NDAର ଆସନ ବଣ୍ଟନ ଫର୍ମୁଲା ପ୍ରସ୍ତୁତ, ଚିରାଗ ପାଶୱାନଙ୍କୁ ମିଳିପାରେ ଏତିକି ଆସନ
ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ଆସନ ବଣ୍ଟନକୁ ନେଇ ପରିବେଶ ବହୁତ ଗରମ। ବିଜେପି ନେତୃତ୍ୱାଧୀନ NDA ମେଣ୍ଟରେ ଦୀର୍ଘ ଆଲୋଚନା ପରେ, ଆସନ ବଣ୍ଟନର ଫର୍ମୁଲା ପ୍ରସ୍ତୁତ ହୋଇଛି। ବିଧାନସଭା ନିର୍ବାଚନ ଘୋଷଣା ହେବା ମାତ୍ରେ ସମସ୍ତ ସହଯୋଗୀଙ୍କ ଆସନ ମଧ୍ୟ ଘୋଷଣା କରାଯିବ। ଏ ନେଇ NDA…
Read More...
Read More...