ବିମାନବନ୍ଦରରୁ ୭ କୋଟିର  ମାରିଜୁଆନା ଜବତ

ଭୁବନେଶ୍ୱର  : ଭୁବନେଶ୍ୱର ବିମାନବନ୍ଦରରୁ ୭ କୋଟିର  ମାରିଜୁଆନା ଜବତ ହୋଇଛି ।   ବିମାନ ବନ୍ଦରରୁ  ୭ କୋଟିର  ମାରିଜୁଆନା  ଜବତ କଲା କଷ୍ଟମ ଡିପାର୍ଡମେଣ୍ଟ । ବ୍ୟାକଂକରୁ ଭୁବନେଶ୍ୱର ଆସିଥିବା  ଜଣେ ଯାତ୍ରୀଙ୍କଠାରୁ ଜବତ କରାଯାଇଛି । ଭୁବନେଶ୍ୱର ବିମାନ ବନ୍ଦରରୁ  ଜବତ ହୋଇଥିବା…
Read More...

ଆଇସିସି ଚାମ୍ପିୟନ୍ସିପ ଟ୍ରଫି  ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ : ଆଇସିସି ଚାମ୍ପିୟନ୍ସିପ ଟ୍ରଫି  ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ୨୦୨୫ ଚାମ୍ପିୟନ୍ସ ଟ୍ରଫିର ଭାରତୀୟ  ସ୍କ୍ୱାର୍ଡ କିଏ କିଏ ରହିବେ ।  ତାହାକୁ ନେଇ ଦଳର ନାଁ ଘୋଷଣା କରାଯାଇଛି । ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ । ଉପ ଅଧିନାୟକ ହେଲେ  ଶୁଭମନ ଗିଲ । ଟିମକୁ ଫେରିଲେ…
Read More...

ସିଙ୍ଗାପୁର ରାଷ୍ଟ୍ରପତିଙ୍କ ରଘୁରାଜପୁର ଓ କୋଣାର୍କ ଗସ୍ତ

କୋଣାର୍କ / ଜୟନ୍ତ   କୁମାର  ସେଠି : ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନ୍ମୁଗରତ୍ନମ ଆଜି ପୁରୀ ଜିଲ୍ଲାର କଳାଗ୍ରାମ ରଘୁରାଜପୁର ଓ ସୂର୍ଯ୍ୟ ମନ୍ଦିର କୋଣାର୍କ ପରିଦର୍ଶନ କରିଛନ୍ତି।ସକାଳ ୯ ଘଟିକା ରେ ରାଷ୍ଟ୍ରପତି ରଘୁରାଜପୁର ରେ  ସସ୍ତ୍ରୀକ ପହଞ୍ଚିବା ପରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ…
Read More...

11 ଟି ଜନବସତି ନଥିବା ଦ୍ଵୀପରେ ପ୍ରଥମ ଥର ପାଇଁ ହେବ  ଜାତୀୟ ପତାକା ଉତ୍ତୋଳନ

ଭୁବନେଶ୍ୱର: ଉପକୂଳ ସୁରକ୍ଷା ପାଇଁ ରାଜ୍ୟ ରେ ଥିବା 11 ଟି ଜନବସତି ନଥିବା ଦ୍ଵୀପ ରେ ପ୍ରଥମ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରାଯିବ। ଏଥିପାଇଁ ପୋଲିସ ପକ୍ଷ ରୁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି 18 ଟି ମେରାଇନ ଥାନା ପାଇଁ ସ୍ବତନ୍ତ୍ର ବୋଟ ଆସିବ। ଏନେଇ ସୂଚନା…
Read More...

ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୫ ପାଇଁ ଆସନ୍ତାକାଲି ଜାରି କରାଯିବ ଆଡମିଟ କାର୍ଡ

ଭୁବନେଶ୍ୱର: ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ ୨୦୨୫ ପାଇଁ ଆସନ୍ତାକାଲି ଅର୍ଥାତ ଜାନୁୟାରୀ ୧୯ରେ ଆଡମିଟ କାର୍ଡ ଜାରି କରାଯିବ। ଜେଇଇ ମେନ ୨୦୨୫ର ପ୍ରଥମ ସେସନ ଜାନୁୟାରୀ ୨୨ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷାର ୩ ଦିନ ପୂର୍ବରୁ ହଲ ଟିକେଟ ଜାରି କରାଯିବ। ଆଡମିଟ କାର୍ଡ ଜାରି…
Read More...

ସ୍କୁଲରେ ଦୋଳିରୁ ପଡି ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ

ଯାଜପୁର : ସ୍କୁଲରେ  ଦୋଳିରୁ ପଡି  ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । ଟମକା ଥାନା ନୟା  ବଗପାଟିଆ ପ୍ରଥମିକ ସ୍କୁଲରେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ସଙ୍ଗେ ସଙ୍ଗେ ତାଙ୍କୁ  ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ଦାନଗଦି ମେଡିକାଲ ଡାକ୍ତର ସେଠାରେ ଛାତ୍ର ଜଣଙ୍କୁ ମୃତ ଘୋଷଣା କରିଥିଲେ…
Read More...

ମିଳିତ ନାଗରିକ କମିଟି ପକ୍ଷରୁ କନ୍ଧମାଳ ଗସ୍ତରେ ଥିବା ଉଚ୍ଚଶିକ୍ଷା ମନ୍ତ୍ରୀଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଦାବିପତ୍ର…

କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ:  ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡା ଯୁବ ବ୍ୟାପାର ଓ ଓଡିଆ ଭାଷା ସାହାତ୍ୟ ସଂସ୍କୃତି ମନ୍ତ୍ରୀ ମାନ୍ୟବର ସୂର୍ଯ୍ୟ ବଂଶୀ ସୂରଜ କନ୍ଧମାଳ ଗସ୍ତରେ ଆସି ସର୍କିଟ ହାଉସ ଠାରେ ପହଞ୍ଚି ୧୭ତାରିଖରେ ଦଳୀୟ କର୍ମୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।…
Read More...

ଫୁଲବାଣୀ ସ୍ୱଚ୍ଛାସେବୀ ମହାସଂଘର ନୂତନ ବର୍ଷର ବନ୍ଧୁ ମିଳନ ଓ ବାର୍ଷିକ ଯୋଜନା ଓ ସମନ୍ୱୟ ବୈଠକ

କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ : ଫୁଲବାଣୀ ସ୍ୱଚ୍ଛାସେବୀ ମହାସଂଘର ସମସ୍ତ ସଭ୍ୟ ଅନୁଷ୍ଠାନର ସାଧାରଣ ବୈଠକ ଓ ନୂତନ ବର୍ଷ ର ବନ୍ଧୁମିଳନ କାର୍ଯ୍ୟକ୍ରମ  ସିରିକି ଘାଇ, ଘୁ.ଉଦୟଗିରି ଠାରେ  ଜନ ବିକାସ ସହଯୋଗରେ ଅନୁଷ୍ଠିତ ହୋଇଯାଇଛିା ଏହି ସାଧାରଣ ବୈଠକ କୁ ପି.ଏ.ଜି. ର ଅଧକ୍ଷ ରାମ ଚନ୍ଦ୍ର…
Read More...

ରଘୁରାଜପୁର ଗସ୍ତରେ ସିଙ୍ଗାପୁର ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ

ଭୁବନେଶ୍ୱର: ସିଙ୍ଗାପୁର ଜନରାଜ୍ୟର ମହାମହିମ ରାଷ୍ଟ୍ରପତି ଶ୍ରୀ ଥରମନ୍‌ ଶନ୍ମୁଗରତ୍ନମ୍ ଏବଂ ତାଙ୍କ ଧର୍ମପତ୍ନୀ ଆଜି ପୁରୀ ଜିଲ୍ଲାର ଐତିହ୍ୟ ଗ୍ରାମ ରଘୁରାଜପୁର ଗସ୍ତରେ ଯାଇ ଓଡ଼ିଶା ପ୍ରସିଦ୍ଧ ପଟ୍ଟଚିତ୍ର ଏବଂ ବିଭିନ୍ନ ଲୋକକଳା ଆଦିକୁ ବୁଲି ଦେଖିଛନ୍ତି। ଲୋକନୃତ୍ୟ ଗୋଟିପୁଅ ଏବଂ…
Read More...

ରଘୁରାଜପୁର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ ସିଙ୍ଗାପୁରର ମହାମହୀମ ରାଷ୍ଟ୍ରପତି

କୋଣାର୍କ / ଜୟନ୍ତ   କୁମାର  ସେଠି : ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପରାମର୍ଶ ଅନୁସାରେ ଅବଗତ କରାଯାଉଛି କି ସିଙ୍ଗାପୁରର ମହାମହୀମ ରାଷ୍ଟ୍ରପତି ଆଜି ରଘୁରାଜପୁର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ  ଦିନ ୧୦ ଟାରୁ ୧ ଟା ପର୍ଯ୍ୟନ୍ତ  ସୂର୍ଯ୍ୟ ମନ୍ଦିର ୪ ଘଣ୍ଟା…
Read More...