ଏଣିକି ମନ ଇଚ୍ଛା ବିଦେଶୀ ପାଣ୍ଠି ହାସଲ କରିପାରିବେ ନାହିଁ କୌଣସି ଭାରତୀୟ ଏନଜିଓ

ନୂଆଦିଲ୍ଲୀ-: ଏଣିକି ମନ ଇଚ୍ଛା ବିଦେଶୀ ପାଣ୍ଠି ହାସଲ କରିପାରିବେ ନାହିଁ କୌଣସି ଭାରତୀୟ ଏନଜିଓ । ଏଥିସହିତ  କୌଣସି ଏନଜିଓ କୌଣସି ପ୍ରକାର ଖବର ମଧ୍ୟ ପ୍ରକାଶନ କରିପାରିବେ ନାହିଁ । ଏନେଇ ଏଫ୍‌ସିଆର୍‌ଏକୁ କଡ଼ାକଡ଼ି ନିର୍ଦେଶ ଦେବା ସହିତ ଦେଶର ଏନ୍‌ଜିଓଗୁଡ଼ିକ ପାଇଁ ସ୍ବରାଷ୍ଟ୍ର…
Read More...

ଜାଣନ୍ତୁ କେଉଁଠୁ ଏବଂ କେଉଁ ଆସନରୁ ଲଢିବେ ସିଦ୍ଧୁ ମୁସେୱାଲାଙ୍କ ବାପା…

ନିର୍ବାଚନ ଲଢିବେ ପ୍ରସିଦ୍ଧ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ବାପା ବଳକୈାର ସିଂହ । ସେ ରାଜନିତୀରେ ଏଣ୍ଟ୍ରି କରିବା ନେଇ ନିଜେ କହିଛନ୍ତି । ଏକ ସାକ୍ଷାତକାର ସମୟରେ ସେ କହିଛନ୍ତି ଯେ ଆସନ୍ତା ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନରେ ମାନସା ଆସନରୁ ଲଢିବେ । ଆଉ ନିର୍ବାଚନ ଲଢିବା ପଛରେ…
Read More...

ସର୍ବଦଳୀୟ ଟିମ୍‌ ଗସ୍ତ ବେଳେ କୁଏତରେ ଗୁଲାମ ନବୀ ଆଜାଦ ଅସୁସ୍ଥ ହୋଇପଡ଼ିଛନ୍ତି

ନୂଆଦିଲ୍ଲୀ-: କୁଏତ୍‌ରେ ଅସୁସ୍ଥ ହୋଇପଡ଼ିଲେ ଗୁଲାମ ନବୀ ଆଜାଦ । ସର୍ବଦଳୀୟ ଟିମ୍‌ ଗସ୍ତ ବେଳେ କୁଏତରେ ଗୁଲାମ ନବୀ ଆଜାଦ ଅସୁସ୍ଥ ହୋଇପଡ଼ିଛନ୍ତି । ଅସୁସ୍ଥ ହେବାରୁ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।…
Read More...

ଓଡ଼ିଶା ହାଇକୋର୍ଟ ପାଇଁ ନୂଆ ବିଚାରପତି ନିଯୁକ୍ତ କରିଛନ୍ତି ସୁପ୍ରିମକୋର୍ଟ

ଭୁବନେଶ୍ୱର-: ଓଡ଼ିଶା ହାଇକୋର୍ଟ ପାଇଁ ନୂଆ ବିଚାରପତି ନିଯୁକ୍ତ କରିଛନ୍ତି ସୁପ୍ରିମକୋର୍ଟ।  ଆଜି ସୁପ୍ରିମକୋର୍ଟଙ୍କ କଲିଜିୟମ୍‍ ନିଷ୍ପତ୍ତିକ୍ରମେ ମାନସ ରଞ୍ଜନ ପାଠକଙ୍କୁ ଗୌହାଟି କୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ବଦଳି କରାଯାଇଛି। ମାନସଙ୍କ ସହ ୨୧ଜଣ ଜଜ୍‍ଙ୍କ ମଧ୍ୟ ବଦଳି ନିର୍ଦ୍ଦେଶ…
Read More...

ଆୟକର ପୈଠ ସମୟ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ-: ଆୟକର ପୈଠ ସମୟ ବୃଦ୍ଧି କଲେ କେନ୍ଦ୍ର ସରକାର । ଫର୍ମଗୁଡ଼ିକରେ ହୋଇଥିବା ଅନେକ ପରିବର୍ତ୍ତନ ଏବଂ ସିଷ୍ଟମଗୁଡ଼ିକୁ ଅପଡେଟ୍ କରିବା ପାଇଁ ଲାଗୁଥିବା ସମୟକୁ ଉଲ୍ଲେଖ କରି ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ (ସିବିଡିଟି) ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଆୟକର ରିଟର୍ଣ୍ଣ…
Read More...

ପ୍ରଫେସର ଜଜ୍ଞେଶ୍ବର ଦଣ୍ଡପାଟ ଉତ୍କଳ ବିଶ୍ବବିଦ୍ୟାଳୟର ନୂଆ ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିବେ

ଭୁବନେଶ୍ବର-: ପ୍ରଫେସର ଜଜ୍ଞେଶ୍ବର ଦଣ୍ଡପାଟ ଉତ୍କଳ ବିଶ୍ବବିଦ୍ୟାଳୟର ନୂଆ ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିବେ । ରାଜଭବନ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ସେ ଉତ୍କଳ ବିଶ୍ବବିଦ୍ୟାଳୟ ବାୟୋଟେକ୍ନୋଲୋଜି ବିଭାଗ ଦାୟିତ୍ବରେ ଅଛନ୍ତି । ପରବର୍ତ୍ତୀ…
Read More...

ଭାରତ ସରକାର ଦ୍ରୁତ ଗତିରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ବିକଶିତ କରିବା ପାଇଁ ଯୋଜନା କରୁଛନ୍ତି

ନୂଆଦିଲ୍ଲୀ-: ଅପରେସନ ସିନ୍ଦୂର ପରେ ଭାରତ ସରକାର ଦ୍ରୁତ ଗତିରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ବିକଶିତ କରିବା ପାଇଁ ଏକ ଯୋଜନାରେ କାମ କରୁଛନ୍ତି। ଏହି ଦିଗରେ ଭାରତ ସରକାର ମଙ୍ଗଳବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ବାୟୁସେନାକୁ ମିଳିବ ୫ମ ପିଢ଼ିର ଷ୍ଟେଲଥ ଯୁଦ୍ଧ ବିମାନ । ପ୍ରତିରକ୍ଷା…
Read More...

ରାଷ୍ଟ୍ରପତି ଭବନରେ ଦ୍ଵିତୀୟ ନାଗରିକ ଅନୁସନ୍ଧାନ ସମାରୋହରେ ଆଜି ପଦ୍ମ ପୁରସ୍କାର ପ୍ରଦାନ କରୁଛନ୍ତି ରାଷ୍ଟ୍ରପତି…

ନୂଆଦିଲ୍ଲୀ-: ରାଷ୍ଟ୍ରପତି ଭବନରେ ଦ୍ଵିତୀୟ ନାଗରିକ ଅନୁସନ୍ଧାନ ସମାରୋହରେ ଆଜି ପଦ୍ମ ପୁରସ୍କାର ପ୍ରଦାନ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ପଦ୍ମ ପୁରସ୍କାର ହେଉଛି ଅନ୍ୟତମ ଯାହା ତିନୋଟି ବର୍ଗରେ ଯଥା- ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ…
Read More...

ଓଡ଼ିଶା ବିଧାନସଭାର ଗବେଷଣା ଶାଖା ପକ୍ଷରୁ ପ୍ରକାଶିତ “A Brief History of Odisha Legislative Assembly”ପୁସ୍ତକ…

ଭୁବନେଶ୍ୱର-: ଓଡ଼ିଶା ବିଧାନସଭାର ଗବେଷଣା ଶାଖା ପକ୍ଷରୁ ପ୍ରକାଶିତ “A Brief History of Odisha Legislative Assembly”ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ପୁସ୍ତକଟିକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରି ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କହିଲେ ଯେ ଆମ ସମସ୍ତଙ୍କ ପାଇଁ ଏହି…
Read More...

ନିମ୍ନମାନର କାମ ଯୋଗୁଁ ଭୁଶୁଡ଼ି ପଡ଼ିଛି ୪ କିମି ଦୂରତା ବିଶିଷ୍ଟ ଓଡ଼ିଶାର ସର୍ବ ବୃହତ୍ତମ ରେଳ ଟନେଲ

ବୌଦ୍ଧ-: ବୌଦ୍ଧ ଜିଲ୍ଲାରେ ନିର୍ମାଣ ହେଉଥିବା ଖୋର୍ଦ୍ଧା-ବଲାଙ୍ଗୀର ନୂତନ ରେଳପଥର ନିର୍ମାଣାଧୀନ ଟନେଲ୍‌ ଭୁଶୁଡ଼ି ପଡ଼ିଛି । ଟନେଲ୍‌ରେ  ପ୍ରାୟ ୩୦ ମିଟର ବ୍ୟାସ ଓ ୧୦ ମିଟର ଗଭୀରର ଏକ ବିଶାଳ ଗାତ ସୃଷ୍ଟି ହୋଇଛି ।  ସ୍ଥାନୀୟ ଲୋକଙ୍କ ନଜର ବିଶାଳ ଗାତରେ ପଡ଼ିବା ପରେ ଏହା ପ୍ରଘଟ ହୋଇଛି…
Read More...