RERA ପୂର୍ବରୁ ନିର୍ମିତ ଘରଗୁଡ଼ିକ ପଞ୍ଜୀକରଣ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର; ଓଡ଼ିଶା ଆପାର୍ଟମେଣ୍ଟ ଆଇନ-୨୦୨୩ ଲାଗୁ ପାଇଁ ନିର୍ଦ୍ଦେଶ | ଏନେଇ ରାଜସ୍ବ ବିଭାଗ ପକ୍ଷରୁ IGR ଓଡ଼ିଶାକୁ ଚିଠି | RERA ପୂର୍ବରୁ ନିର୍ମିତ ଘରଗୁଡ଼ିକ ପଞ୍ଜୀକରଣ ପାଇଁ ନିର୍ଦ୍ଦେଶ | ପଞ୍ଜୀକରଣ କରୁଥିବା ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ପାଇଁ ଲେଖିଲେ ଚିଠି | ଗୃହ ନିର୍ମାଣ…
Read More...

ମୋ ବସ ଧକାରେ ଚାଲିଗଲା ଏକ ଛୋଟ ଝିଅର ଜୀବନ

ଭୁବନେଶ୍ୱର: ପୁଣି ମୋ ବସ ନେଲା ଆଉ ଏକ ଜୀବନ l ମୋ ବସ ଧକାରେ ଚାଲିଗଲା ଏକ ଛୋଟ ଝିଅର ଜୀବନ l ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନନ୍ଦନକାନନ ଥାନା ଅଧୀନ ରଘୁନାଥପୁର ଅଂଚଳରେ l ସାଇକେଲରେ ଯାଉଥିବାବେଳେ ଧକ୍କା ଦେଇଥିଲା ‘ମୋ ବସ’। ଏ ଖବର ପାଇ ପୁଲିସ ଘଟଣା…
Read More...

ମଶା ବୃଦ୍ଧି ରୋକିବା ପାଇଁ BMCର ବୈଠକ

ଭୁବନେଶ୍ୱର: କାମ କରୁନି BMC ବ୍ୟବହାର କରୁଥିବା ମଶା ମରା ତେଲ | ମଶା ବୃଦ୍ଧି ରୋକିବା ପାଇଁ BMC ର ବୈଠକ | ମଶା ବୃଦ୍ଧି ହେଉଛି | ମଶା ଇଫେକ୍ଟିଭ ହେଉନି |ସବୁ ୱାର୍ଡ ରେ କାମ କରିଚାଲିଛୁ |ଫଗିଙ୍ଗ ସହ ତେଲ ସ୍ପେ ହଉଛି କିନ୍ତୁ କାହିଁକି ମରୁନି ଆମେ ସର୍ଭେ କରିଥିଲୁ |ମଶାଙ୍କ ରେଜିଷ୍ଟାଂଶ…
Read More...

ଛାତ୍ରକୁ ଛୁରୀ ଭୁସି ଦେଲେ ଏକାଧିକ ଅଣଛାତ୍ର : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଜୟପୁର : ଛାତ୍ରକୁ ଛୁରୀ ଭୁସି ଦେଲେ ଏକାଧିକ ଅଣଛାତ୍ର । ସରସ୍ୱତୀ ପୂଜା ଭସାଣି ବେଲେ ଛୁରାମାଡ । ଏଭଳି ଘଟଣା ଘଟିଛି ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ଛୁରାମାଡ କରିଛନ୍ତି ଅଣଛାତ୍ର । ଗୁରୁତର ଅବସ୍ଥାରେ ଜୟପୁର ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି…
Read More...

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆରମ୍ଭ ହେବ ଚାରିଧାମ ଯାତ୍ରା

ଉତ୍ତରାଖଣ୍ଡ: ଚଳିତ ବର୍ଷ ଏପ୍ରିଲ ୩୦ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆରମ୍ଭ ହେବ ଚାରିଧାମ ଯାତ୍ରା । ଏଥର ଉତ୍ତରାଖଣ୍ଡର ଚାରିଧାମ ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଓ ବଦ୍ରିନାଥ ଧାମର କପାଟ ବହୁତ ଜଲଦି ଖୋଲିବାକୁ ଯାଉଛି । ଗତକାଲି ମାଘ ଶୁକ୍ଳପକ୍ଷ ପଞ୍ଚମୀ ଅର୍ଥାତ୍ ବସନ୍ତ…
Read More...

ଫେବ୍ରୁଆରୀରୁ ଶୀତ ଗାଏବ: ହେଲାଣି ଅସମ୍ଭାଳ ଖରା

ଭୁବନେଶ୍ୱର: ଫେବ୍ରୁଆରୀରୁ ଶୀତ ଗାଏବ । ହେଲାଣି ଅସମ୍ଭାଳ ଖରା । ସକାଳୁ ଆକାଶ ସମ୍ପୂର୍ଣ୍ଣ ନିର୍ମଳ ହୋଇଥିବାବେଳେ ଧିରେ ଧିରେ ଟାଇଁ ଟାଇଁ ଖରା ଆରମ୍ଭ ହୋଇଯାଉଛି । ଦିନ ଯେମିତି ବଢୁଛି ଖରାର ପ୍ରକୋପ ମଧ୍ୟ ବୃଦ୍ଧି ପାଉଛି। ଗରମ ଝାଞ୍ଜି ପବନ ମଧ୍ୟ ଅନୁଭୂତ ହେଉଛି। ଅଞ୍ଚଳରେ ପୂର୍ବ ବର୍ଷ…
Read More...

ବଜେଟ୍‌ରେ ଓଡ଼ିଶା ରେଲୱେ ପାଇଁ ୧୦ ହଜାର ୫୯୯ କୋଟି ଟଙ୍କା

ନୂଆଦିଲ୍ଲୀ: ଫେବ୍ରୁଆରୀ ୧ରେ ଘୋଷିତ ବଜେଟ୍‌ରେ ରେଲୱେକୁ ୨.୫୨ ଲକ୍ଷ କୋଟି ଟଙ୍କା ଆବଣ୍ଟିତ ହୋଇଛି । ଏଥିରୁ ଓଡ଼ିଶା ପାଇଁ ୧୦ ହଜାର ୫୯୯ କୋଟି ଟଙ୍କା ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ମୋଦିଙ୍କ ତୃୀତୟ ପାଳିରେ ଓଡ଼ିଶାକୁ ୨୦ ହଜାର କୋଟି ମିଳିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।…
Read More...

90 ଦିନ ଭିତରେ ଆବେଦନର ସାମାଧାନ ପାଇଁ ଚେଷ୍ଟା କରୁଛନ୍ତି ସରକାର

ଭୁବନେଶ୍ୱର: ଆଜି ଅଷ୍ଟମ ଅଭିଯୋଗ ଶୁଣାଣିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,  ଆଜି 1000 ଦରଖାସ୍ତ ପଞ୍ଜିକୃତ ହୋଇଛି ।  700 ଅଭିଯୋଗ ଶୁଣି କାର୍ଯ୍ୟକରି କରିବାକୁ ବିଭିନ୍ନ ବିଭାଗକୁ ପଠା ଯାଇଛି ।  ଆଜି ଯାଏଁ ମୋଟ 8031 ଦରଖାସ୍ତ, ମିଳିଥିବା ବେଳେ6 ହଜାର 545 ଅଭିଯୋଗର ସମାଧାନ ହୋଇଛି ।…
Read More...

ଦିଲ୍ଲୀରେ ନିର୍ବାଚନୀ ଶେଷ ପ୍ରଚାରକୁ ଜୋରଦାର

ନୂଆଦିଲ୍ଲୀ :  ଦିଲ୍ଲୀରେ ନିର୍ବାଚନୀ ପ୍ରଚାର ସାରିବାକୁ ନିର୍ଦ୍ଦେଶ ଥିବା ବେଳେ ଏହାକୁ ଲକ୍ଷ୍ୟ ରଖି କଂଗ୍ରେସ, ବିଜେପି, ଆପ୍ ଏବଂ ଅନ୍ୟାନ୍ୟ ଦଳ ଶେଷ ପ୍ରଚାରକୁ ଜୋରଦାର କରିଛନ୍ତି । ତେବେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବିଜେପିର ଟାଣୁଆ ନେତାମାନେ କ୍ୟାମ୍ପେନ୍ କରିଛନ୍ତି । ମୋଦୀ- ଶାହା-…
Read More...

ଖଣ୍ଡଗିରିର ପ୍ରସିଦ୍ଧ ମାଘ ସପ୍ତମୀ ମେଳା ପାଇଁ କଲିଠାରୁ କମ୍ପିବ ପୂରା ପରିବେଶ

ଭୁବନେଶ୍ୱର :ସଜେଇ ହେଲାଣି ଖଣ୍ଡଗିରି । କଲିଠାରୁ କମ୍ପିବ ପୂରା ପରିବେଶ । କାହିଁକିନା ଆସନ୍ତା କାଲିଠାରୁ ଆରମ୍ଭ ହେବ ଖଣ୍ଡଗିରିର ପ୍ରସିଦ୍ଧ ମାଘ ସପ୍ତମୀ ମେଳା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଶାସନ ପକ୍ଷରୁ ମଧ୍ୟ ବନ୍ଦୋବସ୍ତ ହୋଇଛି। ୪ ତାରିଖ ଭୋର୍ରୁ ଧୂନି ସ୍ଥାପନ ପରେ…
Read More...