

ଖୁବ୍ ଶ୍ରୀଘ୍ର ଓଡିଶାର ଦୁଗ୍ଧ ଚାଷୀଙ୍କ ପାଇଁ ଲାଗୁ ହେବ ଡିବିଟି

ଭୁବନେଶ୍ୱର: ଗୁଗ୍ଧ ଚାଷୀଙ୍କୁ ଡିବିଟିରେ ମିଳିବ ଟଙ୍କା । ଖୁବ୍ ଶ୍ରୀଘ୍ର ଓଡିଶାର ଦୁଗ୍ଧ ଚାଷୀଙ୍କ ପାଇଁ ଲାଗୁ ହେବ ଡିବିଟି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଶନିବାର ଆୟୋଜିତ ଓମ୍‌ଫେଡ୍‌ ସମୀକ୍ଷା ବୈଠକ ପରେ ମନ୍ତ୍ରୀ କହିଛନ୍ତି, ଅନ୍ୟ…
Read More...

ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତ ନେଇ ପ୍ରତିକ୍ରିୟା ରଖିଲେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତ ନେଇ ପ୍ରତିକ୍ରିୟା ରଖିଲେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର । ସେ କହିଲେ, ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ରାଜ୍ୟ ପ୍ରତିଯୋଗିତା କରୁଛନ୍ତି । ତେଣୁ ବାହାରକୁ ଯାଇ ରୋଡ଼ ସୋ କରିବାର ଆବଶ୍ୟକତା ଅଛି । ନବୀନ ପଟ୍ଟନାୟକଙ୍କ…
Read More...

ନିଜକୁ ଭଗବାନ କହି ଭକ୍ତଙ୍କୁ ଠକୁଛନ୍ତି ବାବା

ଭୁବନେଶ୍ବର: ଭକ୍ତି ନାରେ ଚାଲିଛି ପ୍ରହସନ । ନିଜକୁ ଭଗବାନ କହି ଭକ୍ତଙ୍କୁ ଠକୁଛନ୍ତି ବାବା ।  ପାଦରେ ତୁଳସୀ ଚଢାଇ ଭଗବାନ ଭାବେ ଚାଲିଛି ପୂଜାର୍ଚ୍ଚନା। ରୋଜଗାର ପାଇଁ ଏହି ପିଲାଟିକୁ ତାର ବାପା ମା ଏହିଭଳି ଭଗବାନ ଭାବେ ସଜାଇଥିବା ଅଭିଯୋଗ କରିଛନ୍ତି ରାଜ୍ୟ ସମାଜସେବୀ ମହାସଂଘ। ପିଲାଟିର…
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୫ ମାଓବାଦୀ

ନୂଆଦିଲ୍ଲୀ: ଛତିଶଗଡ଼ରେ ଯବାନଙ୍କୁ ମିଳିଛି ବଡ଼ ସଫଳତା। କୋମ୍ବିଂ ଅପରେସନ ବେଳେ ଯବାନଙ୍କ ଗୁଳିରେ ନିପାତ ହୋଇଛନ୍ତି ୫ ମାଓବାଦୀ। ଛତିଶଗଡ଼ର କାଙ୍କେର-ନାରାୟଣପୁର ସୀମାନ୍ତ ଜଙ୍ଗଲରେ ଶନିବାର ଏହି ଗୁଳିବିନିମୟ ଘଟିଛି। ଘଟଣାସ୍ଥଳରେ ଯବାନମାନେ ଏକ ମାଓବାଦୀ ଶିବିର ଠାବ କରିବା ସହିତ ସେଠାରୁ…
Read More...

ଓଡିଶାରେ ସମସ୍ତ ନିର୍ମାଣ କାମରେ ଓଡିଶାର ଶ୍ରମିକ କାମ କରିବେ

ଭୁବନେଶ୍ୱର: ଓଡିଶା ରେ ସମସ୍ତ ନିର୍ମାଣ କାମରେ ଓଡିଶା ର ଶ୍ରମିକ କାମ କରିବା ପ୍ରସଙ୍ଗ । ସେ ବିଷୟରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି। ବହୁତ ଶୀଘ୍ର ଏ ବିଷୟରେ ନିଷ୍ପତି ନେବାକୁ ଚାହୁଁଛୁ।  ଓଡିଶା ରେ ହେଉଥିବା ସମସ୍ତ ନିର୍ମାଣ କାମ ସରକାରୀ ହେଉ ବା ବେସରକାରୀ ସ୍ତରରେ ନିର୍ମାଣ ହେଉଥିବା…
Read More...

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ବେଣ୍ଟି ଶୃଙ୍ଖଳା ଜିତିଲା ଭାରତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ବେଣ୍ଟି ଶୃଙ୍ଖଳାକୁ ଭାରତ ୩-୧ରେ ଜିତି ନେଇଛି। ଶେଷ ମ୍ୟାଚରେ ରେକର୍ଡ ବର୍ଷା ସହ ୧୩୫ ରନରେ ମ୍ୟାଚକୁ ଜିତି ନେଇଛି ଭାରତ। ଭାରତର ୨୮୩ ରନ୍ ଜବାବରେ ଦକ୍ଷିଣ ଆଫ୍ରିକା ୧୪୮ ରନରେ ଅଲଆଉଟ ହୋଇଥିଲା। ଟସ୍ ଜିତି ପ୍ରଥମେ ଭାରତ ବ୍ୟାଟିଂ କରିଥିଲା।…
Read More...

ଆଗକୁ OMFEDକୁ ସୃଦୁଢ଼ କରିବା ସହ କ୍ୱାଲିଟି କ୍ଵାଣ୍ଟିଟିରେ କମ୍ପାରମାଇଜ କରାଯିବନି

ଭୁବନେଶ୍ୱର: OMFED ର ସମୀକ୍ଷା ବୈଠକ | OMFED ହେଉଛି ଓଡ଼ିଶାର ଅସ୍ମିତା |ଆଗାମୀ ଦିନ ରେ OMFED କୁ ସୃଦୁଢ଼ କରିବା ସହ କ୍ୱାଲିଟି କ୍ଵାଣ୍ଟିଟି ରେ କମ୍ପାରମାଇଜ କରାଯିବନି | ପ୍ଲାଣ୍ଟ ଗୁଡିକରେ ସିସିଟିଭି ଲାଗିବ | ରାଜ୍ୟରେ ଖୋଲିବ ନୂଆ 3 ଟି କ୍ଷୀର ପ୍ଲାଣ୍ଟ| ସମ୍ବଲପୁର, ଗଞ୍ଜାମ ଓ…
Read More...

ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରା ଆୟୋଜନର ଅବ୍ୟବସ୍ଥା: ରାଗିଲେ ମୁଖ୍ୟମନ୍ତ୍ରୀ

କଟକ: ଆରମ୍ଭ ହୋଇଯାଇଛି କଟକର ଐତିହାସିକ ବାଲିଯାତ୍ରା । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୩ଟି ଦେଶର ରାଷ୍ଟ୍ରଦୂତ ଓ ବୈଦେଶିକ ବ୍ୟାପାର ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। କିନ୍ତୁ ଗତ କାଲି ଉଦ୍ଘାଟନୀ…
Read More...