ଡିସେମ୍ବର ୩ ତାରିଖରୁ ୫ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର : ଓଡିଶା ଆସିବେ ମହାମହିମ । ଡିସେମ୍ବର ୩ ତାରିଖରୁ ୫ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ଡିସେମ୍ବର ୩ରୁ ୭ ମଧ୍ୟରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେଇ ଦିଲ୍ଲୀ ପ୍ରତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ନୂଆଦିଲ୍ଲୀରୁ ଏକ…
Read More...

୨୯ ବର୍ଷ ପରେ ଏଆର୍ ରହମାନଙ୍କୁ ଛାଡପତ୍ର ଦେଲେ ପତ୍ନୀ ସାଇରା

ମୁମ୍ବାଇ: ଏ.ଆର୍.ରେହମାନ ତାଙ୍କୁ କିଏ ବା ନଜାଣେ । କେବଳ ଭାରତ କାହିଁକି ପୂରା ବିଶ୍ୱରେ ଆଜି ସେ ନିଜର ସଙ୍ଗୀତ ପାଇଁ ପରିଚିତ । ବର୍ଷ ବର୍ଷ ଧରି ନିରନ୍ତର କଠିନ ପରିଶ୍ରମ, ତ୍ୟାଗ ଆଜି ତାଙ୍କୁ ଏପରି ସ୍ତରରେ ଆଣି ପହଞ୍ଚାଇଛି । ସମୟ ଥିଲା ଯେତେବେଳେ ତାଙ୍କୁ ନିଜର ଷ୍ଟୁଡ଼ିଓ କରିବାକୁ…
Read More...

ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତ ଗିରଫ

କଟକ:କଟକ ଜିଲ୍ଲା ବାରଙ୍ଗ ଥାନା ତ୍ରିଶୁଳିଆ ଅଞ୍ଚଳରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଗୁରୁତର ଶିଶୁକନ୍ୟାକୁ ଶିଶୁକୁ କଟକ ଶିଶୁଭବନ ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ କୈଳାସ ହେମ୍ରମକୁ ବାରଙ୍ଗ…
Read More...

ଧାଡିରେ ରହି ମଦଦାନ ସାବ୍ୟସ୍ତ କରୁଛନ୍ତି ମହାରାଷ୍ଟ୍ର ବାସୀ

ମୁମ୍ବାଇ:ମତ ସାବ୍ୟସ୍ତ କରୁଛି ମହାରାଷ୍ଟ୍ର । ଆଜି ସକାଳ ୭ଟାରୁ ସମସ୍ତ ୨୮୮ ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି । ଧାଡିରେ ରହି ମଦଦାନ ସାବ୍ୟସ୍ତ କରୁଛନ୍ତି ଜନତା । ୨୮୮ ଆସନରେ ମୋଟ ୧୫୮ ଦଳ ରହିଛନ୍ତି । ୯.୭୦ କୋଟି ଭୋଟର ସେମାନଙ୍କ ନେତା ବାଛୁଛନ୍ତି। ୨୮୮ ଆସନ ବିଶିଷ୍ଟ…
Read More...

ବନ୍ଧୁକ ମୁନରେ ଗହଣା ଦୋକାନୀ ଠାରୁ ୨୫ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ

ଯୋଡ଼ା / ରମେଶ ଚନ୍ଦ୍ର ମହାପାତ୍ର : ବନ୍ଧୁକ ମୁନରେ ଗହଣା ଦୋକାନୀଙ୍କ ଠାରୁ ଲୁଟ। ଚମ୍ପୁଆ ଥାନା  ଉର୍ତ୍ତୀ ଛକ ନିକଟରେ ଜୁଏଲାରୀ ଦୋକାନୀ ଙ୍କ ନିକଟରୁ ପ୍ରାୟ ୨୫ଲକ୍ଷ ଟଙ୍କାର ଗହଣା ଅଳଙ୍କାର ଲୁଟ ହୋଇଥିବା ଜଣାପଡିଛି।  ସୂଚନା ଅନୁଯାୟୀ, ଉର୍ତ୍ତୀ ଛକରେ ଗହଣା ଦୋକାନ କରିଥିବା ଓମ୍…
Read More...

ଦାନା କ୍ଷୟକ୍ଷତି ଆକଳନ ପାଇଁ ଆସିବ କେନ୍ଦ୍ରୀୟ ଟିମ

ଭୁବନେଶ୍ୱର:  ଦାନା କ୍ଷୟକ୍ଷତି ଆକଳନ ପାଈଁ ଆସିବ କେନ୍ଦ୍ରୀୟ ଟିମ । 24 ରେ ଆସିବେ କେନ୍ଦ୍ରୀୟ ଟିମ । 27 ଯାଏଁ ଓଡିଶାର ପ୍ରଭାବିତ ଜିଲ୍ଲା ଗୁଡିକ ବୁଲି ଦେଖିବେ । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ।ଭାରତ ସରକାରଙ୍କ ଯୁଗ୍ମ ସଚିବ ପିକେ ରାୟଙ୍କ ନେତୃତ୍ୱରେ 7 ଜଣିଆ ଟିମ ଆସିବେ ।…
Read More...

ନିରାମୟ ଖୋଲା ନଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର:  24 ଘଣ୍ଟା ଖୋଲା ରହିବ ନିରାମୟ ।  ଏହାର ଯେପରି ଖିଲାପ ନ ହୁଏ, ସେଥିପାଇଁ ସ୍କୁଆର୍ଡ ଗଠନ କଲା ସାଧାରଣ ଉଦ୍ୟୋଗ ବିଭାଗ । ସେମାନେ ଅଚାନକ ନିରାମୟ ପରିଦର୍ଶନ କରିବେ । ନିରାମୟ ଖୋଲା ନଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଔଷଧ ନିଗମର ସମୀକ୍ଷା ବୈଠକର ଏହି ନିର୍ଦେଶ ଦେଇଛନ୍ତି…
Read More...

ହରିଣ ଶିକାର ଅଭିଯୋଗରେ ୩ଅଭିଯୁକ୍ତଙ୍କୁ ଗିରଫ କଲା ବନ ବିଭାଗ

ଯୋଡ଼ା / ରମେଶ ଚନ୍ଦ୍ର ମହାପାତ୍ର: ହରିଣ ଶିକାର ଅଭିଯୋଗରେ ୩ଅଭିଯୁକ୍ତ ଙ୍କୁ ଗିରଫ କଲା ବନ ବିଭାଗ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜ ଅନ୍ତର୍ଗତ ସିଦ୍ଧମଠ ଜଙ୍ଗଲରେ । ହରିଣ ଶିକାର କରିବା ଅଭିଯୋଗରେ ବନ ବିଭାଗ ୩ ଅଭିଯୁକ୍ତ ଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ…
Read More...

ବରଗଡରେ ଖୋଲିଲା ଧାନମଣ୍ଡି: ଧାନ କିଣା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଖୋଲିଲା ଧାନମଣ୍ଡି । ଯୋଗାଣମନ୍ତ୍ରୀ କୃଷ୍ଣ ପାତ୍ର ପୂଜାର୍ଚ୍ଚନା କରି ଆରମ୍ଭ କଲେ ଧାନ କିଣା ପ୍ରକ୍ରିୟା । ବରଗଡ଼ ସୋହେଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କାର୍ୟ୍ୟକ୍ରମ । ଧାନ ମଣ୍ଡି ଖୋଲିବା ଅବସରରେ ମନ୍ତ୍ରୀ କହିଲେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ, ଚାଷୀଙ୍କ ପାଇଁ…
Read More...

୬ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଘଟଣା: ଥାନାରେ ଅଭିଯୋଗ

କଟକ: କଟକ ବାରଙ୍ଗ ଥାନା ତ୍ରିଶୁଳିଆ ଅଞ୍ଚଳରେ ଲଜ୍ଜାଜନକ ଘଟଣା ଘଟିଛି । ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଗୁରୁତର ନାବାଳିକାକୁ ଉଦ୍ଧାର କରାଯାଇ ଶିଶୁ ଭବନର ଆଇସିୟୁରେ ଭର୍ତ୍ତି କରାଯାଇଛି। । ଏନେଇ ଥାନାରେ ପରିବାର ପକ୍ଷରୁ ମାମଲା କରାଯାଇଛି । ସୂଚନା ଅନୁସାରେ ବାରଙ୍ଗ…
Read More...