୭୬ତମ  ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ  ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି: ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ଗଜପତି ଷ୍ଟାଡିୟମ୍ ଠାରେ ମହା ସମାରୋହରେ ପାଳିତ ହେବ। ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସଟିକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ନେଇ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ…
Read More...

ଭୁବନେଶ୍ୱରରେ ପହଂଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର:  ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପହଁଚିଲେ ।  ବିମାନ ବନ୍ଦରରୁ ସିଧା ଯିବେ ରାଜଭବନ । ସେଠାରେ ରାତ୍ର ଯାପନ କରିବେ । ଆସନ୍ତାକାଲି ୧୮ତମ ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ…
Read More...

ପ୍ରେସ ମିଟ କରି ହତ୍ୟା କାଣ୍ଡର ଖୁଲାସା କଲେ ଭୁବନେଶ୍ୱର ଡିସିପି

ଭୁବନେଶ୍ୱର :   ଭୁବନେଶ୍ୱର  ସହଦେବ ନାୟକଙ୍କ ହତ୍ୟା ମାମଲାରେ ଭୁବନେଶ୍ୱର ଡିସିପି ପ୍ରେସମିଟରେ ଦେଇଛନ୍ତି  ଅନେକ ସୂଚନା । କହିଛନ୍ତି , ମାଷ୍ଟର ମାଇଣ୍ଡ ଙ୍କ ସହ 5 ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ  ମାମଲା ର ମୁଖ୍ୟ ଅଭିଯୁକ୍ତ ଲଷ୍ମୀଧର ନାୟକ।ହତ୍ୟାକାଣ୍ଡରେ ସହଯୋଗ କରିଥିଲା ରକି…
Read More...

ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କଧାଡି ଦର୍ଶନ ଟ୍ରାଏଲ ରନ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସନ୍ତା ୨୦ ତାରିଖରୁ ଧାଡି ଦର୍ଶନ ଟ୍ରାଏଲ ରନ ହେବ । ମହିଳା ଓ ପୁରୁଷ ଦର୍ଶନାର୍ଥୀଙ୍କ ପାଇଁ ଅଲଗା ଅଲଗା ଧାଡିରେ ଦର୍ଶନ ବ୍ୟବସ୍ଥା ହେବ । ଯେଉଁ ମାନେ ପରିବାର ସହ ଯାଇ ଦର୍ଶନ କରିବାକୁ ଚାହିଁବେ , ସେମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା…
Read More...

ସାଧାରଣ ଲୋକଙ୍କ ପାଇଁ ଆସନ୍ତା ୧୩ ତାରିଖରୁ ଖୋଲିବ ରାଜଭବନ ଉଦ୍ୟାନ

ଭୁବନେଶ୍ବର: ସାଧାରଣ ଲୋକଙ୍କ ପାଇଁ ଆସନ୍ତା ୧୩ ତାରିଖରୁ ଖୋଲିବ ରାଜଭବନ ଉଦ୍ୟାନ । ଓଡ଼ିଶା ରାଜଭବନ ଉଦ୍ୟାନ ଜାନୁଆରୀ ୧୩ ଅର୍ଥାତ୍ ଆସନ୍ତା ସୋମବାରରୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ । ଏହି ଦିନମାନଙ୍କରେ ଯେକୌଣସି ବ୍ୟକ୍ତି ମାଗଣାରେ ରାଜଭବନ ଉଦ୍ୟାନ…
Read More...

୩୧ ଜାନୁଆରୀ ସୁଦ୍ଧା EKYC ନକଲେ କଟିଯିବ ରାସନ କାର୍ଡ: ମନ୍ତ୍ରୀ

 ଭୁବନେଶ୍ୱର:  ରାସନ୍ କାର୍ଡ଼କୁ ନେଇ ଆସିଲା ବଡ଼ ଖବର । EKYC ନକଲେ କଟିଯିବ ରାସନ୍ କାର୍ଡ଼ |୩୧ ଜାନୁଆରୀ ସୁଦ୍ଧା ଯଦି ଇ-କେୱାଇସି ନକରୁଛନ୍ତି ତେବେ ଆପଣଙ୍କ ରାସନ କାର୍ଡ କଟିଯିବ । ଆଉ ମିଳିବନି ରାସନ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ଯୋଗାଣ ମନ୍ତ୍ରୀଙ୍କ ସୂଚନା…
Read More...

ସାମ୍ବାଦିକଙ୍କୁ ଆକ୍ରମଣ ମାମଲା : ଏସଡିଓ ଜଗନ୍ନାଥ ପତି ଗିରଫ

ବଲାଙ୍ଗୀର  : ସାମ୍ବାଦିକଙ୍କୁ ଆକ୍ରମଣ ମାମଲା।  ବଲାଙ୍ଗୀର କଣ୍ଟାବାଞ୍ଜୀ ଇଲେକ୍ଟ୍ରିକାଲ ଏସଡିଓ ଜଗନ୍ନାଥ ପତିଙ୍କୁ ଗିରଫ କରାଯାଇଛି। ଆଉ କିଛି ସମୟ ପରେ ପୁଲିସ୍ କୋର୍ଟ ଚାଲାଣ କରିବା ନେଇ ସୂଚନା ମିଳିଛି। ସେପଟେ ଘଟଣାକୁ ନେଇ ଏସ୍‌ପି କହିଛନ୍ତି ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
Read More...

ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର : ଆଜି ଓଡିଶା ଆସିବେ ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ । ପ୍ରବାସୀ ଭାରତୀୟ ଦିବସରେ  ସାମିଲ ହେବା ପାଇଁ   ଆଦି ଅପରାହ୍ଣରେ  ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବେ  । ଆସନ୍ତାକାଲି ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହ। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବାର  …
Read More...

ମହାକୁମ୍ଭ ମେଳା ପାଇଁ ଓଡିଶାରୁ ଯିବ  ୮ଟି ବସ

ନୂଆଦିଲ୍ଲୀ : ମହାକୁମ୍ଭ ମେଳା ପାଇଁ  ପ୍ରଥମ ପଯ୍ୟାୟରେ ଓଡିଶାରୁ ଯିବ  ୮ଟି ବସ ।  ସୂଚନା ଦେଲେ ଓଏସଆରଟିସି ଅତିରିକ୍ତ  ସଚିବ  ଲକ୍ଷ୍‌ମୀକାନ୍ତ  ସେଠୀ । ୧୨ ତାରିଖରେ ପ୍ରଥମ ପଯ୍ୟାୟରେ  ଯିବ ୮ଟି ବସ । ଆବଶ୍ୟକ ହେଲେ ଅଧିକ ବସ ଚାଲିବା ବ୍ୟବସ୍ଥା ହେବ । ପ୍ରତି ଯାତ୍ରୀଙ୍କୁ  ୫ ହଜାରରୁ…
Read More...

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କନ୍ୟା ଭୃଣ ହତ୍ୟା ନିରୋଧ ଆଇନର ଜିଲ୍ଲା ପରାମର୍ଶ କମିଟି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର : ଆଜି ଜିଲ୍ଲାପାଳଙ୍କ ସମ୍ମିଳ୍ଳନୀ କକ୍ଷରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ କନ୍ୟା ଭୃଣ ହତ୍ୟା ନିରୋଧ ଆଇନର ଜିଲ୍ଲା ପରାମର୍ଶ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା I ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ  ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଅଧ୍ୟକ୍ଷତା କରିଥିଲେ I କନ୍ୟା ଭୃଣ ହତ୍ୟା ନିରୋଧ…
Read More...