ବ୍ୟାଟେରୀ ବିସ୍ଫୋରଣ ଘଟି ଦୁଇ ଶିଶୁ ଗୁରୁତର
ପାଟଣାଗଡ: ପାଟଣାଗଡରେ ମୋବାଇଲ ବ୍ୟାଟେରୀ ବିସ୍ଫୋରଣ । ବିସ୍ଫୋରଣ ଫଳରେ ଦୁଇ ଶିଶୁ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ନାମ ଜଗା ଶରଫ ଏବଂ ଯୋଗେଶ ଦଳେଇ ବୋଲି ଚିହ୍ନଟ କରାଯାଇଛି ।
ସେମାନଙ୍କ ପରିବାର ସଦସ୍ୟମାନେ ସେମାନଙ୍କୁ ଚିକିତ୍ସା…
Read More...
Read More...