ମହାପ୍ରସାଦ ନାଁରେ ଖଜା ବିକ୍ରି କଲେ ନିଆଯିବ କାଯ୍ୟାନୁଷ୍ଠାନ

ପୁରୀ: ଶ୍ରୀମନ୍ଦିର ବାହାରେ  ମହାପ୍ରସାଦ ନାଁରେ ଖଜା ବିକ୍ରି କଲେ ନିଆଯିବ କାଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । କହିଛନ୍ତି ବଡ ଦାଣ୍ଡରେ  କିଛି ବ୍ୟବସାୟୀ  ମହାପ୍ରସାଦ ନାମରେ ଖଜା ବିକ୍ରି କରୁଛନ୍ତି । ଏହା ସମ୍ପୁର୍ଣ ଭୁଲ ।  ଏଥିରୁ…
Read More...

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ମନୋଜ ସାହୁଙ୍କୁ ନିଯୁକ୍ତି

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ବ୍ୟକ୍ତିଗତ ସଚିବ ଭାବେ ମନୋଜ ସାହୁଙ୍କୁ ନିଯୁକ୍ତି । ମନୋଜ ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ୨୦୦୬ ବ୍ୟାଚର ଆଇଏଏସ ହେଉଛନ୍ତି  ମନୋଜ ସାହୁ ।  ନିକଟରେ ଇଣ୍ଟର କ୍ୟାଡରରେ ଡେପୁଟେସନରେ ଓଡିଶାକୁ ଆସିଥିଲେ । ପୂର୍ବରୁ  ମଧ୍ୟ…
Read More...

ପ୍ରବାସୀ ଭାରତୀୟ ଦିବସରେ ପ୍ରବାସୀ ଅତିଥି ମାନଙ୍କୁ ସ୍ମରଣୀୟ ଆତିଥ୍ୟସେବା ପ୍ରଦାନ କରିବାକୁ ବିଡ଼ିଏର ସ୍ଵତନ୍ତ୍ର…

ଭୁବନେଶ୍ୱର:  ଜାନୁୟାରୀ ୮ରୁ ୧୦ ତାରିଖ ଯାଏ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ୧୮ତମ ପ୍ରବାସୀ ଭାରତୀୟ ଦିବସ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ଆୟୋଜନ କରାଯାଉଛି। ପ୍ରବାସୀ ଅତିଥି ମାନଙ୍କୁ ସ୍ମରଣୀୟ ଆତିଥ୍ୟସେବା ପ୍ରଦାନ କରିବାକୁ ବିଡ଼ିଏ ସ୍ଵତନ୍ତ୍ର ବ୍ଲୁ ପ୍ରିଣ୍ଟ…
Read More...

ଚତୁରଙ୍ଗକୁ ଆହୁରି ପାଠକାଭିମୁଖୀ କରାଯିବାକୁ ଆହ୍ବାନ

ବଲାଙ୍ଗୀର :  ଜିଲ୍ଲା ସଂସ୍କୃତି ଭବନଠାରେ ଆୟୋଜିତ ଚତୁରଙ୍ଗ ନବପ୍ରକାଶର ୯ମ ଓ ୧୦ମ ସଂଖ୍ୟାର ପାଠକାର୍ପଣ ସମାରୋହ,  କୋଶଳ କଳାମଣ୍ଡଳ  ପରିଚାଳନା ସମିତି ସଦସ୍ୟ ପ୍ରଫେସର ମଧୁସୂଦନ ପତିଙ୍କ ସଭାପତିତ୍ୱରେ  ଅନୁଷ୍ଠିତ ହୋଇଛି  । ଏଥିରେ  ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ବିଜୟାନନ୍ଦ…
Read More...

ବାଣ କାରଖାନାରେ ବିସ୍ଫୋରଣ: ୬  ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଚେନ୍ନାଇର ଏକ ବାଣ କାରଖାନାରେ ବିସ୍ଫୋରଣ ଯୋଗୁଁ ୬  ଜଣଙ୍କ ମୃତ୍ୟୁ ହୋଇଛି । ବୀରୁଧୁନଗର ଜିଲ୍ଲା ସତୁର ଅଞ୍ଚଳରେ ଥିବା  କାରଖାନାରେ ବିସ୍ଫୋରଣ ହୋଇଛି । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ଉଦ୍ଧାର ପାଇଁ ଉଦ୍ୟମ  ଜାରି ରହିଛି । ବିସ୍ଫୋରଣରେ ଆହୁରି…
Read More...

ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକ ମାନଙ୍କ ନିକଟରେ ଓଡିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର: ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଏ ସମ୍ପର୍କରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ପ୍ରସ୍ତୁତି ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନ କରି ଜଣାଇଛନ୍ତି ।  ସମସ୍ତ କାର୍ଯ୍ୟକ୍ରମକୁ ତୃଟିଶୂନ୍ୟ…
Read More...

କାଲିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ସାତକୋଶିଆ

ଅନୁଗୁଳ : କାଲିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ସାତକୋଶିଆ। ୬ ତାରିଖରୁ କୁମ୍ଭୀର ଗଣନା ଆରମ୍ଭ ହେବାକୁ ଥିବାରୁ ଉଭୟ ପର୍ଯ୍ୟଟକ ଓ ମତ୍ସ୍ୟଜୀବୀଙ୍କୁ ସାତକୋଶିଆ ମନା ରହିଛି। ୬, ୭ ଏବଂ ୮ ତାରିଖ ୩ ଧରି ସାତକୋଶିଆରେ କୁମ୍ଭୀର ଗଣନା ହେବ। ସେହିପରି ପକ୍ଷୀ ଗଣନା ପାଇଁ ୧୭ ଓ ୧୮ ତାରିଖ ପାଇଁ…
Read More...

ପ୍ରାର୍ଥୀ ଘୋଷଣା କରିଛି ବିଜେପି: କେଜ୍ରି ୱାଲଙ୍କ ବିରୋଧରେ  ପରଭେଶ ବର୍ମାଙ୍କୁ ଟିକେଟ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପ୍ରଥମ ପଯ୍ୟାୟରେ ୨୯ ଜଣଙ୍କ ନାଁ ଘୋଷଣା ହୋଇଛି ।  ଦିଲ୍ଲୀ ନିର୍ବାଚନ ପାଇଁ ବିଜେପି ୨୯ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିବା ବେଳେ ପୂର୍ବତନ ଲୋକସଭା ସାଂସଦ ପ୍ରବେଶ ବର୍ମା ନୂଆଦିଲ୍ଲୀ ଆସନରୁ ଆପ…
Read More...

ଭାରତୀୟ ପରମାଣୁ ବିଜ୍ଞାନୀ ଆର୍ . ଚିଦାମ୍ବରମଙ୍କ ବିୟୋଗ

ନୂଆଦିଲ୍ଲୀ : ଭାରତୀୟ ପରମାଣୁ ବିଜ୍ଞାନୀ ଆର୍ . ଚିଦାମ୍ବରମଙ୍କ ବିୟୋଗ ହୋଇଛି । ୮୮ ବର୍ଷ ବୟସରେ  ଆଖି ବୁଜିଲେ ଆର୍ . ଚିଦାମ୍ବରମ । ତାଙ୍କର  ପୋଖରାନ ପରୀକ୍ଷଣରେ  ଗୁରୁତ୍ୱପୂର୍ଣ ଭୂମିକା ରହିଛି ।  ସେ ଥିଲେ ଅବଦୁଲ କଲାମଙ୍କର ଘନିଷ୍ଠ ସହେଯାଗୀ । ଏହା ସହିତ ସେ ଥିଲେ ଭାରତ ସରକାରଙ୍କ…
Read More...

୧୪ରୁ ପଯ୍ୟଟକଙ୍କ ପାଇଁ  ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡା :  ୧୪ରୁ ପଯ୍ୟଟକଙ୍କ ପାଇଁ  ଭିତରକନିକା ବନ୍ଦ ରହିବ । କୁମ୍ଭୀର ଗଣନା ପାଇଁ  ୧୪ରୁ  ୨୧ ଯାଏଁ ବନ୍ଦ ରହିବ ଭିତରକନିକା । ପ୍ରଥମ କରି ଭିତରକନିକା ବାହାର ନଦୀନାଳରେ  ମଧ୍ୟ ଗଣନା ହେବ । ଏନେି ସୂଚନା ଦେଲେ ବନଖଣ୍ଡ ଅଧିକାରୀ  ସୁଦର୍ଶନ ଗୋପୀନାଥ  ଯାଦବ ।
Read More...