ବିଜାପୁରରେ  ମାଓ ହମଲା : ୯ ଯବାନ ସହିଦ

ନୂଆଦିଲ୍ଲୀ : ଛତିଶଗଡ ବିଜାପୁରରେ  ବଡ ମାଓ ହମଲା ହୋଇଛି   ।  ମାଓ ହମଲାରେ ୯ ଜଣ ଯବାନ ସହିଦ ହୋଇଛନ୍ତି । ଆଇଇଡି ବିସ୍ଫୋରଣରେ  ଉଡିଲା ଯବାନଙ୍କ ଭ୍ୟାନ । କୁଟରୁ ବେଦ୍ରେ ସଡକରେ ଆଇଇଡି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୯ ଜଣ ଯବାନ ସହିଦ ହୋଇଛନ୍ତି । ତା ସହିତ ବ୍ୟାପକ କ୍ଷୟକ୍ଷତି…
Read More...

ପୂର୍ବତଟ ରେଳ ଜୋନ୍ ର ୱାଲଟିୟର ଡ଼ିଭିଜନ ସମ୍ପର୍କରେ ଚିଠି

ଭୁବନେଶ୍ୱର:  ପୂର୍ବତଟ ରେଳ ଜୋନ୍ ର ୱାଲଟିୟର ଡ଼ିଭିଜନ ସମ୍ପର୍କରେ ପୂର୍ବରୁ ଆପଣଙ୍କୁ ଏକ ପତ୍ର ମାଧ୍ୟମରେ ସମସ୍ତ କଥା ଉଲ୍ଲେଖ କରିଥିଲି । ଏବେ ଜାଣିବାକୁ ପାଇଲି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଆସନ୍ତା ୬ ତାରିଖରେ ୱାଲଟିୟର ଡ଼ିଭିଜନର ଓଡ଼ିଶା ଅଂଶକୁ ନେଇ ଏକ ନୂତନ ରେଳ ଡ଼ିଭିଜନ ରାୟଗଡ଼ା ଠାରେ…
Read More...

ରାୟଗଡ଼ା​‌ ରେଳ ଡିଭିଜନ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ

ରାୟଗଡ଼ା​‌ : ରାୟଗଡ଼ା​‌ ରେଳ ଡିଭିଜନ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦିଲ୍ଲୀରୁ ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଏହାର ଶିଳାନ୍ୟାସ କରିଛନ୍ତି। ଏହା ସହିତ ଏହି ଅବସରରେ ମୋଦୀ ଏକାଧିକ ରେଳ ପ୍ରକଳ୍ପର ମଧ୍ୟ ଉଦଘାଟନ କରିଛନ୍ତି।…
Read More...

ଦରବୃଦ୍ଧି ବିରୋଧରେ ଭୁବନେଶ୍ୱର ରେ ବିଜେଡି ର ବିଶାଳ ବିକ୍ଷୋଭ

ଭୁବନେଶ୍ୱର : ଜୟ ଜଗନ୍ନାଥ , ସମସ୍ତଙ୍କୁ ନମସ୍କାର ଓ ଜୁହାର ବନ୍ଧୁ ଗଣ , ଦର ଵୃଦ୍ଧି ବିରୁଦ୍ଧରେ ବିଜେଡି ଡାକରା ରେ  ଆପଣ ମାନେ ସାରା ଓଡିଶା ରୁ  ଏତେ ଶୀତ ରେ ଭୁବନେଶ୍ୱର ଆସିଛନ୍ତି ।  ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ । ଜୁନ ମାସ ରେ ବିଜେପି ସରକାର ଗଠନ ହେଲା ।  ସାତ ମାସ ହୋଇଗଲା ।…
Read More...

ନିଶାଡୀ ନିକଟରୁ 4 ଟି ଧଳା ଜହର ପୁଡିଆ ଜବତ: ପୋଲିସର ତଦନ୍ତ ଜାରି

ନୟାଗଡ଼ / ରାକେଶ  କୁମାର  ଜଗଦେବ : ଦିନକୁ ଦିନ ଯୁବ ପିଢ଼ି ନିଶା କବଳରେ ପଡି ହେଉଛନ୍ତି ସର୍ବସ୍ୱାନ୍ତ । ଏପରିକି ନିଶା ମାନଙ୍କର ରଜା ଧଳା ଜହର ବା ବ୍ରାଉନ ସୁଗାର କୁ ଆପଣଉଛନ୍ତି ଗାଁ ଗହଳି ର ଯୁବକ ମାନେ । ସେହି ଧଳା ଜହର ଖାଇବାକୁ ଯାଇ ହଟ ହଟା ହୋଇଛନ୍ତି ଜଣେ ନିଶାଡୀ ଯୁବକ ।  …
Read More...

ଗତକାଲି ଠାରୁ ହଠାତ କିଲୋ ପିଛା ୧୦ ଟଙ୍କା ଉଚ୍ଚା ହୋଇଛି ଆଳୁ ଦର

ଭୁବନେଶ୍ୱର:  ବଜାରରେ ପୁଣି ବଢିଛି ଆଳୁ ଦର। ମଝିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ଆଳୁ ଅଟକାଇ ଦେଇଥିବାରୁ ଆଳୁ ଦର ୫୦ ଟଙ୍କା ଯାଏ ବଢିଥିଲା। ହେଲେ ଗତକାଲି ଠାରୁ ହଠାତ ଅତି ଦରକାରୀ ପରିବା ଆଳୁ କିଲୋ ପିଛା ୧୦ ଟଙ୍କା ଉଚ୍ଚା ହୋଇଛି। ପ୍ୟାକେଟ ପିଛା ୪ଶହ ଟଙ୍କା ବଢିବା…
Read More...

ବରଗଡ ଧନୁଯାତ୍ରା ଲାଗି ବଦଳିଲା ସ୍କୁଲ ସମୟ

ବରଗଡ: ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଲାଗି ବଦଳିଲା ସ୍କୁଲ ସମୟ। ସାମ୍ଭାବ୍ୟ ଭିଡ ଏବଂ ଟ୍ରାଫିକ୍ ସମସ୍ୟାକୁ ଆଖି ଆଗରେ ରଖି ଆଜିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ସକାଳ ୮ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ। ୧୩ ତାରିଖ ପରେ ପୂର୍ବପରି ରହିବ ସ୍କୁଲ ସମୟ। ଏ ନେଇ ଚିଠି ଜରିଆରେ…
Read More...

ଶ୍ରୀମନ୍ଦିର ଉପରେ ପୁଣି ଡ୍ରୋନ୍ ଉଡିବାକୁ ନେଇ ଚର୍ଚ୍ଚା

ପୁରୀ / ସଞ୍ଜୟ ମହାପାତ୍ର:   ପୁଣି ନିଷିଦ୍ଧାଞ୍ଚଳରେ ଡ୍ରୋନ।ଶ୍ରୀମନ୍ଦିର ଉପରେ ପୁଣି ଡ୍ରୋନ୍ ଉଡିବାକୁ ନେଇ ଚର୍ଚ୍ଚା । ଶ୍ରୀମନ୍ଦିର ଚୁଡ଼ାର ଉପରି ଭାଗରେ  ପୁଣି ଏକ ଡ୍ରୋନ ଉଡ଼ିବାର ଚିତ୍ର ସାମନା କୁ ଆସିଛି । ନୋ ପ୍ଲାଇଂ ଜୋନରେ ଡ୍ରୋନ ଉଡିବାକୁ ସୁରକ୍ଷା କର୍ମୀ ବା ପୋଲିସ ପାଖରେ ଖବର…
Read More...

ଆଜିଠାରୁ ସାତକୋଶିଆରେ ଆରମ୍ଭ ହେଉଛି କୁମ୍ଭୀର ଗଣନା

ଅନୁଗୁଳ : ଆଜିଠାରୁ ଅନୁଗୁଳ ଜିଲ୍ଲା ସାତକୋଶିଆରେ ଆରମ୍ଭ ହେଉଛି କୁମ୍ଭୀର ଗଣନା । ଏଥିପାଇଁ ପର୍ଯ୍ୟଟକଙ୍କୁ ସାତକୋଶିଆ ବାରଣ। କୁମ୍ଭୀର ଗଣନା ପାଇଁ ଆଜିଠୁ ଆସନ୍ତା ୯ ତାରିଖ ସକାଳ ପର୍ଯ୍ୟନ୍ତ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ…
Read More...

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପ: ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ସମ୍ବିତ୍

ନୂଆଦିଲ୍ଲୀ : ଆଗକୁ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ଏଥିପାଇଁ ବହୁ ଚର୍ଚ୍ଚା , ଆଲୋଚନା , ସମାଲୋଚନା ପରେ ଆଜି ପରିଶେଷରେ ନିଜର ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ଏଥିରେ ୨୯ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଆଉ ଏଥିରେ କେଜ୍ରିୱାଲଙ୍କ ବିପକ୍ଷରେ ପୂର୍ବତନ ଲୋକସଭା…
Read More...