ପୁଲିସ କାର୍ଯ୍ୟାଳୟରେ ମୋବାଇଲ ଫେରସ୍ତ ମେଳା ଅନୁଷ୍ଠିତ

ସୁବଣ୍ଣପୁର  ମୁଖ୍ୟ ପୁଲିସ କାର୍ଯ୍ୟାଳୟରେ ମୋବାଇଲ ଫେରସ୍ତ ହୋଇଯାଇଛି। ସୁବର୍ଣ୍ଣପୁର ଏସପି ନାରାୟଣ ନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ମୋବାଇଲ ଫୋରସ୍ତ ମେଳାରେ ଜିଲ୍ଲାର ବିଭିନ୍ନ ଲୋକଙ୍କ ହଜିଯାଇଥିବା ଏବଂ ଚୋରି ହୋଇଥିବା ୫୫ଟି ମୋବାଇଲ ଉଦ୍ଧାର କରାଯାଇ ସମ୍ପୃକ୍ତ ଲୋକଙ୍କୁ ଫେରସ୍ତ…
Read More...

ଡିସେମ୍ବର ୩୧ ସୁଦ୍ଧା ସୀମା ନିର୍ଧାରଣ ; ଫିଟିବ ବାଟ

ଡିସେମ୍ବର ୩୧ ସୁଦ୍ଧା ସୀମା ନିର୍ଧାରଣ । ନୂତନ ପଞ୍ଚାୟତ, ବ୍ଲକ, ଜିଲ୍ଲା ପାଇଁ ଫିଟିବ ବାଟ। ନୂତନ ଜନଗଣନା ପୂର୍ବରୁ ସୀମା ନିର୍ଧାରଣ ସରିବ । ଜିଲ୍ଲା, ସବଡିଭିଜନ, ତହସିଲ ସୀମା ବଦଳିବ ସହିତ ରାଜସ୍ବ ଗାଁ ପରିସୀମା ବି ବଦଳିବ । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।…
Read More...

ଟିମ୍ ଇଣ୍ଡିଆକୁ ସାମ୍ନା କରିବା ପୂର୍ବରୁ ପାକିସ୍ତାନର ଦ୍ରୁତ ବୋଲର ହାରିସଙ୍କ ବଡ଼ ବୟାନ

୯ ସେପ୍ଟେମ୍ବରରୁ ୟୁଏଇରେ ଏସିଆ କପ୍ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ୧୦ ସେପ୍ଟେମ୍ବରରେ ୟୁଏଇ ବିପକ୍ଷରେ ତା'ର ଅଭିଯାନ ଆରମ୍ଭ କରିବ। ତା'ପରେ ୧୪ ତାରିଖରେ ଭାରତୀୟ ଦଳ ଏକ ହାଇ-ଭୋଲଟେଜ୍ ମ୍ୟାଚ୍‌ରେ ପାକିସ୍ତାନ ସହିତ ମୁକାବିଲା କରିବ। ଆଶା କରାଯାଉଛି ଯେ ଏହି ଦୁଇ ଦଳ…
Read More...

ଲୋକସେବା ଭବନରେ ‘ ଆମ ଶାସନ ‘ କାର୍ଯ୍ୟକ୍ରମର ଶୁଭାରମ୍ଭ

ଲୋକସେବା ଭବନରେ ' ଆମ ଶାସନ ' କାର୍ଯ୍ୟକ୍ରମର ଶୁଭାରମ୍ଭ । ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ’ଆମ ଶାସନ’। ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ନୂତନ ବ୍ୟବସ୍ଥା ଦ୍ୱାରା ସରକାରୀ ଅଧିକାରୀମାନେ ମୋବାଇଲ ଆପ୍ ଏବଂ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ…
Read More...

ନୂଆଁଖାଇ ପରଦିନକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପଶ୍ଚିମ ଓଡିଶାର ସାଂସ୍କୃତିକ ଐତିହ୍ୟକୁ ସମ୍ମାନ ଦେଇ ନୂଆଖାଇ ପରଦିନକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କୃଷି ଭିତ୍ତିକ ଗଣପର୍ବ ନୂଆ ଖାଇ ଅବସରରେ ପ୍ରତିବର୍ଷ ଛୁଟି ଘୋଷଣା କରାଯାଇଥାଏ। ଚଳିତ ବର୍ଷ ଅଗଷ୍ଟ ୨୯ ତାରିଖକୁ ଛୁଟି ଘୋଷଣା କରାଯାଇଛି। ତେବେ ନୂଆଖାଇ ପରଦିନ ମଧ୍ୟ ପଶ୍ଚିମ ଓଡିଶା…
Read More...

ବିଭିନ୍ନ ପ୍ରକାରର ୧୫୦ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବୀରମହାରାଜପୁର ପଞ୍ଚାୟତ ସମିତି ଅନ୍ତର୍ଗତ ଦୁର୍ଜନତୈଲା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।  ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ. ନୃପରାଜ ସାହୁ ଓ    ଆରକ୍ଷୀ ଅଧିକ୍ଷକ ଶ୍ରୀ…
Read More...

NDAର ଆସନ ବଣ୍ଟନ ଫର୍ମୁଲା ପ୍ରସ୍ତୁତ, ଚିରାଗ ପାଶୱାନଙ୍କୁ ମିଳିପାରେ ଏତିକି ଆସନ

ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ଆସନ ବଣ୍ଟନକୁ ନେଇ ପରିବେଶ ବହୁତ ଗରମ। ବିଜେପି ନେତୃତ୍ୱାଧୀନ NDA ମେଣ୍ଟରେ ଦୀର୍ଘ ଆଲୋଚନା ପରେ, ଆସନ ବଣ୍ଟନର ଫର୍ମୁଲା ପ୍ରସ୍ତୁତ ହୋଇଛି। ବିଧାନସଭା ନିର୍ବାଚନ ଘୋଷଣା ହେବା ମାତ୍ରେ ସମସ୍ତ ସହଯୋଗୀଙ୍କ ଆସନ ମଧ୍ୟ ଘୋଷଣା କରାଯିବ। ଏ ନେଇ NDA…
Read More...

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ଠାରେ ଆୟୋଜିତ ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଘୋଷଣା କରିଥିଲେ ଯେ ରାଜ୍ୟ ସରକାରଙ୍କ ପ୍ରମୁଖ ପ୍ରୟାସ B-MAAN (Building and Management of Aviation Assets and Network) ଅଧୀନରେ, କ୍ୟାଡେଟ୍…
Read More...

ନକଲି ସାର ବିକିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ନକଲି ସାରକୁ ନେଇ ସରକାର ତତ୍ପର । ଏଣିକି ଚାଷୀଙ୍କୁ ନକଲି ସାର ବିକିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ସେ କହିଛନ୍ତି , କୌଣସି ସ୍ଥାନରେ ନକଲି ସାର ନେଇ ଯଦି ଅଭିଯୋଗ ଆସେ…
Read More...

ଲାଞ୍ଜ ନେଇ ଭିଜିଲାନ୍ସ ଜାଲରେ ପୋଲିସ ବାବୁ

ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ଲାଞ୍ଜ ନେବା ବେଳେ ମାଡି ବସିଲା ଭିଜିଲାନ୍ସ । ବରଗଡ଼ ଜିଲ୍ଲା ବିଜେପୁର ଥାନା ରେ କାର୍ୟ୍ୟରତ ପୋଲିସ ଶବ- ଇନ୍ସପେକ୍ଟର ଜଗା ବରିହା ଜଣେ ସ୍କ୍ରାପ୍ ଡିଲରଙ୍କ ଠାରୁ ତାଙ୍କ ବ୍ୟବସାୟକୁ ସୁରୁଖୁରୁରେ ଚଳାଇବା ଏବଂ ତାଙ୍କ ବିରୁଦ୍ଧରେ କୌଣସି ମାମଲା ରୁଜୁ…
Read More...