ଅଙ୍ଗନୱାଡି କର୍ମୀ ଏବଂ ସହାୟିକାଙ୍କ ମାନଦେୟ ବୃଦ୍ଧି, ଏବେ ସେମାନଙ୍କୁ ମିଳିବ ଏତିକି ଟଙ୍କା ?

ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ନୀତିଶ କୁମାର ସରକାର ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି। ନିର୍ବାଚନ ପୂର୍ବରୁ ବିହାର ସରକାର ଜନସାଧାରଣଙ୍କୁ ଅନେକ ପ୍ରକାରର ଉପହାର ଦେଉଛନ୍ତି। ଏବେ ନୀତିଶ ସରକାର ଅଙ୍ଗନୱାଡି କର୍ମୀ ଏବଂ ଅଙ୍ଗନୱାଡି ସହାୟିକାଙ୍କ ମାନଦେୟ ବୃଦ୍ଧି…
Read More...

ବାଣୀବିହାର ହଷ୍ଟେଲରେ ଜାରି ରହିଛି ରେଡ୍ , ବିଦା ହେଉଛନ୍ତି ଅଣଛାତ୍ର

ବାଣୀବିହାର ହଷ୍ଟେଲରୁ ବିଦା ହେବେ ଅଣଛାତ୍ର । ଏନେଇ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ରାବାସ ଗୁଡ଼ିକ ଉପରେ ଚାଲିଛି ରେଡ୍‌। ହଷ୍ଟେଲରୁ ବିଦା ହେଉଛନ୍ତି ଅଣଛାତ୍ର । ହଷ୍ଟେଲର ତାଲା ଭାଙ୍ଗି ଚାଲିଛି ତଦନ୍ତ। ସମସ୍ତ ପ୍ରମାଣ ପତ୍ର ସହିତ ଖୋଳତାଡ ଆରମ୍ଭ କରଯାଇଛି…
Read More...

ଆମେରିକାର ‘ଟ୍ରମ୍ପ୍ ଆତଙ୍କ’ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୋଦୀଙ୍କୁ ଅନୁରୋଧ

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବିଶାଳ ଶୁଳ୍କ ବୃଦ୍ଧିକୁ କଡ଼ା ନିନ୍ଦା କରିଛନ୍ତି ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ । ସେ ଏହାକୁ "ଟ୍ରମ୍ପ୍ ଶୁଳ୍କ ଆତଙ୍କ" ବୋଲି ଅଭିହିତ କରିଛନ୍ତି ଏବଂ ଶୁଳ୍କ ଲାଗୁ ପରେ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ପାଇଁ କଠୋର ପଦକ୍ଷେପ ନେବାକୁ…
Read More...

ଛତିଶଗଡ଼କୁ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ୫ କୋଟି ଟଙ୍କାର ଆର୍ଥିକ ସହାୟତା

ଦେଶର ଅନେକ ସ୍ଥାନରେ ବର୍ଷା ତାଣ୍ଡବ ରଚାଇଛି। ମଧ୍ୟ ପ୍ରଦେଶ ଏବଂ ଛତିଶଗଡ଼ର ଅନେକ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି। ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି ପରିସ୍ଥିତିରେ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଛତିଶଗଡ଼କୁ ସାହାଯ୍ୟ କରିବା ପାଇଁ ଏକ…
Read More...

ପଛରେ ବସିଛନ୍ତି ପ୍ରଧାନମନ୍ତ୍ରୀ… ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଜେପି କର୍ମଶାଳାରେ ଆଲୋଚନା

ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଜେପିର ଦୁଇ ଦିନିଆ କର୍ମଶାଳା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅନେକ ବିଜେପି ସାଂସଦ ଏହି କର୍ମଶାଳାରେ ଯୋଗ ଦେଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭିନ୍ନ ଶୈଳୀ ପୁଣି ଥରେ ଦେଖିବାକୁ ମିଳିଥିଲା। ବୈଠକରେ ପ୍ରଧାନମନ୍ତ୍ରୀ…
Read More...

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ଦିବସ ଉତ୍ସବ

କାଲିମେଳା ବ୍ଲକ ପୁଶୁଗୁଡା ପଂଚାୟତ ଅନ୍ତର୍ଗତ ଉରୁବାଲ୍ଲୀ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ଦିବସ ଉତ୍ସବ ଉଲ୍ଲାସପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ପ୍ରଥମେ ଜଗନାଥ ଠାକୁରଙ୍କ ଫଟ ଓ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଫଟ ଚିତ୍ର ରେ ପୁଷ୍ପ ମାଲ୍ୟ ଓ ଦୀପ ଧୂପ ପ୍ରଜଳିତ କରା…
Read More...

ଗାଧୋଇବାକୁ ଯାଇ ପାଣିରେ ବୁଡିଗଲେ ଦୁଇ ଭାଇ

ପାଣିରେ ବୁଡ଼ି ପ୍ରାଣ ହରାଇଲେ ଦୁଇ ଭାଇ । କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୁଞ୍ଚିପଦର୍ ଗାଁରେ ଅଘଟଣ। ଗାଁ ମୁଣ୍ଡ ପୋଖରୀ କୁ ଗାଧୋଇବା କୁ ଯାଇଥିବା ବେଳେ ପାଣିରେ ବୁଡ଼ି ଯାଇଥିଲେ । ଘଟଣାସ୍ଥଳରେ ଓଡ୍ରାପ ଟିମ ପହଞ୍ଚି ଉଦ୍ଧାର କରିଥିବା  ବେଳେ ଦୁଇ ଭାଇ ପ୍ରାଣ ହରାଇଛନ୍ତି । ଜଣେ…
Read More...

ସରକାରୀ ଅଫିସରେ BSNL ବ୍ୟବହାର କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଏଣିକି ସରକାରୀ ଅଫିସରେ BSNL ନେଟୱାର୍କ ବ୍ୟବହାର ବାଧ୍ୟତାମୂଳକ । ଏନେଇ କଡା ନିର୍ଦ୍ଦେଶନାମା ଜାରିକରିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ସବୁ ବିଭାଗକୁ ଚିଠି ଲେଖିଛନ୍ତି ଇଲୋକ୍ଟ୍ରୋ ନିକକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ । ଏଣିକି ସମସ୍ତ ସରକାରୀ ପ୍ରତିଷ୍ଠାନରେ…
Read More...

ବର୍ଷାର ପ୍ରଭାବରେ ଧସିଲା ପାହାଡ, ଖସିଲା ମାଟି ଅତଡା ସହ ବଡ଼ ବଡ଼ ପଥର

ବର୍ଷାର ପ୍ରଭାବରେ  ଧସିଲା ପାହାଡ । ବଡ଼ ବଡ଼ ପଥର ଖସି ରାସ୍ତା ଅବରୋଧ ହୋଇଯାଇଛି । ତେବେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ନାମନଗଡ଼ର ମୁଖ୍ୟ ରାସ୍ତା ବର୍ଷାର ପ୍ରଭାବରେ ବଡ ବଡ ପଥର ଖସି ରାସ୍ତା ବନ୍ଦ ହୋଇଯାଇଛି । ପଥର ଖସିବା ଯୋଗୁଁ  ନାମନାଗଡ - ଅଜୟଗଡ ଗ୍ରାମକୁ ସଂଯୋଗ କରୁଥିବା…
Read More...

କ୍ରିକେଟ୍ ଦେଖିବା ଏବେ ପଡିବ ମହଙ୍ଗା , GST 40 ପ୍ରତିଶତକୁ ବୃଦ୍ଧି

ଆଗାମୀ ସିଜନରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଟିକେଟ୍ ପାଇଁ ଦେଶବ୍ୟାପୀ କ୍ରିକେଟ୍ ପ୍ରେମୀଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ କାରଣ ସରକାର ଏହି ମ୍ୟାଚ୍ ଗୁଡ଼ିକରେ ପ୍ରବେଶ ପାଇଁ ସାମଗ୍ରୀ ଏବଂ ସେବା ଟିକସ (GST)୨୮ ପ୍ରତିଶତରୁ ୪୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ବୁଧବାର ବିଳମ୍ବିତ ରାତିରେ…
Read More...