ଛତିଶଗଡ଼ ଜଙ୍ଗଲରୁ ମିଳିଥିବା ୧୦ ଆଇଇଡି ବୋମାକୁ ଡିଫ୍ୟୁଜ କଲେ ସୁରକ୍ଷାକର୍ମୀ

ଛତିଶଗଡ଼-: ଛତିଶଗଡ଼ ଜଙ୍ଗଲରୁ ମିଳିଥିବା ୧୦ ଆଇଇଡି ବୋମାକୁ ଡିଫ୍ୟୁଜ କଲେ ସୁରକ୍ଷାକର୍ମୀ । ସୁରକ୍ଷାକର୍ମୀର ସ୍ଵତନ୍ତ୍ର ବୋମା ନିଷ୍କ୍ରିୟକାରୀ ଦଳ ଏସବୁକୁ ଡିଫ୍ୟୁଜ କରିଥିବା ସୂଚନା ମିଳିଛି। ସୁନ୍ଦରଗଡ଼ର ବାଙ୍କୋ ଖଣି ଅଞ୍ଚଳରୁ ମାଓବାଦୀମାନେ ୪ ଟନ ଓଜର ବିସ୍ଫୋରକ ଲୁଟି ନେବା ପରେ…
Read More...

ସୁପ୍ରିମକୋର୍ଟ ଓଡ଼ିଶା ଲୋକସେବା ଆୟୋଗକୁ କଡ଼ା ସମାଲୋଚନା କରିଛନ୍ତି

ନୂଆଦିଲ୍ଲୀ-: ସୁପ୍ରିମକୋର୍ଟ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)କୁ କଡ଼ା ସମାଲୋଚନା କରିଛନ୍ତି।   ସୁପ୍ରିମକୋର୍ଟ କହିଛନ୍ତି ଯେ, ଓପିଏସସି  ନିଜକୁ ବହୁତ ଉତ୍କୃଷ୍ଟ ବୋଲି ଭାବୁଛି ଏବଂ ସେଥିପାଇଁ କମିଶନ ଭୁଲ କରିବାକୁ ସ୍ୱୀକାର କରେ ନାହିଁ। ଉତ୍ତର ପତ୍ର ମୂଲ୍ୟାଙ୍କନ ପ୍ରକ୍ରିୟାରେ ଭୁଲ…
Read More...

୧୯ କେଜି କମର୍ସିଆଲ୍ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୪ ଟଙ୍କା ହ୍ରାସ ପାଇଛି

ନୂଆଦିଲ୍ଲୀ-: ଜୁନ ମାସର ପ୍ରଥମ ଦିନରେ ଦେଶର ସାଧାରଣ ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଖବର ମିଳିଛି । କମର୍ସିଆଲ୍ ଏଲପିଜି  ଗ୍ୟାସ୍‌ ସିଲିଣ୍ଡର୍ ଦର କମିଛି । ୧୯ କେଜି କମର୍ସିଆଲ୍ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୪ ଟଙ୍କା ହ୍ରାସ ପାଇଛି, ଆଉ ଆଜିଠାରୁ ହିଁ ଏହି ନୂଆ ମୂଲ୍ୟ  ଲାଗୁ ହୋଇଛି ।…
Read More...

କର୍କଟ ରୋଗରୁ ରକ୍ଷାପ୍ରାପ୍ତ ବ୍ୟକ୍ତିଙ୍କ ସାହସ ଏବଂ ଦୃଢ଼ ପ୍ରତିବଦ୍ଧତାକୁ ସମ୍ମାନ କରିବା ପାଇଁ ଦିନଟିଏ

ବ୍ୟୁରୋ-: ଦିନକୁଦିନ କର୍କଟ ରୋଗୀଙ୍କ ସଂଖ୍ୟା ବଢିବା ସହ ଏଥିଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବଢୁଛି। ଏହାର ମୁଖ୍ୟ କାରଣ ହେଉଛି କର୍କଟ ହେବା କଥା ଶୁଣିବାମାତ୍ରେ ମାନସିକ ସ୍ତରରେ ରୋଗୀ ଦୁର୍ବଳ ହୋଇପଡ଼ିବା। ତେବେ ଉପଯୁକ୍ତ ସମୟରେ ରୋଗ ଚିହ୍ନଟ ସହ ଚିକିତ୍ସା ଆରମ୍ଭ ହେଲେ ଏବଂ ରୋଗୀର ମନୋବଳ…
Read More...

ରାଜଧାନୀ ଭୁବନେଶ୍ୱରରୁ ସିଧା ୟୁଏଇ ରାଜଧାନୀ ଆବୁଧାବି ସହ ସଂଯୋଗ ହେବ ବିମାନ ସେବା

ଭୁବନେଶ୍ୱର-: ରାଜଧାନୀ ଭୁବନେଶ୍ୱରରୁ ସିଧା ୟୁଏଇ ରାଜଧାନୀ ଆବୁଧାବି ସହ ସଂଯୋଗ ହେବ ବିମାନ ସେବା । ଭୁବନେଶ୍ୱର ବିମାନବନ୍ଦରରୁ ସିଧା ଆବୁଧାବିକୁ ବିମାନ ଉଡ଼ିବ ।  ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ୍‌ ଓ କୁଆଲାଲାମ୍ପୁର ପରେ ଏବେ ଓଡିଶା ବିମାନ ଯାତ୍ରାରେ ଆଉ ଏକ ଅଧ୍ୟାୟ ସୃଷ୍ଟି ହେବାକୁ…
Read More...

ଏ ବର୍ଷ ଓଡିଶାରେ କରୋନା ନେଲା ପ୍ରଥମ ମୁଣ୍ଡ…

ପୁଣି କରୋନା ନେଲା ମୁଣ୍ଡ । ଓଡିଶାରେ ଏ ବର୍ଷ ପ୍ରଥମ କରୋନା ଆକ୍ରନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ କିଛିଦିନ ତଳେ ଭୁବନେଶ୍ୱରର ଜଣେ ବୃଦ୍ଧ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେ ଘରେ ରହି ଚିକିତ୍ସିତ ହେଉଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଥିବା…
Read More...

ଖୋର୍ଦ୍ଧା ଓ ନୂଆପଲ୍ଲୀ ଅଞ୍ଚଳର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଫୁଟିଛି ଗୁଳି

ଭୁବନେଶ୍ବର-: ପୁଣି ରାଜଧାନୀରେ ଅଧରାତିରେ ଫୁଟିଲା ଗୁଳି । ଇନ୍‌ଫୋଭ୍ୟାଲି ଥାନା ପିତାପଲ୍ଲୀ ଅଞ୍ଚଳରେ ଏହି ଗୁଳିକାଣ୍ଡ ହୋଇଛି । ଖୋର୍ଦ୍ଧା ଓ ନୂଆପଲ୍ଲୀ ଅଞ୍ଚଳର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଗୁଳି ଫୁଟିଛି । ଜଣେ ଦୁର୍ବୃତ୍ତ ୪ ରାଉଣ୍ଡ ଗୁଳିମାଡ଼ କରିଥିଲେ ହେଁ ଏଥିରେ କାହାର କିଛି…
Read More...

ଚୀନର ପ୍ରଥମ ଟାର୍ଗେଟ ଏହି ଦେଶ ହୋଇପାରେ..

ଆମେରିକାର ପେଣ୍ଟାଗନ ମୁଖ୍ୟ ଚୀନକୁ ନେଇ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଚୀନ୍ ଏସିଆରେ ନିଜର ପ୍ରାଧାନ୍ୟ ସ୍ଥାପନ କରିବା ପାଇଁ ଏକ ବଡ଼ ସାମରିକ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ସିଙ୍ଗାପୁରରେ ବାର୍ଷିକ ସୁରକ୍ଷା ଫୋରମ ସମୟରେ, ପେଣ୍ଟାଗନ ମୁଖ୍ୟ ପିଟ୍ ହେଗସେଥ୍ କହିଛନ୍ତି ଯେ…
Read More...

କୁ୍ୟୁଙ୍କି ସାସ ଭି କଭି ବହୁ ଥିର ସିଜନ ୨ରେ ନଜର ଆସିବେ ସ୍ମୃତି…

ଭାରତୀୟ ଟେଲିଭିଜନର ଲୋକପ୍ରିୟ ହିନ୍ଦୀ ସିରିଏଲ କୁ୍ୟୁଙ୍କି ସାସ ଭି କଭି ବହୁ ଥିର ସିଜନ ୨ ପାଇଁ ସୁଟିଂ ଆରମ୍ଭ ହୋଇଛି । ଯେଉଁଥିରେ ତୁଳସୀ ବିରାନି ଚରିିତ୍ରରେ ପୁଣି ଥରେ ନଜର ଆସିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଏହି ସିରିଏଲଟି ୨୦୦୦ ମସିହାରୁ ଆରମ୍ଭ ହୋଇ୨୦୦୮ ମସିହାରେ…
Read More...

ଆତଙ୍କବାଦ ବିରୋଧରେ ଲଢେଇ ଏଯାଏଁ ସରିନି…

ଅପରେସନ ସିନ୍ଦୂର ପରଠାରୁ, ପ୍ରଧାନମନ୍ତ୍ରୀ ମୋଦି ଦେଶର ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି। ଗୁଜରାଟ, ବଙ୍ଗଳା, ବିହାର, ୟୁପି ପରେ ଏବେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି। ଏଠାରେ ସେ ମଧ୍ୟପ୍ରଦେଶ ସରକାର ଦେବୀ ଅହଲ୍ୟାବାଇ ହୋଲକରଙ୍କ 300 ତମ ଜନ୍ମବାର୍ଷିକୀରେ ଅପରେସନ…
Read More...