୧୨ରୁ ୧୫ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସ୍ଥଗିତ

ପୁରୀ: ଶ୍ରୀମନ୍ଦିରରେ ଚାଲିଛି ରତ୍ନଭଣ୍ଡାର ମରାମତି କାର୍ଯ୍ୟ । କିନ୍ତୁ ଚଳିତ ମାସରେ ମକର ସଂକ୍ରାନ୍ତି ଏବଂ ଅନ୍ୟ ନୀତିକାନ୍ତି ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହେବା ଅନୁମାନ କରାଯାଉଛି। ଠିକ ସମୟରେ ନୀତିକାନ୍ତି ସମ୍ପାଦନ ଏବଂ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା…
Read More...

ବାଲେଶ୍ୱରରୁ ଜବର ଦଖଲ ଉଚ୍ଛେଦ ପାଇଁ  ବାଲେଶ୍ୱରରେ କର୍ଫ୍ୟୁ

ବାଲେଶ୍ବର: ବସ୍ତି ଉଚ୍ଛେଦ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଲାଗିବ ସାରା ରାତି କର୍ଫ୍ୟୁ । ଅରଡ଼ ବଜାର ଠାରୁ ପରିବା ମାର୍କେଟ ଅଞ୍ଚଳ ପର୍ଯ୍ୟନ୍ତ ଲାଗିବ କର୍ଫ୍ୟୁ । ଆଜି ଭୋର ୪ଟାରୁ ଆସନ୍ତା ୧୨ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ବଳବତ୍ତର ରହିବ କର୍ଫ୍ୟୁ । ସୂଚନା ଅନୁସାରେ, ରେଳ ଲାଇନ୍…
Read More...

ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ବୋମା ମାଡ

କଟକ : ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ବୋମା ମାଡ ।  ଏଭଳି ଅଘଟଣ ଘଟିଛି କଟକ ସଦରଥାନା ସୁଭଦ୍ରାପୁରରେ । ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଉକ୍ତ ବ୍ୟକ୍ତି ଜଣଙ୍କ  ଦୀର୍ଘଦିନ ଧରି  ସ୍ଥାନୀୟ ଅଞ୍ଚଳରେ ବାଉଁଶ ବ୍ୟବସାୟ କରୁଥିଲେ । ହେଲେ ଜଣେ ଦୁବୃତ୍ତ ଗତ ରାତିରେ ଜଣେ…
Read More...

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ଏଆରଆଇ

ଖୋର୍ଦ୍ଧା: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ଏଆରଆଇ । ଖୋର୍ଦ୍ଧା ଜିଲ୍ଲା ସୋରଣ ରାଜସ୍ୱ ସର୍କଲର ଏଆରଆଇ କୈଳାସ ଚନ୍ଦ୍ର ବେହେରା ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ କାବୁ କଲା ଭିଜିଲାନ୍ସ । ବସୁନ୍ଧରା ଯୋଜନାରେ ଜାଗା ପ୍ରଦାନ ପାଇଁ ଗରିବ ଲୋକଙ୍କ ଠାରୁ ଲାଞ୍ଚ ନେଉଥିଲେ କୈଳାସ ।…
Read More...

ପ୍ରବାସୀ ଭାରତୀୟ ଦିବସରେ ପ୍ରଦର୍ଶନୀ କକ୍ଷ ବୁଲି ଦେଖିଥିଲେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ରିଖ ୧୦ ଜାନୁୟାରୀ,୨୦୨୫) ୧୮ତମ ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେଇଥିଲେ । ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଶା ପ୍ରଦର୍ଶନୀ କକ୍ଷ ବୁଲି ଦେଖିଥିଲେ। ଜାନୁଆରୀ ୧୧ ରୁ ସାଧାରଣ…
Read More...

ସୁଜନ ନାଗ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ

ସୁବର୍ଣ୍ଣପୁର: ସ୍ଥାନୀୟ ରୟାଲ ପଡିଆ ସୋନପୁର ଠାରେ ୧୨ ତମ ସୁଜନ ନାଗ ମେମୋରିଆଲ ରାଜ୍ୟସ୍ତରୀୟ ଫୁଟବଲ ପ୍ରଥମ ମ୍ୟାଚ ବି ଏସ୍ଏଫ୍ ସୋନପୁର ଏବଂ ସୁରେଶ୍ଵରୀ ଫୁଟବଲ ଏକାଡେମୀ ମଧ୍ଯରେ ଅନୁଷ୍ଠିତ ହୋଇଥିଲା  । ଏହି ମ୍ୟାଚରେ ବିଏସ୍ଏଫ୍ ଦଳ ୩-୦ ଗୋଲରେ ଅଗ୍ରଣୀ ହୋଇ ସେମି ଫାଇନାଲ ରେ ପ୍ରବେଶ…
Read More...

ବୁରୁପଡା ସେବା ସମବାୟ ସମିତିରେ ଖୋଲିଲା ଧାନ ମଣ୍ଡି

ଗଞ୍ଜାମ / ରଜନୀକାନ୍ତ ପାତ୍ର:  ହିଂଜିଳି କାଟୁ ବ୍ଲକ ବୁରୁପଡା ସେବା ସମବାୟ ସମିତି ଅନୁକୂଲ୍ୟରେ ଚଳିତ ବର୍ଷ ପାଇଁ  ଧାନ ମଣ୍ଡି ଉଦଘାଟିତ ହୋଇଛି   ।  ଆୟୋଜତି କାର୍ଯ୍ୟକ୍ରମରେ ସେବା ସମବାୟ ସମିତିର ସଭାପତି ଦୁଷ୍ମନ୍ତ କୁମାର ସାହୁ ପୂଜ୍ୟ ଅର୍ଚ୍ଚନା ସହ ମଣ୍ଡି ଉଦଘାଟନ କରିଥିଲେ ।  ଅନ୍ୟ…
Read More...

ସିପକଟାକ୍ରୋ ଓଡିଶା ଦଳରେ ବିଷମ କଟକ ତିନି ଖେଳାଳି

ବିଷମ କଟକ/ରବିନ୍ଦ୍ର କୁମାର ସାହୁ:ତେଲେଙ୍ଗାନା ରାଜ୍ୟ ର ୱାରଙ୍ଗଲ ଠାରେ ରେ ହେବାକୁ ଥିବା ଜାତୀୟ ସିପଟାକ୍ରୋ ପ୍ରତିଯୋଗିତା ରେ ଓଡିଶା ଦଳ  ଭାଗ ନେଉଛି । ତେବେ ସେଥିରେ ରାୟଗଡା ଜିଲ୍ଲା ବିଷମ କଟକ ବ୍ଳକ ମାଟିର ସନ୍ତାନ ଆକାଶ କୁମାର ରେଡ୍ଡ,ବିକାଶ କୁମାର ରେଡ୍ଡି, ଓ ଦିପସନ୍ ଖୋରା ଓଡିଶା…
Read More...

ପ୍ରବାସୀ ଭାରତୀୟ ଦିବସ ଅବସରରେ ପ୍ରଦର୍ଶନୀ କକ୍ଷ ବୁଲି ଦେଖିଥିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେଉଛି ୧୮ତମ ପ୍ରବାସୀ ଭାରତୀୟ ଦିବସ। ଗତକାଲି (୯ ଜାନୁୟାରୀ,୨୦୨୫) ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ଜନତା ମଇଦାନ ଠାରେ ଅନୁଷ୍ଠିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗଦେଇ ଉପସ୍ଥିତ ସମସ୍ତ…
Read More...

ହକି ଇଣ୍ଡିଆ ଲିଗ୍‌ରେ ଓଡ଼ିଶାର ଦଳ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ଦ୍ବିତୀୟ ବିଜୟ

ରାଉରକେଲା : ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଚାଲିଥିବା ହକି ଇଣ୍ଡିଆ ଲିଗ୍‌ରେ ଓଡ଼ିଶାର ଦଳ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ଦ୍ବିତୀୟ ବିଜୟ ପାଇଛି। ଗୁରୁବାର ନିଜର ପଞ୍ଚମ ମ୍ୟାଚ୍‌ରେ ଏହି ଘରୋଇ ଦଳ ୨-୧ ଗୋଲ୍‌ରେ ଓଡ଼ିଆ ଶିଳ୍ପପତି ତାରିଣୀ ପ୍ରସାଦ ମହାନ୍ତିଙ୍କ ମାଲିକାନାରେ ଥିବା…
Read More...