କାର ଭିତରେ ଜେଇଙ୍କ ସନ୍ଦେହଜନକ ମୃତ୍ୟୁ: ଉଦ୍ଧାର ହୋଇଛି ମୃତଦେହ

ବରଗଡ଼: କାର ଭିତରେ ଜେଇଙ୍କ ସନ୍ଦେହଜନକ ମୃତ୍ୟୁ । କାର ଭିତରୁ ବରପାଲି ବ୍ଲକ୍ ର ଜେଇ ଚନ୍ଦ୍ରଶେଖର ଝାଡ଼ିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ହଳଦୀପାଲି ଛକରେ ଛିଡା ହୋଇଥିବା ତାଙ୍କ କାର୍ ଭିତରୁ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ବରଗଡ଼ରୁ ବରପାଲି ବ୍ଲକକୁ ବାହାରିଥିଲେ ଚନ୍ଦ୍ରଶେଖର ଝାଡିଆ । …
Read More...

କୃଷି ଓଭର୍‍ସିଅର ମାନଙ୍କ ମାସିକ ଗସ୍ତଭତ୍ତା ୪୫୦ ଟଙ୍କାରୁ ୧୫୦୦ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର : କୃଷି ଓଭର୍‍ସିଅର ମାନଙ୍କ ମାସିକ ଗସ୍ତଭତ୍ତା ୪୫୦ ଟଙ୍କାରୁ ୧୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, କୃଷି ଓଭର୍‍ସିଅର ମାନଙ୍କୁ ଅତି କମରେ ୨୦ ଦିନ ଗସ୍ତ କରିବାକୁ ପଡ଼ିଥାଏ ।…
Read More...

ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢାଉ ମାମଲା: ଶୁଣାଣି ଶେଷ

କଟକ : ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢାଉ ମାମଲାରେ ହାଇକୋର୍ଟରେ ଆବେଦନର ଶୁଣାଣି ଶେଷ ହୋଇଛି । ହାଇକୋର୍ଟ ରାୟ ସଂରକ୍ଷିତ ରଖିବା ସହ ବିଷ୍ଣୁପଦ ସେଠୀଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଛି । ପୂର୍ବରୁ କଠୋର ପଦକ୍ଷେପ ନନେବା ଲାଗି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ…
Read More...

ଷ୍ଟେଟମେଣ୍ଟ ବଦଳାଇଦେଲେ ଡୋନାଲ୍ଡ ଟ୍ରମ୍ପ

ଷ୍ଟେଟମେଣ୍ଟ ବଦଳାଇଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପୂର୍ବରୁ ଭାରତ-ପାକିସ୍ତାନ ସିଜଫାୟରକୁ ନେଇ ଦେଇଥିବା ଷ୍ଟେଟମେଣ୍ଟକୁ ଏବେ ବଦଳାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଭାରତ-ପାକିସ୍ତାନ ବିବାଦରେ ସେ ମଧ୍ୟସ୍ଥି କରିନଥିବା କହିଛନ୍ତି  । ଏବଂ ସେ ଏହି ଦୁଇ ଦେଶ ମଧ୍ୟରେ ଥିବା…
Read More...

ପୁଣି ଆମ ବସ୍ ଦୁର୍ଘଟଣା: ଶିଶୁ ମୃତ, ମା’ ବାପା ଗୁରୁତର

ଖୋର୍ଦ୍ଧା:  ପୁଣି ଆମ ବସ ନେଲା ଜୀବନ । ବାଇକ୍ କୁ ଧକ୍କା ଦେଲା ଆମ ବସ୍ ।   ଆମ ବସ ଦୁର୍ଘଟଣାରେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ବାପା ମାଆ ଗୁରୁତର   ।  ଏଭଳି ଘଟଣା ଦେଖିବାକୁ ମଳିଛି ଖୋର୍ଦ୍ଧା ଜିଲ୍ଲା  ପୁବୁସାହି ନିକଟ ବରସାହି ରାସ୍ତାରେ । ବାଇକରେ ଶିଶୁକୁ ନେଇ ବାପା ମାଆ ଯିବା ବେଳେ…
Read More...

ସୁପ୍ରିମକୋର୍ଟଙ୍କୁ ୧୪ ପ୍ରଶ୍ନ ପଚାରିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ କ୍ଷମତା ନେଇ ବିତର୍କର ଅବସାନ ଘଟି ନଥିବାବେଳେ ରାଷ୍ଟ୍ରପତି ଏନେଇ ଉଠାଇଛନ୍ତି ୧୪ ପ୍ରଶ୍ନ। ଜଷ୍ଟିସ ବି.ଆର. ଗବାଇ ସିଜେଆଇ ଭାବେ ଦାୟିତ୍ବ ନେବା ପରେ ଏବେ ଏସବୁ ପ୍ରଶ୍ନ ନେଇ ତାଙ୍କର ଭୂମିକା କ’ଣ ରହିବ ତାହା  ଉପରେ ସମସ୍ତଙ୍କ ନଜର ରହିଛି।…
Read More...

୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୩,୯୩୦ ଟଙ୍କା

ଭୁବନେଶ୍ୱର: କିଛି ଦିନ ହେବ ସୁନା ଦରରେ ଲାଗିଥିଲା ନିଆଁ । କିନ୍ତୁ ଆଜି ଗ୍ରାହକଙ୍କୁ ମିଳିଛି ସାମନ୍ୟ ଆଶ୍ୱସ୍ତି । କାରଣ ବାଜାରରେ କମିଛି ସୁନା ଦର ।  ମେ’ ୧୫ ଅର୍ଥାତ୍‌ ଗୁରୁବାର ପ୍ରାୟ ସୁନା ଦର ୨ ହଜାର ଟଙ୍କା ହ୍ରାସ   ହୋଇଥିବା ସୂଚନା ରହିଛି । ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦…
Read More...

ଚଳିତ ବର୍ଷ ଶେଷ ସୁଦ୍ଧା କଟକ – ସମ୍ବଲପୁର ରାସ୍ତା କାମ ଶେଷ ହେବ :  ମନ୍ତ୍ରୀ

ଭୁବନେଶ୍ବର:  ଚଳିତ ବର୍ଷ ଶେଷ ସୁଦ୍ଧା କଟକ - ସମ୍ବଲପୁର ରାସ୍ତା କାମ ଶେଷ ହେବ କହିଲେ  ପୂର୍ତ୍ତ ମନ୍ତ୍ରୀ |  ସେ କହିଛନ୍ତି  କଟକ - ସମ୍ବଲପୁର ରାସ୍ତା ଶେଷ ପର୍ଯ୍ୟାୟରେ | ସେଥିରେ ଯେଉଁ ଏଜେନ୍ସି କାମ କରିଥିଲା, ସେ ଏଜେନ୍ସି ଆର୍ଥିକ ଦୁର୍ବଳ କାରଣରୁ ବିଳମ୍ବ ହୋଇଥିଲା | କିଛି ଭିଓପି…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଣ୍ଡିଆନ୍ ଷ୍ଟିଲ ଆସୋସିଏସନ୍‌ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ

ଭୁବନେଶ୍ବର:    ଲୋକସଭା ଭବନ ରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଇଣ୍ଡିଆନ୍ ଷ୍ଟିଲ ଆସୋସିଏସନ୍‌ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ।  ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା ରେ ଅଧିକ ଲୁହା ପଥର ଉତ୍ପାଦନ ଓ ଷ୍ଟିଲ କମ୍ପାନୀ ଗୁଡିକୁ ସୁବିଧାରେ ଲୁହା ପଥର ଯୋଗାଣ ଉପରେ ଗୁରୁତ୍ୱାରୋପ କରିଛନ୍ତି…
Read More...

ପୁଅ ଓ ଝିଅକୁ ବିଷ ଦେଇ ନିଜେ ବିଷ ପିଇ ଦେଲା ବାପା

ଗଜପତି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଓଡିଆ ପାରଳା ସାହିରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଅଝିଅଙ୍କୁ ବିଷ ଦେଇ ବାପା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ୮ ବର୍ଷୀୟ ପୁଅ ବିଜୟାନନ୍ଦଙ୍କ ପାରଳାଖେମୁଣ୍ଡି ମେଡିକାଲରେ ଓ ୧୨ବର୍ଷୀୟା ଝିଅ ପ୍ରିୟଦର୍ଶିନୀ ଏବଂ ବାପା ଶୁଭାଶିଷ…
Read More...