ବର୍ଷା ମାସକୁ ଛାଡିଦେଲେ ବର୍ଷକୁ ୧୨ ଥର ପଥ ଉତ୍ସବ

ଭୁବନେଶ୍ୱର : ପ୍ରତି ମାସରେ ହେବ ପଥ ଉତ୍ସବ । ବର୍ଷା ମାସକୁ ଛାଡିଦେଲେ ବର୍ଷକୁ ୧୨ ଥର ପଥ ଉତ୍ସବ କରିବାକୁ ଲକ୍ଷ୍ୟ ରଖିଛି ନଗର ଉନ୍ନୟନ ବିଭାଗ । ପଥ ଉତ୍ସବରେ ଲୋକଙ୍କ ଉତ୍ସାହ ଓ ଭିଡ଼କୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି । ରବିବାର ଦ୍ୱିତୀୟ ପଥ ଉତ୍ସବରେ ହଜାର ହଜାର ଲୋକଙ୍କ ଭିଡ଼…
Read More...

ମକର ସଂକ୍ରାନ୍ତି ଥିବାରୁ ପ୍ରବଳ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଠାରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ

ପୁରୀ /ସଞ୍ଜୟ ମହାପାତ୍ର:ଆସନ୍ତାକାଲି ଠାରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରଖିବ ଏଏସଆଇ। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଆସନ୍ତା ୧୩ ତାରିଖରେ ପୌଷ…
Read More...

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ବାଗେଶ୍ୱର ଧାମ୍ ର ବାବା ଧୀରେନ୍ଦ୍ର କ୍ରୀଷ୍ନା ଶାସ୍ତ୍ରୀ

ପୁରୀ /ସଞ୍ଜୟ ମହାପାତ୍ର: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ବାଗେଶ୍ୱର ଧାମ୍ ର ବାବା ଧୀରେନ୍ଦ୍ର କ୍ରୀଷ୍ନା ଶାସ୍ମ୍ରୀ। କଡା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ସେ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିରକୁ ଯିବା ପୂର୍ବରୁ ବ୍ୟାରିକେଡରେ ଅପେକ୍ଷା କରିଥିବା…
Read More...

ମହାକୁମ୍ଭ ମେଳା ପାଇଁ ଚାଲିଲା ୪ଟି ଅତ୍ୟାଧୁନିକ ବସ୍ : ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହାକୁମ୍ଭ ମେଳା ଅବସରରେ ଓଡିଶାର 4ଟି ସ୍ଥାନରୁ ଶ୍ରଦ୍ଧାଳୁମାନଙ୍କ ପାଇଁ 4ଟି ଅତ୍ୟାଧୁନିକ ବସ୍ ସେବାର ଶୁଭାରମ୍ଭ କରିଛନ୍ତି । ଓଡିଶା ରାଜ୍ୟ ପରିବହନ ନିଗମର ଏହି 4ଟି ଅତ୍ୟାଧୁନିକ ପ୍ରିମିୟମ ବସ୍, ପୁରୀ, ସମ୍ବଲପୁର, ଭବାନୀପାଟଣା…
Read More...

ସାଧାରଣ ଲୋକଙ୍କ ପାଇଁ କାଲିଠୁ ଖୋଲାଯିବ ରାଜଭବନ ଉଦ୍ୟାନ

ଭୁବନେଶ୍ୱର: ଆସନ୍ତା କାଲିଠୁ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ ରାଜଭବନ ଉଦ୍ୟାନ । ଓଡ଼ିଶା ରାଜଭବନ ଉଦ୍ୟାନ ଜାନୁଆରୀ ୧୩ ଅର୍ଥାତ୍ ଆସନ୍ତା ସୋମବାରରୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ।  ଏହି ଦିନମାନଙ୍କରେ ଯେକୌଣସି ବ୍ୟକ୍ତି ମାଗଣାରେ ରାଜଭବନ ଉଦ୍ୟାନ ପରିଦର୍ଶନ…
Read More...

୧୪ ତାରିଖ ଯାଏଁ ୧୦ ଜିଲ୍ଲାରେ କୁହୁଡି ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ କୁହୁଡି ଯୋଗୁଁ ଯାତାୟତ କଷ୍ଟକର ହୋଇପଡିଛି । ୧୪ ତାରିଖ ଯାଏଁ ୧୦ ଜିଲ୍ଲାରେ କୁହୁଡି ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । । ଜିଲ୍ଲାଗୁଡିକ ହେଲା – ଝାରସୁଗୁଡା, ପୁରୀ, ସମ୍ବଲପୁର, କଳାହାଣ୍ଡି, ଯାଜପୁର, ଭଦ୍ରକ, ଗଞ୍ଜାମ, ଜଗତସିଂହପୁର…
Read More...

ବିଧାନସଭାରେ କାହିଁକି ନିଜ ବାପାଙ୍କ ହତ୍ୟାକୁ ନେଇ ପ୍ରଶ୍ନ କରିନଥିଲେ ଦୀପାଳି :  ବାବୁ ସିଂ

ଭୁବନେଶ୍ୱର:  ଦୀପାଳିଙ୍କୁ  ବିଜେପିର ପ୍ରଶ୍ନ। 2 ବର୍ଷ ତଳେ ଓଡିଶାରେ କାହାର ସରକାର ଥିଲେ, କିଏ ପୋଲିସ ଲଗେଇକି ହତ୍ୟା କରିଥିଲା ନବ ଦାସଙ୍କୁ। ଉପନିର୍ବାଚନରେ ଜିତିବା ପରେ ମଧ୍ୟ ବିଧାନସଭାରେ ଦୀପାଳି ଗୋଟିଏ ଦିନ କାହିଁକି ନିଜ ବାପାଙ୍କ ହତ୍ୟାକୁ ନେଇ ପ୍ରଶ୍ନ କରିନଥିଲେ। ନବ ଦାସଙ୍କ…
Read More...

ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ପାଇଁ ପ୍ରସ୍ତୁତି ବୈଠକ

ନୂଆଗାଁ : ଚଳିତ ବର୍ଷ ୨୦୨୫ ଫେବୃୟାରୀ ୨ ରୁ ୫ ତାରିଖ ପର୍ଯ୍ୟନ୍ତ  ହେବାକୁ ଯାଉଛି ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା। ଏହି କାର୍ଯ୍ୟକ୍ରମ ନୂଆଗାଁ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେବ। ଏନେଇ ପଞ୍ଚୁପାଣ୍ଡବ ମହୋତ୍ସବ କମିଟିର ସଭାପତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ…
Read More...

୧୨ ତାରିଖ ପର୍ୟ୍ୟନ୍ତ ଜାରି ରହିବ ପୁଷ୍ପ ପଦର୍ଶନୀ: ଜଙ୍ଗଲ ପରିବେଶ ମନ୍ତ୍ରୀ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରର ଏକାମ୍ର କାନନସ୍ଥିତ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରରେ ଆୟୋଜିତ ବାର୍ଷିକ ପୁଷ୍ପ ପଦର୍ଶନୀ ଆଜି ସରିବ ନାହିଁ । ରାଜ୍ୟ ସରକାରଏହି ପଦର୍ଶନୀକୁ ଆହୁରି ଗୋଟିଏ ଦିନ ବଢାଇଛନ୍ତି। ଏକାମ୍ର କାନନରେ ଆୟୋଜିତ ବାର୍ଷିକ ପୁଷ୍ପ ପଦର୍ଶନୀ ଆସନ୍ତା ୧୨ ତାରିଖ…
Read More...

ଜିଲ୍ଲାସ୍ତରୀୟ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ

ସୁବର୍ଣ୍ଣପୁର:  ସମଗ୍ର ଶିକ୍ଷା ଆନୁକୁଲ୍ୟରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ପୂର୍ବାହ୍ନରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଅଧ୍ୟକ୍ଷତାରେ…
Read More...