ଇଡି ଫାସରେ ପଡିଲେ କଂଗ୍ରେସ ବିଧାୟକ, ନଗତ ଟଙ୍କା, ସୁନା ଜବତ

ଗିରଫ ହେଲେ କର୍ଣ୍ଣାଟକର କଂଗ୍ରେସ ବିଧାୟକ । ଶନିବାର ଦିନ କର୍ଣ୍ଣାଟକର କଂଗ୍ରେସ ବିଧାୟକ କେସି ବୀରେନ୍ଦ୍ରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ବିଧାୟକ ବୀରେନ୍ଦ୍ରଙ୍କୁ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଛି। ଶୁକ୍ରବାର ଦିନ ଇଡି ବୀରେନ୍ଦ୍ରଙ୍କ ବିଭିନ୍ନ ସ୍ଥାନରେ ଚଢାଉ…
Read More...

ମହିଳା ବିଶ୍ୱକପର କାର୍ଯ୍ୟସୂଚୀ ପରିବର୍ତ୍ତନ ; ଏବେ ବେଙ୍ଗାଲୁରୁ ପରିବର୍ତ୍ତେ ଏହି ଗ୍ରାଉଣ୍ଡରେ ମ୍ୟାଚ୍ ଅନୁଷ୍ଠିତ ହେବ

ICC ମହିଳା କ୍ରିକେଟ ବିଶ୍ୱକପ୍ 2025ର କାର୍ଯ୍ୟସୂଚୀରେ ଏକ ବଡ଼ ପରିବର୍ତ୍ତନ ଆସିଛି। ICC ଏବେ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ପରିବର୍ତ୍ତେ ନଭି ମୁମ୍ବାଇରେ ମ୍ୟାଚ୍ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଯୋଗୁଁ 10 ରୁ ଅଧିକ…
Read More...

ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି।  ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ସଡକ ଓ ସେତୁ ନିର୍ମାଣ ଜରିଆରେ ରାଜ୍ୟର ସମସ୍ତ ଗ୍ରାମାଞ୍ଚଳକୁ ସବୁଦିନିଆ ରାସ୍ତା ସଂଯୋଗୀ କରଣର…
Read More...

ଆକ୍ରମଣ ପରେ ସାମ୍ନାକୁ ଆସିଲା ରେଖା ଗୁପ୍ତାଙ୍କ ପ୍ରଥମ ବୟାନ

ଆକ୍ରମଣର ଦୁଇ ଦିନ ପରେ ଲୋକଙ୍କ ପାଖକୁ ଫେରିଲେ ମୁଖ୍ୟମନ୍ତ୍ରୀ । ବୁଧବାର ଦିନ ଏକ ଜନଶୁଣାଣି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣ ପରେ, ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ସାର୍ବଜନୀନ କାର୍ଯ୍ୟକ୍ରମ ପାଇଁ ଗାନ୍ଧୀନଗରରେ…
Read More...

ଭୋଟ ଅନିୟମିତତା ଅଭିଯୋଗରେ ନିଲମ୍ବିତ ହେଲେ ୪ ଅଧିକାରୀ

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ, ପଶ୍ଚିମବଙ୍ଗ ସରକାର ଭୋଟର ତାଲିକା ସଂଶୋଧନରେ ଅନିୟମିତତା ଅଭିଯୋଗରେ ଚାରି ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ଆରମ୍ଭ ହୋଇଛି, କିନ୍ତୁ ଏହି ଅଧିକାରୀଙ୍କ ବିରୁଦ୍ଧରେ କୌଣସି…
Read More...

ସଂସଦ ଭିତରକୁ ଡେଇଁ ପଡ଼ିଲେ ଯୁବକ , ପଚରାଉଚରା ସମୟରେ ଅନେକ ଖୁଲାସା

ସଂସଦ ଭବନର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ଜଣେ ବ୍ୟକ୍ତି ଗଛ ଚଢ଼ି କାନ୍ଥ ଡେଇଁ ଭିତରକୁ ପ୍ରବେଶ କରିଥିଲେ । ସୁରକ୍ଷା କର୍ମୀମାନେ ଠିକ୍ ସମୟରେ ଅନୁପ୍ରବେଶକାରୀଙ୍କୁ ଧରି ପକାଇଥିଲେ। ତାଙ୍କୁ ପଚରାଉଚରା କରାଯାଉଛି। ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତଙ୍କୁ ଚିହ୍ନଟ…
Read More...

ଭୋଟ ଚୋରି ଯାତ୍ରାରେ ସରକାରଙ୍କୁ କଂଗ୍ରେସର କଡା ଆକ୍ରମଣ

ବିହାର ନିର୍ବାଚନ ପୂର୍ବରୁ ଭୋଟ ଚୋରି ଅଭିଯୋଗ ଆଣି ବରିଷ୍ଠ କଂଗ୍ରେସ ନେତା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିହାରରେ ଭୋଟ ଅଧିକାର ଯାତ୍ରାର ନେତୃତ୍ୱ ନେଉଛନ୍ତି। ରାହୁଲ ଗାନ୍ଧୀଙ୍କ ସହିତ, ଆରଜେଡି ନେତା ତେଜସ୍ୱୀ ଯାଦବ, ସିପିଆଇ (ଏମଏଲ) ନେତା ଦୀପକ ଭଟ୍ଟାଚାର୍ଯ୍ୟ ଏବଂ…
Read More...

କୋଲକାତାକୁ ମୋଦିଙ୍କ ନୂତନ ଉପହାର , ତିନୋଟି ମେଟ୍ରୋ ପ୍ରକଳ୍ପର ଉଦଘାଟନ କରିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କୋଲକାତାରେ ତିନୋଟି ନୂତନ ମେଟ୍ରୋ ରେଳ ପ୍ରକଳ୍ପର ଉଦଘାଟନ କରିବେ। ଏହି ନବନିର୍ମିତ ୧୩.୬୧ କିଲୋମିଟର ଲମ୍ବା ନେଟୱାର୍କର ଶୁଭାରମ୍ଭ ସହରର ସଂଯୋଗ ଏବଂ ଯାତ୍ରୀ ସୁବିଧାରେ ବହୁ ଉନ୍ନତି ଆଣିବ। ପ୍ରଧାନମନ୍ତ୍ରୀ ନୁଆପାରାରୁ ଜୟ ହିନ୍ଦ ବିମାନବନ୍ଦର,…
Read More...

ଏଗାର ଦିନରେ ପହଞ୍ଚିଛି ରାଜସ୍ବ ଅମଲା ସଂଘ ସମୁହ ଛୁଟି ଆନ୍ଦୋଳନ

ଗଜପତି ଜିଲ୍ଲା ବହୁ ପ୍ରତୀକ୍ଷିତ ଦଶ ଦଫା ଦାବୀ ପୁରଣ କରିବାରେ ରାଜ୍ଯ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ସଂଘର ପୂର୍ବନିର୍ଦ୍ଧାରିତ ନିଷ୍ପତ୍ତି ପ୍ରକାରେ ଓଡ଼ିଶା ରାଜସ୍ବ ଅମଲା ସଂଘ ସମୂହ ଛୁଟିରେ ଅଛନ୍ତି । ସେମାନଙ୍କ ଆନ୍ଦୋଳନ ଏଗାର ଦିନରେ ପହଞ୍ଚିଛି। ସେମାନଙ୍କ ସମୂହ ଛୁଟି ଫଳରେ…
Read More...

ଯୁବ ଏକତା ମଞ୍ଚ ପକ୍ଷରୁ ଡାକ୍ତରଖାନା ପାଇଁ ଦେବଗଡ ବନ୍ଦ ପାଳନ

ଆଜି ଦେବଗଡ ବନ୍ଦ ପାଳନ କରାଯାଇଛି। ଦେବଗଡ ଜିଲ୍ଲା ଯୁବ ଏକତା ମଞ୍ଚ ପକ୍ଷରୁ ଏହି ବାର ଘଣ୍ଟିଆ ବନ୍ଦ ପାଳନ ଡାକରା ଦିଆଯାଇଛି।  ପୁରୁଣା  ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ କୋଠାରେ ଚବିଶ ଘଣ୍ଟିଆ ଚିକିତ୍ସା ସେବା ଦାବୀ କରି ଏହି ବନ୍ଦ ପାଳନ କରାଯାଉଛି। ଏହି ବନ୍ଦ ରେ ଅତ୍ୟାବଶ୍ୟକ ସାମଗ୍ରୀ ,…
Read More...