ସମାଜସେଵା ପାଇଁ ଅଜୟ ସାହୁଂକୁ ସମ୍ମାନଜନକ ଆନ୍ତର୍ଜାତିକ ଡକ୍ଟରେଟ
ସେମିଳିଗୁଡା/ ଦଶରଥ ମାଛ: ଜୀବନବ୍ୟାପୀ ସମାଜସେବା ପାଇଁ ସମାଜସେବୀ ତଥା ବରିଷ୍ଠ ସାମ୍ଵାଦିକ ଅଜୟ ସାହୁଂକୁ ଆନ୍ତର୍ଜାତିକ ସମ୍ମାନଜନକ ଡକ୍ଟରେଟ ମିଳିଛି । ଆଜି ଗ୍ରେଟର ନୋଏଡା ସ୍ଥିତ ଲେମନ ଟ୍ରି ହୋଟେଲରେ ଆୟୋଜିତ ଏକ ଭବ୍ୟ କନଭୋକେସନ ଉତ୍ସଵରେ ଏହି ସମ୍ମାନକ ମାନପତ୍ର, ବ୍ୟାଡଜ, କନଭୋକେସନ…
Read More...
Read More...