ଡ୍ରଗ୍ସ କାରବାରର ହେବ ମୂଳପୋଖ : ମନ୍ତ୍ରୀ

ଭୁବନେଶ୍ୱର:  ଚୋରା ମଦ କାରବାର ପାଇଁ ଶୂନ୍ୟ ସହନ ସିଲତା ନୀତି। କଠୋର ପଦକ୍ଷେପ ନିଆଯିବ।  ଅବକାରୀ ନୀତି ରେ କିଛି ସଂସ୍କାର ଆଣିବା ଲାଗି ବିଚାର ବିମର୍ଶ ଚାଲିଛି। drug କାରବାର ପାଇଁ NCB ଓ Excise ବିଭାଗ ମିଳିତ ଭାବେ କାମ କରିବେ। ନିଜ ଛାଇ କୁ ଦେଖିଲେ ଡରୁଛି ବିଜେଡ଼ି। ବିଜୁ ବାବୁ…
Read More...

ପ୍ରକାଶ ପାଇଲା OTET ୨୦୨୪ ରେଜଲ୍ଟ

ଭୁବନେଶ୍ୱର : ପ୍ରକାଶ ପାଇଛି ଓଟିଇଟି ଫଳାଫଳ । www.bseodisha.ac.inରେ ରେଜଲ୍ଟ  ଉପଲବ୍ଧ ହେବ । ମାଧ୍ୟମିକ ଶିକ୍ଷା ପରିଷଦ କରୁଛି ଏହି ଶିକ୍ଷକ ଯୋଗ୍ୟତା ପରୀକ୍ଷା । କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ୱେବସାଇଟରୁ ଡାଉନଲୋଡ଼ କରି ପାରିବେ ଡିଜିଟାଲ ସାର୍ଟିଫିକେଟ । ସମସ୍ତ…
Read More...

ସୁରକ୍ଷାକର୍ମୀ – ମାଓବାଦୀ ମୁହାଁମୁହିଁ : ୧୦ ମାଓବାଦୀ ନିପାତ

ଛତିଶଗଡ଼: ଛତିଶଗଡ଼ରେ ସୁରକ୍ଷାକର୍ମୀ – ମାଓବାଦୀ ଙ୍କ ମଧ୍ୟରେ ଗୁଳିବିନିମୟ । ଯବାନଙ୍କ ଗୁଳିରେ ୧୦ ମାଓବାଦୀ ନିପାତ । କଣ୍ଟା , ଭେଜି ଅଞ୍ଚଳରେ ଗୁଳିବିନିମୟ । ୩ ଟି ଅଟୋମେଟିକ ବନ୍ଧୁକ ସମେତ ଅନେକ ଅସ୍ତ୍ରଶସ୍ତ୍ର ଜବତ । ଡିଆରଜି ପକ୍ଷରୁ ସର୍ଚ୍ଚ ଅପରେସନ ନେଇ ସୂଚନା । ସୂଚନା ଅନୁଯାୟୀ ,…
Read More...

ଆଜି ଠାରୁ ସମ୍ବଲପୁରରେ ଆରମ୍ଭ ହୋଇଯାଇଛି ଧାନ କିଣା

ସମ୍ବଲପୁର : ସମ୍ବଲପୁରରେ ଆରମ୍ଭ ହୋଇଯାଇଛି ଚଳିତ ଖରିଫ ଋତୁ ପାଇଁ ଧାନ କିଣା । ବରେଇପାଲି ମଣ୍ଡିରେ ପୂଜାର୍ଚ୍ଚନା ପରେ ଚାଷୀଙ୍କଠାରୁ କିଣାଯାଉଛି ଧାନ । ଏ ବର୍ଷ ଚାଷୀମାନେ ଧାନ କ୍ବିଣ୍ଟାଲ ପିଛା ୩୧ ଶହ ଟଙ୍କା ପାଇବେ। ପ୍ରଥମେ ୨୩ ଶହ ଟଙ୍କା ଏବଂ ଏହାର ୪୮ ଘଣ୍ଟା ଭିତରେ ୮୦୦ ଟଙ୍କା…
Read More...

ସୁନ୍ଦରଗଡରେ ଗଣହତ୍ୟା : ୭ ଅଭିଯୁକ୍ତ ଗିରଫ

ସୁନ୍ଦରଗଡ଼: ସୁନ୍ଦରଗଡରେ ଗଣହତ୍ୟା ମାମଲା । ଧରାପଡିଲେ ୭ ଅଭିଯୁକ୍ତ । କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡିଶା ଆଣିଲା ପୋଲିସ । ଅକ୍ଟୋବର ୨୯ ବିଭସ ହତ୍ୟାକାଣ୍ଡ ହୋଇଥିଲା । ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ହତ୍ୟାକାଣ୍ଡ ହୋଇଥିଲା । ସୋଇଥିଲା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା…
Read More...

ଅନଲାଇନ୍ ଟ୍ରେଡିଂ ଜରିଆରେ କରୁଥିଲେ ଠକେଇ , ଧରିଲା ପୋଲିସ

ଭୁବନେଶ୍ୱର:  ସାଇବର ଠକେଇ ଟଙ୍କାରେ ଫିଲ୍ମ କରିବା ନିଶା । ଅନଲାଇନ୍ ଟ୍ରେଡିଂ ଜରିଆରେ ଠକେଇ କରୁଥିବା ଏକ୍ ସାଇବର ଠକକୁ ତାମିଲନାଡୁରୁ ଗିରଫ କରିଛି କମିଶନରେଟ ପୋଲିସର ସାଇବର ଟିମ୍ । ଗିରଫ ଅଭିଯୁକ୍ତ ହେଲେ ତାମିଲନାଡୁର ଚେନ୍ନାଇରେ ରହୁଥିବା ପ୍ରକାଶ ଏମ୍ କୁ ଗିରଫ କରିଛି ପୋଲିସ । ଏକ୍…
Read More...

ପାକିସ୍ତାନରେ ଆତଙ୍କବାଦୀଙ୍କ ଆକ୍ରମଣ: ୧୨ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପାକିସ୍ତାନରେ ଆତଙ୍କବାଦୀଙ୍କ ବଡ଼ଧରଣର ଆକ୍ରମଣ । ଖୈବର ପଖତୁନଖ୍ୱାରରେ ଥିବା ସେନା ପୋଷ୍ଟ ଉପରେ ଆକ୍ରମଣ କରିବା ଫଳରେ ୧୨ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ପାକିସ୍ତାନ ତାଲିବାନରୁ ବାହାରିଥିବା ହାଫିଜ ଗୁଲ ବାହାଦୁର ସଂଗଠନ ।…
Read More...

ନିଜର ମତସାବ୍ୟସ୍ତ କରିଛନ୍ତି ମହାନ କ୍ରିକେଟର ସଚିନ ତେନ୍ଦୁଲକର

ଭୋଟ ଦେଉଛି ମହାରାଷ୍ଟ୍ର । ବାଛୁଛନ୍ତି ନିଜର ପ୍ରତିନିଧି ।ଏହାରି ଭିତରେ ମହାନ କ୍ରିକେଟର ସଚିନ ତେନ୍ଦୁଲକର ମୁମ୍ବାଇର ଏକ ମତଦାନ କେନ୍ଦ୍ରକୁ ଯାଇ ନିଜର ମତସାବ୍ୟସ୍ତ କରିଛନ୍ତି । ପତ୍ନୀ ଅଞ୍ଜଳି ଓ ଝିଅ ସାରାଙ୍କ ସହ ତେନ୍ଦୁଲକର ମତଦାନ କେନ୍ଦ୍ରରେ ଜଲଦି ପହଞ୍ଚି ଯାଇଥିଲେ । ଏହା ସହିତ ସେ…
Read More...

ଫେବୃଆରୀ ୧୮ ତାରିଖରୁ ଯୁକ୍ତ ୨ ଥିଓରୀ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: +2 ପରୀକ୍ଷା ପାଇଁ ତାରିଖ ଘୋଷଣା |18 ଫେବୃଆରୀ 2025 ତାରିଖ ରୁ ଆରମ୍ଭ ହେବ ପରୀକ୍ଷା | ଫେବୃଆରୀ ୧୮ ତାରିଖରୁ ଯୁକ୍ତ ୨ ଥିଓରୀ ପରୀକ୍ଷା ଆରମ୍ଭ ହେବ ।  ଏନେଇ  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସିଲା ପରୀକ୍ଷା ସୂଚନା । କଳା, ବିଜ୍ଞାନ , ବାଣିଜ୍ୟ ଓ ଧନ୍ଦାମୂଳକ…
Read More...

ଜମି କିଣାବିକାରେ ସ୍ୱଚ୍ଛତା ପାଇଁ ସରକାରଙ୍କ ବଡ ପଦକ୍ଷେପ

ଭୁବନେଶ୍ୱର:  ଜମି କିଣାବିକାରେ ସ୍ୱଚ୍ଛତା ପାଇଁ ସରକାରଙ୍କ ବଡ ପଦକ୍ଷେପ ।  ସବ ରେଜିଷ୍ଟର ଅଫିସରେ ହଟିବ ଦୁର୍ନୀତି ।  217 ସବ ରେଜିଷ୍ଟର ଅଫିସରେ ଲାଗିବ ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ ।  ପ୍ରତି ସବରେଜିଷ୍ଟାର ଅଫିସରେ ଲାଗିବ 6 ଟି ସିସିଟିଭି କ୍ୟାମେରା ଲାଗିବ ।  ପୁରା କାର୍ଯ୍ୟାଳୟ ଏବଂ…
Read More...