ଟିମ୍ ଇଣ୍ଡିଆ କେବେ ଏସିଆ କପ୍ ଟ୍ରଫି ପାଇବ? ମୋହସିନ୍ ନକଭିଙ୍କୁ ବିସିସିଆଇର ଅଲଟିମେଟମ୍!
ପାକିସ୍ତାନକୁ ପରାସ୍ତ କରି ଟିମ୍ ଇଣ୍ଡିଆ ଏସିଆ କପ୍ ଚାମ୍ପିଅନ୍ ହୋଇଥିଲା, କିନ୍ତୁ ତା’ପରେ ଟ୍ରଫି ପାଇନଥିଲା। ଭାରତୀୟ ଦଳ ଏସୀୟ କ୍ରିକେଟ୍ ପରିଷଦ (ACC)ର ଅଧ୍ୟକ୍ଷ ମୋହସିନ୍ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲା। ନିଶ୍ଚିତ ଭାବରେ, ନିୟମ ଅନୁଯାୟୀ, ACC ମୁଖ୍ୟଙ୍କର…
Read More...
Read More...