ମହାରାଜପୁର ଥାନାରେ କାର୍ଯ୍ୟରତ ଏସଆଇଙ୍କୁ ଧରିଲା ଭିଜିଲାନ୍ସ

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ଥାନାରେ କାର୍ଯ୍ୟରତ ଏସଆଇ ବୁଡୁ ଭୋଇ ଭିଜିଲାନ୍ସ ଜାଲରେ ପଡିଛନ୍ତି ।ଏକ ଦୁର୍ଘଟଣାରେ ଜବତ ହୋଇଥିବା ମୋଟର ସାଇକେଲ ଛାଡିବା ପାଇଁ  ଛଅ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ  ଭିଜିଲାନ୍ସ ହାବୁଡରେ…
Read More...

ରେଲୱ ଷ୍ଟେସନରେ ଯାଞ୍ଚବେଳେ ରେଳ ୱାଗନରୁ ୧୨ଟି ବୋମା ଜବତ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଲୱ ଷ୍ଟେସନରେ ଯାଞ୍ଚବେଳେ ରେଳ ୱାଗନରୁ ୧୨ଟି ବୋମା ଜବତ ହୋଇଥିବା ସୂଚନା ମିଳିଛି । ଜବତ ବୋମା ସଇଁତଳା ଗୋଳାବାରୁଦ କାରଖାନାର ହୋଇଥିବା ଜଣାପଡିଛି । ସଇଁତଳା ଗୋଳାବାରୁଦ କାରଖାନାକୁ ବୋମା ଫେରାଇ ଦିଆଯାଇଥିବା ଷ୍ଟେସନ ମାଷ୍ଟର ସୂଚନା ଦେଇଛନ୍ତି । ରେଳ…
Read More...

CKDର ସ୍ଥିତି ଓ ମୁକାବିଲା ସମ୍ପର୍କରେ ସୁପାରିସ କରିବ ଟାସ୍କ ଫୋସ

ଭୁବନେଶ୍ୱର: କ୍ରୋନିକ୍ କିଡନୀ ରୋଗ ବା CKD ରେଜିଷ୍ଟ୍ରି ପାଇଁ ଟାସ୍କ ଫୋର୍ସ ଗଠନ । ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କଲା ସ୍ୱାସ୍ଥ୍ୟ ବିଭାଗ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ , ସ୍ୱାସ୍ଥ୍ୟ ନିର୍ଦ୍ଦେଶକ , DMET ସଦସ୍ୟ, ପଞ୍ଚାୟତିରାଜ ନିର୍ଦ୍ଦେଶକ , ଜଙ୍ଗଲ ପରିବେଶ ଓ ଜଳବାୟୁ…
Read More...

ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଖୁସି ଖବର: ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଅଗ୍ନିଶମ କର୍ମଚାରୀଙ୍କ ପାଇଁ ସରକାରଙ୍କ ବଡ ଘୋଷଣା । ଅଗ୍ନିଶମ ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।  ଅଗ୍ନିଶମ କର୍ମଚାରୀଙ୍କ କଲ୍ୟାଣ ପାଇଁ ଘରଭଡା ସହ ଭତ୍ତା ବୃଦ୍ଧି…
Read More...

ଆରପାରିରେ ଲୀନ ହେଲେ ଆଦର୍ଶ ଶିକ୍ଷକ ଉଗ୍ରସେନ ଗିରି 

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ  :  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହର ସନ୍ନିକଟ ଦୁବୁଲାଵେଡା (ବିକାଶ ନଗର) ଗ୍ରାମରେ ଅବସରପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଗ୍ରସେନ ଗିରି ସାର୍ (୭୬) ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କର  ନିଜସ୍ବ ବାସ ଭବନରେ ମହାପ୍ରୟାଣ…
Read More...

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହକୁ ଭେଟିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ଭଟଲିର ପୂର୍ବତନ ବିଧାୟକ ସୁଶାନ୍ତ ସିଂହ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପହଞ୍ଚି ଡାକ୍ତରଙ୍କୁ ସୁଶାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ବୁଝିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା…
Read More...

ଚାନ୍ଦିପୁଟ ଧର୍ମାଞ୍ଚଳରେ ଆଶ୍ଚର୍ଯ୍ୟ ପଦକ ମାତା ମାରୀୟାଙ୍କ କ୍ୟାଣ୍ଡେଲ ଡେ ପାଳିତ        

ଗଜପତି : ଗଜପତି ଜିଲ୍ଲା ଚାନ୍ଦିପୁଟ ସେଣ୍ଟ ମେରୀ କ୍ୟାଥଲିକ ଦେବାଳୟରେ ଧର୍ମାଞ୍ଚଳର ଆଶ୍ଚର୍ଯ୍ୟ ପଦକ ମାତା ମାରୀୟାଙ୍କ କେଣ୍ଡେଲ ପର୍ବ ବହୁଆଡମ୍ବରରେ ପାଳିତ ହୋଇଯାଇଛି l ଏହି ମହାଦିବ୍ୟଯଜ୍ଞରେ ବିଭିନ୍ନ ଧର୍ମାଞ୍ଚଳରୁ ଆସିଥିବା ଯାଜକ ଗଣ, ସେବାଭଗ୍ନୀ ଗଣ ଓ ଖ୍ରୀଷ୍ଟବିଶ୍ୱାସୀ ମାନେ ହଜାର…
Read More...

ବନକଲାଗି ନୀତି ପାଇଁ  ୫ ଘଣ୍ଟା ବନ୍ଦ  ରହିବ ସାଧାରଣ ଦର୍ଶନ

ପୁରୀ: ଆସନ୍ତାକାଲି ବୁଧବାର ମାଘ ମାସ ଶୁକ୍ଳ ଅଷ୍ଟମୀ ତିଥି ।  ଶ୍ରୀବିଗ୍ରହମାନଙ୍କ ହେବ ବନକଲାଗି ନୀତି । ଏଣୁ ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ । ସନ୍ଧ୍ୟା ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ। ଦ୍ବିପହର ଧୂପ ସରିବା ପରେ…
Read More...

ଆଜି ମାଘ ସପ୍ତମୀ : ବୁଡ ପକାଉଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

କୋଣାର୍କ : ମାଘ ସପ୍ତମୀ  ବୁଡ ପକାଇବାକୁ ଲାଗିଛି ଗହଳି । ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି ଅର୍କକ୍ଷେତ୍ର କୋଣାର୍କରେ  । ଭୋରରୁ ଅନେକ ଭକ୍ତ ସ୍ନାନ ବି କରିସାରିଲେଣି। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ମାଘ…
Read More...

ପୁରୀରେ ଧରାପଡ଼ିଲା ଛଦ୍ମଵେସୀ ଲୁଟେରା

ଭୁବନେଶ୍ୱର : ପୁରୀରେ ଧରାପଡ଼ିଲା ଛଦ୍ମଵେସୀ ଲୁଟେରା ।  ଭୁବନେଶ୍ବରର ଏକ ଷ୍ଟାର ହୋଟେଲରେ ବାହାଘର ବେଳେ ହୋଇଥିବା ଚୋରି ଘଟଣାରେ ଧରାପଡ଼ିଲା ଅଭିଯୁକ୍ତ ।  ଗତକାଲି ପୁରୀ ରେ ଏକ ବିବାହ ମଣ୍ଡପରୁ ଲୁଟ ଉଦ୍ୟମ ବେଳେ ଲୁଟେରାଙ୍କୁ କାବୁ କରିଛି ପୁରୀ ପୋଲିସ। ସୂଚାନା ଅନୁଯାୟୀ,  ଗତ ଶନିବାର  …
Read More...