ନୀତି ବିରୁଦ୍ଧ କାର୍ଯ୍ୟପାଇଁ ଚାକିରିରୁ ନିଲମ୍ବିତ ହେଲେ ୨ ଜଣ ପ୍ରିନ୍ସିପାଲଙ୍କ ସହ ୫ ଶିକ୍ଷକ

ବରଗଡ଼-: ନୀତି ବିରୁଦ୍ଧ କାର୍ଯ୍ୟପାଇଁ ଚାକିରିରୁ ନିଲମ୍ବିତ ହେଲେ ୨ ଜଣ ପ୍ରିନ୍ସିପାଲଙ୍କ ସହ ୫ ଶିକ୍ଷକ । ବରଗଡ଼ ଜିଲ୍ଲା ପଦ୍ମପୁର ବାନ୍ଦୁପାଲି ଓଡିଶା ଆଦର୍ଶ ବିଦ୍ୟାଳୟ ଓ ପଦ୍ମପୁର ପବ୍ଲିକ ସ୍କୁଲରେ ମାଲ୍ ପ୍ରାକ୍ଟିସ ଘଟଣାରେ ରାଜ୍ୟ ସରକାର ନେଇଛନ୍ତି ବଡ଼ ଆକ୍ସନ । ଘଟଣାରେ ଦୋଷୀ…
Read More...

କ୍ୟାମ୍ପରୁ ଜବତ ହେଲା ବନ୍ଧୁକ ସହ ଅନେକ ଗୋଳାବାରୁଦ…

ବୋଇପାରିଗୁଡ଼ା ପୋଲିସ ଷ୍ଟେସନ ଅନ୍ତର୍ଗତ ପେଟଗୁଡ଼ା ଗ୍ରାମ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ନିଷିଦ୍ଧ ସିପିଆଇ (ମାଓବାଦୀ) କ୍ୟାଡରଙ୍କ ଏକ ଗୋଷ୍ଠୀର ଗତିବିଧି ସମ୍ପର୍କରେ ବିଶ୍ୱସ୍ତ ଗୁପ୍ତ ସୂଚନା ଆଧାରରେ, ଜିଲ୍ଲା ପୋଲିସ ଦ୍ୱାରା ୨୮.୦୫.୨୦୨୫ ରାତିରେ ଶ୍ରୀ ପାର୍ଥ କଶ୍ୟପ ଆଇପିଏସ ଏସଡିପିଓ ଜୟପୋର…
Read More...

ନାରାୟଣପାଟଣା ବ୍ଲକ କୁମ୍ଭାରି ପଞ୍ଚାୟତ ବାଗାମ ଛକଠାରେ ଭାରସାମ୍ୟ ହରାଇ ଓଲଟିଲା ଇଟା ବୋଝେଇ ଟ୍ରକ

ନାରାୟଣପାଟଣା-: ନାରାୟଣପାଟଣା ବ୍ଲକ କୁମ୍ଭାରି ପଞ୍ଚାୟତ ବାଗାମ ଛକଠାରେ ଭାରସାମ୍ୟ ହରାଇ ଓଲଟିଲା ଇଟା ବୋଝେଇ ଟ୍ରକ । ଗାଡ଼ିରେ ଥିବା ୩ ଜଣ ଶ୍ରମିକ ଗୁରୁତର ହୋଇଥିବାବେଳେ ଜଣେ ଟ୍ରକ ତଳେ ଚାପି ହୋଇ ରହିଛନ୍ତି । ଘଟଣା ସମ୍ପର୍କରେ ସ୍ଥାନୀୟ ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି…
Read More...

ପାକିସ୍ତାନକୁ ସମାଲୋଚନା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୁଣି ଥରେ ପାକିସ୍ତାନକୁ ସମାଲୋଚନା କରିଛନ୍ତି। ଗୁରୁବାର ସେ କହିଥିଲେ ଯେ ଆତଙ୍କବାଦ ବ୍ୟବସାୟରେ ଜଡିତ ଲୋକଙ୍କୁ ବହୁତ ମୂଲ୍ୟ ଦେବାକୁ ପଡିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ବହୁତ ପ୍ରଗତି କରିଛି । ଆମର ପ୍ରତିରକ୍ଷା ଗଠନ ପୂର୍ବ…
Read More...

ଚାଷ ଜମି ପାଖରେ ଥିବା ବେଳେ ବ୍ରଜପାତରେ ଚାଲିଗଲା ଚାଷୀଙ୍କ ଜୀବନ…

ବ୍ରଜପାତରେ ଚାଲିଗଲା ଚାଷୀଙ୍କ ଜୀବନ। ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ପଧାନପାଳି ଗ୍ରାମର ଚାଷୀ ଚାଷ ଜମି ପାଖରେ ଥିବା ଏକ ଖଲାରେ ଧାନକାମ କରୁଥିବା ସମୟରେ ବ୍ରଜପାତରେ ଯୁବକଙ୍କ ଜୀବନ ଚାଲିଯାଇଛି । ଯୁବକ ଜଣକ ହେଲେ ରାମପୁର ଥାନା ପଧାନପାଲି ଗ୍ରାମର ରାଜୀବ ପ୍ରଧାନ ବୟସ  ୩୭ ବୋଲି…
Read More...

ଆଜିଠାରୁ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ କ୍ଵାଲିଫାୟର ମ୍ୟାଚ ଆରମ୍ଭ ହେବ

ପଞ୍ଜାବ-: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ଅନ୍ତିମ ଚରଣରେ ପହଞ୍ଚିଛି । ସମସ୍ତ ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଆଜିଠାରୁ କ୍ଵାଲିଫାୟର ମ୍ୟାଚ ଆରମ୍ଭ ହେବ । ପଏଣ୍ଟ ଟେବୁଲର ପ୍ରଥମ ଦୁଇ ସ୍ଥାନରେ ଥିବା ପଞ୍ଜାବ କିଙ୍ଗ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ କ୍ବାଲିଫାୟର-୧…
Read More...

ପାକିସ୍ତାନ ପାଇଁ ଗୁପ୍ତଚର କାମ କରି ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଓକିଲ କୁମାର ମୁକେଶ

ନୂଆଦିଲ୍ଲୀ-: ପାକିସ୍ତାନ ପାଇଁ ଗୁପ୍ତଚର କାମ କରି ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଜଣେ ଓକିଲ ମିଳିଛି। ତାଙ୍କ ପାଇଁ କୁମାର ମୁକେଶଙ୍କୁ ଓକିଲ ଭାବରେ ନିଯୁକ୍ତ କରାଯାଇଛି। ମୁକେଶ କହିଛନ୍ତି ଯେ ଜ୍ୟୋତି ଗତକାଲି ମୋତେ ତାଙ୍କର ସରକାରୀ ଓକିଲ ଭାବରେ ବାଛିଛନ୍ତି । ଆଜି ମୁଁ…
Read More...

ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ ଦଳରୁ ଇସ୍ତଫା ଦେଇଛନ୍ତି

ଭୁବନେଶ୍ୱର-: ଓଡ଼ିଶାର ରାଜନୈତିକ ମହଲରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଜେଡିକୁ ବଡ଼ ଝଟକା ଲାଗିଛି । କାରଣ ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ ଦଳରୁ ଇସ୍ତଫା ଦେଇଛନ୍ତି। ଏହା ଭଦ୍ରକ ଜିଲାରେ ବିଜେଡି ପାଇଁ ଏକ ବଡ଼ ଧକ୍କା ବୋଲି କୁହାଯାଉଛି ।…
Read More...

ଅଷ୍ଟ୍ରେଲିଆ କହି ୩ ଭାରତୀୟ ଯୁବକଙ୍କୁ ଅପହରଣ…

ପଞ୍ଜାବର ସଙ୍ଗରୁର, ହୋସିଆରପୁର ଏବଂ ଏସବିଏସ ନଗରରୁ ଇରାନ ଯାଇଥିବା ତିନି ଜଣ ଭାରତୀୟ ନିଖୋଜ ହୋଇଯାଇଛନ୍ତି। ଇରାନର ରାଜଧାନୀ ତେହେରାନରେ ଥିବା ଭାରତୀୟ ଦୂତାବାସ ଏହାକୁ ନିଶ୍ଚିତ କରିଛି ଏବଂ କହିଛି ଯେ ନିଖୋଜ ତିନି ଜଣଙ୍କୁ ତୁରନ୍ତ ଠାବ କରିବା ପାଇଁ ପ୍ରୟାସ କରାଯାଉଛି। ଏହି ତିନିଜଣଙ୍କୁ…
Read More...

ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ କାଲି ‘ଲକ୍ଷପତି ଦିଦି…

ଭୁବନେଶ୍ୱର-:  ଦେଶର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ସଫଳତାକୁ ସମର୍ଥନ ଦେବା ସହ ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ କାଲି ‘ଲକ୍ଷପତି ଦିଦି ସମ୍ମିଳନୀ ୨୦୨୫’ ଆୟୋଜିତ ହେବ । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମାନ୍ୟବର…
Read More...