ଆସନ୍ତା ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ

ବିଧାନସଭା ମୌସୁମୀ ଅଧିବେଶନ ତାରିଖ ଘୋଷାଣା । ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏହି ଅଧିବେଶନ ୧୮ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ବିଧାନସଭା ସଚିବାଳୟରୁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ତେବେ ଏଥର…
Read More...

ଆକ୍ରମଣ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖାଙ୍କ ପ୍ରଥମ ଫଟୋ ; ସାଂସଦଙ୍କ ସହିତ ସାକ୍ଷାତ

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ପରେ ରେଖାଙ୍କ ବାସଭବନରେ ଭେଟିଲେ ସାଂସଦ । ଗତକାଲି ଅର୍ଥାତ ବୁଧବାର ଜନଶୁଣାଣି ସମୟରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଯେଉଁଥିଲେ ସେ ଆଘାତ ହୋଇଥିଲେ । ଏହାପରେ ପୋଲିସ ତୁରନ୍ତ ଆକ୍ରମଣକାରୀକୁ ଗିରଫ କରି କୋର୍ଟ ଚାଲାଣ…
Read More...

ଉପରାଷ୍ଟ୍ରପତି ନିର୍ବାଚନ; ନାମାଙ୍କାନ ଭରିଲେ ବିରୋଧୀ ପ୍ରାର୍ଥୀ ସୁଦର୍ଶନ ରେଡ୍ଡୀ

କଂଗ୍ରେସ ଏବଂ ସମସ୍ତ ବିରୋଧୀ ଦଳଗୁଡ଼ିକ ଦ୍ୱାରା ଉପରାଷ୍ଟ୍ରପତି ପଦ ପାଇଁ ବି ସୁଦର୍ଶନ ରେଡ୍ଡୀଙ୍କୁ ମନୋନୀତ କରାଯାଇଛି। ଆଜି ସେ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ସହିତ କଂଗ୍ରେସର ଅନେକ ବଡ଼ ନେତା ଉପସ୍ଥିତ ଥିଲେ। ଆଜି ନାମାଙ୍କନ ଦାଖଲର ଶେଷ ଦିନ, ଏହା ପୂର୍ବରୁ…
Read More...

ସୀମା ବିବାଦରୁ ବାଣିଜ୍ୟ ପର୍ଯ୍ୟନ୍ତ… ଭାରତ-ଚୀନ୍ ସମ୍ପର୍କରେ SCO ସମ୍ମିଳନୀ କ’ଣ ମୋଡ଼ ନେବ?

ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ବରଫ ଭଳି ତରଳିବା ଆରମ୍ଭ କରିଛି। ବେଜିଂରୁ ଦିଲ୍ଲୀ ପର୍ଯ୍ୟନ୍ତ ଏକ ନୂତନ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇଛି ଏବଂ ଏବେ ସମସ୍ତଙ୍କ ନଜର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ଉପରେ ରହିଛି।…
Read More...

ସଂସଦରେ ଆଗତ ୧୩୦ତମ ସଂଶୋଧନ ବିଲ୍‌କୁ ମମତାଙ୍କ କଡ଼ା ବିରୋଧ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଂସଦରେ ଆଗତ ୧୩୦ତମ ସଂଶୋଧନ ବିଲ୍‌କୁ କଡ଼ା ବିରୋଧ କରିଛନ୍ତି। ସେ ସୋସିଆଲ ସାଇଟ୍ X ରେ ଟ୍ୱିଟ୍ କରି କହିଛନ୍ତି ଯେ ଏହା ନ୍ୟାୟିକ ବ୍ୟବସ୍ଥାକୁ ଦୁର୍ବଳ କରି ଗୋଟିଏ ବ୍ୟକ୍ତି-ଗୋଟିଏ ଦଳ, ଗୋଟିଏ ସରକାର ପାଇଁ ଏକ ପ୍ରସ୍ତୁତି। ମମତା ବାନାର୍ଜୀ…
Read More...

ଇଣ୍ଡିଆ ଆଲାଏନ୍ସ ଉପରାଷ୍ଟ୍ରପତି ପଦ ପାଇଁ ନାମ ଘୋଷଣା

ଇଣ୍ଡିଆ ଆଲାଏନ୍ସ ଉପରାଷ୍ଟ୍ରପତି ପଦ ପାଇଁ ନାମ ଘୋଷଣା କରିଛି। ତେଲେଙ୍ଗାନାର ପୂର୍ବତନ ବିଚାରପତି ବି ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରାଯାଇଛି। ରେଡ୍ଡୀ ଏନଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ରେଡ୍ଡୀଙ୍କ ନାମ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ…
Read More...

ମହାକାଶ ଯାତ୍ରାର ଆକର୍ଷଣୀୟ ଅଭିଜ୍ଞତା ସେୟାର କଲେ ଶୁଭାଂଶୁ ଶୁକ୍ଳା

ଭାରତକୁ ଫେରିବା ପରେ ମୋଦୀଙ୍କୁ ସାକ୍ଷାତ କଲେ ଶୁଭାଂଶୁ ଶୁକ୍ଳା । ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପାଦ ଦେଇଥିବା ପ୍ରଥମ ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ।  ସୋମବାର ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତ…
Read More...

ପଡ଼ି ରହିଥିବା ଲୋକଙ୍କ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ରାଜସ୍ୱ ଆୟୁକ୍ତ ନିର୍ଦ୍ଦେଶ

ଜିଲ୍ଲାରେ ପଡିରହିଛି ଲୋକଙ୍କ ଅଭିଯୋଗ। ଏନେଇ ଦକ୍ଷିଣାଅଞ୍ଚଳର ୮ ଜିଲ୍ଲାକୁ ଚିଠି ଲେଖିଲେ ରାଜସ୍ୱ ଆୟୁକ୍ତ । ଲୋକଙ୍କ ଅଭିଯୋଗ ପଡିରହିଥିବାରୁ ସେସବୁର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୮ ଜିଲ୍ଲାରେ ୨୦୭ ଅଭିଯୋଗ ଦୀର୍ଘ ଦିନ ପଡ଼ି ରହିଛି । ଯାହାକୁ ନେଇ ରାଜସ୍ୱ ଆୟୁକ୍ତ ତୁରନ୍ତ…
Read More...

କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭେଟିଲେ ବିଜେପି ସଭାପତି ମନମୋହନ ସାମଲ

କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭେଟିଲେ ବିଜେପି ସଭାପତି ମନମୋହନ ସାମଲ । ଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ରାଜ୍ୟର ବିକାଶ, ସାଂଗଠନିକ ସୁଦୃଢୀକରଣ ଉପରେ ଆଲୋଚନା କରିଥିବା ନେଇ ସ୍ବଚନା । ଅନ୍ୟପଟେ ଆଜି ଦିଲ୍ଲୀରେ ଏନଡିଏ ସାଂସଦମାନଙ୍କ ବୈଠକ ରହିଛି। ରାଜ୍ୟ କମିଟି ଏବଂ…
Read More...

ସ୍କୁଲଗୁଡ଼ିକୁ ବୋମା ମାରିବାର ବାରମ୍ବାର ଧମକ କାହିଁକି… ଦିଲ୍ଲୀର ବିଜେପି ସରକାରଙ୍କୁ କେଜରିୱାଲଙ୍କ ପ୍ରଶ୍ନ

ଦିଲ୍ଲୀରେ ପୁଣି ଥରେ ସ୍କୁଲକୁ ବୋମା ଧମକ । ବାରମ୍ବାର ଦିଲ୍ଲୀ ସ୍କୁଲକୁ ବୋମା ଧମକ ମାଡ ମିଳିବା ପରେ ଆମ ଆଦମୀ ପାର୍ଟି ଦିଲ୍ଲୀ ସରକାରଙ୍କ ଉପରେ କଠୋର ଆକ୍ରମଣ କରିଛି। ଦ୍ୱାରକାର ଦୁଇଟି ସ୍କୁଲ ଏବଂ ଗୋଟିଏ କଲେଜକୁ ବୋମା ମାଡ଼ କରିବାର ଧମକ ପାଇବା ପରେ ଆପର ଜାତୀୟ ସଂଯୋଜକ ଅରବିନ୍ଦ…
Read More...