ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ ପକାଇଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପ୍ରୟାଗରାଜ: ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ ପକାଇଲେ ମହାମହିମ । ପ୍ରୟାଗରାଜର ମହାକୁମ୍ଭରେ ସକାଳୁ ସକାଳୁ ବୁଡ ପାକାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ପ୍ରଥମ ମହିଳା ରାଷ୍ଟ୍ରପତି ଭାବରେ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ ପକାଇଛନ୍ତି । ପ୍ରୟାଗରାଜରେ ପହଞ୍ଚିବା ପରେ…
Read More...

ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆରେ ଜିତିଲା ଭାରତ

କଟକ: ଗତକାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ର ୨ୟ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତ ଇଂଲଣ୍ଡକୁ ୪ ୱିକେଟରେ ହରାଇଛି  । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ବାରବାଟୀ ଦିନିକିଆ ଜିତିବା ସହିତ ଶୃଙ୍ଖଳାକୁ ଅକ୍ତିଆର କରିଛି  ।…
Read More...

ଭରତପୁର ଥାନା ମେଜର ଓ ବାନ୍ଧବୀ ନିର୍ଯାତନା ମାମଲା :  ତଦନ୍ତ ଶେଷ

ଭୁବନେଶ୍ୱର: ଭରତପୁର ଥାନା ମେଜର ଓ ବାନ୍ଧବୀ ନିର୍ଯାତନା ମାମଲା। ତଦନ୍ତ କରୁଥିବା ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନ ଙ୍କ ତଦନ୍ତ ଶେଷ। ଫେବୃଆରୀ ୨୮ ସୁଦ୍ଧା ସରକାର ଙ୍କୁ ରିପୋର୍ଟ ଦେବେ କମିଶନ। କମିଶନଙ୍କ ଅବଧି ଜାନୁଆରୀ ୩୧ ଯାଏ ଧାର୍ଯ୍ୟ ଥିଲା। ଆଜି ବାନ୍ଧବୀ ଏବଂ ତାଙ୍କ ଓକିଲ ଅଭିଯୁକ୍ତ…
Read More...

ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ୨୦ତମ ପାତାଳୀ ମହୋତ୍ସବ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ୨୦ତମ ପାତାଳୀ ମହୋତ୍ସବ ର ଆଜି ୬ଷ୍ଠ ସନ୍ଧ୍ୟାରେ ପହିଞ୍ଚିଛି। ବିଶେଷ କରି ମହାପ୍ରଭୁଙ୍କ ଦୁର୍ଲଭ ୩୨ବେଶ ପ୍ରଦର୍ଶନ ହଜାର ହଜାର ଭକ୍ତ ଦର୍ଶନ କରୁଛନ୍ତି।ନୃତ୍ୟ, ଗୀତ, ପାରାୟଣ, ପ୍ରବଚନ, ଯଜ୍ଞ,…
Read More...

ନୋଏଡାରେ ସ୍କୁଲକୁ ବୋମା ବିସ୍ଫୋରଳ ଧମକ

ନୂଆଦିଲ୍ଲୀ: ନୋଏଡାରେ ସ୍କୁଲକୁ ବୋମା ବିସ୍ଫୋରଳ ଧମକ । ଆଜି ସକାଳେ ଇମେଲ ମାଧ୍ୟମରେ ନୋଏଡାର ଗୌତମବୁଧ ନଗର ଜିଲ୍ଲାର କିଛି ସ୍କୁଲକୁ ବୋମା ଧମକ ମିଳିଛି । ଯାହା ପରେ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା । ଏନେଇ ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି । ତେବେ ଧମକ ମିଳିଥିବା ସ୍କୁଲ…
Read More...

ଦିନିକିଆ ମ୍ୟାଚ ପାଇଁ ବାରବାଟୀ ଜଗିବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ

କଟକ : ବାରବାଟୀ ମ୍ୟାଚ ପାଇଁ ସୁରକ୍ଷା ସମୀକ୍ଷା କରାଯାଇଛି । ପୁଲିସ ସେବା ଭବନରେ ଗୁରୁତ୍ୱପୂଣ୍ଣ ବୈଠକ ଚାଲିଛି । କଡା ସୁରକ୍ଷାରେ ରହିଛି ବାରବାଟୀ ଷ୍ଟାଡିୟମ ।  ଏନେଇ ଟ୍ୱିନ ସିଟିରେ ୫୦  ପ୍ଲାଟୁନ ଫୋର୍ସ ମୁତୟନ ହେବେ।  ଆଜି କମିଶନରେଟ ପୋଲିସ କାର୍ଯ୍ୟାଳୟରେ ଏକ ବୈଠକରେ ପୋଲିସ…
Read More...

ଦଶମ ପରୀକ୍ଷା ପରିଚାଳନା ଓ ସୁରକ୍ଷା ଦାୟିତ୍ୱ ନେବେ ପୋଲିସ ପ୍ରଶାସନ

କଟକ: ବୋର୍ଡ ପରୀକ୍ଷା ଜଗିବେ ପୋଲିସ । ଯୁକ୍ତ ଦୁଇ ପରି ଦଶମ ପରୀକ୍ଷା ପରିଚାଳନା ଓ ସୁରକ୍ଷା ଦାୟିତ୍ୱ ନେବେ ପୋଲିସ ପ୍ରଶାସନ । ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛିନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ନୋଡାଲ ସେଣ୍ଟର ଓ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ…
Read More...

କେନ୍ଦ୍ର ବଜେଟ୍ରେ ଓଡିଶାକୁ ଅବହେଳା: ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ୱର: ଆସନ୍ତା 13 ରୁ ଆରମ୍ଭ ହେବ ବିଧାନ ସଭା ର ବଜେଟ୍ ଅଧିବେଶନ । ତା ପୂର୍ବ ଦିନ ବିଜେଡି ବିଧାୟକ ଦଳ ବୈଠକ ବସିବ । ଏହା ଏକ ଗୁରୁତ୍ବ ପୂର୍ଣ୍ଣ ଅଧିବେସନ। ଏହି ଅଧିବେଶନ ରେ ସରକାର ଙ୍କୁ ଘେରେବା ପାଇଁ ରଣ ନୀତି ପ୍ରସ୍ତୁତ କରାଯିବ । ଏ ସରକାର ହୋଉଛି ଏକ ଅପାରଗ ସରକାର । କାରଣ ଗତ…
Read More...

ଅବୈଧ ଭାରତୀୟ ପ୍ରବାସୀଙ୍କୁ ଧରି ଭାରତରେ ପହଞ୍ଚିଛି ଆମେରିକାର ସାମରିକ ବିମାନ C-17

ନୂଆଦିଲ୍ଲୀ :  ଆମେରିକାର ସାମରିକ ବିମାନ C-17 ଅବୈଧ ଭାରତୀୟ ପ୍ରବାସୀଙ୍କୁ ଧରି ଭାରତରେ ପହଞ୍ଚିଛି । ଏହି ବିମାନ ଯୋଗେ ପ୍ରଥମ ପର୍ଯ୍ୟାୟ ଅବୈଧ ଭାରତୀୟ ପ୍ରବାସୀ ଭାରତରେ ପହଞ୍ଚିଛନ୍ତି । ବିମାନରେ ୧୦୪ ଜଣ ଭାରତୀୟ ଅଛନ୍ତି । ବିମାନଟି ଅମୃତସର ଏୟାରପୋର୍ଟରେ ଲ୍ୟାଣ୍ଡ କରିଛି । ଏଠାରେ…
Read More...

ଅଷ୍ଟପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭ ସ୍ଥାପନ

ସୁବର୍ଣ୍ଣପୁର : ଅଷ୍ଟ ପ୍ରହରୀ ନାମ ଯଜ୍ଞ ପାଇଁ ଭୂମିପୂଜନ ଓ ଶୁଭ ସ୍ତମ୍ଭ ସ୍ଥାପନ ହୋଇଛି । ଏହା ଅସନ୍ତର ୧୧ ତାରିଖରେ ହେବାକୁ ଯାଉଥିବାରୁ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ମଲ୍ଲିକମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦେଉଳି ଗ୍ରମରେ ହେବାକୁ ଥିବାରୁ ଆଜି ଭୂମିପୂଜନ  ଓ ଶୁଭ ସ୍ତମ୍ଭ…
Read More...