ବ୍ରହ୍ମପୁର ଏମକେସିଜି ମେଡିକାଲରେ ଏମବିବିଏସ ଚତୁର୍ଥ ବର୍ଷର ଛାତ୍ରଙ୍କୁ ଦୁଇ ହାଉସ ସର୍ଜନ ରେଗିଂ କରିଥିବା ଅଭିଯୋଗ

ବ୍ରହ୍ମପୁର-: ବ୍ରହ୍ମପୁର ଏମକେସିଜି ମେଡିକାଲରେ ପୁଣି ରେଗିଂ । ଜଣେ ଏମବିବିଏସ ଚତୁର୍ଥ ବର୍ଷର ଛାତ୍ରଙ୍କୁ ଦୁଇ ହାଉସ ସର୍ଜନ ରେଗିଂ କରିଥିବା ଅଭିଯୋଗ ହୋଇଛି । ରେଗିଂ କରିଥିବା ଦୁଇ ସର୍ଜନଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା ପାଇଁ ଏଣ୍ଟି ରେଗିଂ‌ କମିଟିର ବୈଠକରେ ନିଷ୍ପତ୍ତି…
Read More...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଟ୍-ପିଜି ୨୦୨୫ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି

ନୂଆଦିଲ୍ଲୀ-: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଟ୍-ପିଜି ୨୦୨୫ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ସ୍ୱଚ୍ଛତା ଏବଂ ନିରପେକ୍ଷତା ବଜାୟ ରଖିବା ପାଇଁ ସ୍ନାତକୋତ୍ତର ଡାକ୍ତରୀ ପ୍ରବେଶିକା ପରୀକ୍ଷା ଗୋଟିଏ ସିଫ୍ଟରେ କରାଯିବାକୁ କୋର୍ଟ ନିର୍ଦ୍ଦେଶ ଦେବା ପରେ ଏହି ପଦକ୍ଷେପ ନିଆଯାଇଛି।…
Read More...

ଦକ୍ଷିଣ ଆଫ୍ରିକାର ଷ୍ଟାର୍ ୱିକେଟ୍ କିପର ବ୍ୟାଟର ହେନରିକ୍ କ୍ଲାସେନ ଇଣ୍ଟରନ୍ୟାସନାଲ୍ କ୍ରିକେଟରରୁ ସନ୍ନ୍ୟାସ…

ଦକ୍ଷିଣ ଆଫ୍ରିକା-: ଦକ୍ଷିଣ ଆଫ୍ରିକାର ଷ୍ଟାର୍ ୱିକେଟ୍ କିପର ବ୍ୟାଟର ହେନରିକ୍ କ୍ଲାସେନ ଇଣ୍ଟରନ୍ୟାସନାଲ୍ କ୍ରିକେଟରରୁ ସନ୍ନ୍ୟାସ ନେଇଛନ୍ତି । ଏନେଇ କ୍ଲାସେନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏହି ଘୋଷଣା କରିଛନ୍ତି । ୩୩ ବର୍ଷୀୟ କ୍ଲାସେନ ଇନଷ୍ଟାଗ୍ରାମରେ ନିଜ ପରିବାର ସହିତ ଫଟୋ…
Read More...

ନିଜ ପ୍ରତିଭା ଏବଂ କଠିନ ପରିଶ୍ରମ ବଳରେ ‘ବ୍ରିଟେନ୍ସ ଗଟ୍ ଟାଲେଣ୍ଟ ୨୦୨୫’ରେ ତୃତୀୟ ସ୍ଥାନ ଅଧିକାର କଲେ ଭାରତୀୟ ଝିଅ…

ନୂଆଦିଲ୍ଲୀ-: ବିଦେଶରେ ଚମକିଲେ ଭାରତୀୟ ଝିଅ । ‘ବ୍ରିଟେନ୍ସ ଗଟ୍ ଟାଲେଣ୍ଟ ୨୦୨୫’ର ଗ୍ରାଣ୍ଡ ଫଇନାଲରେ ଭାରତର ୯ ବର୍ଷୀୟା ବିନିତା ଛେତ୍ରୀ ନିଜ ପ୍ରତିଭା ଏବଂ କଠିନ ପରିଶ୍ରମ ବଳରେ ଛାଡ଼ିଛନ୍ତି ନିଜର ଛାପ । ବିନିତା ଉଚ୍ଚ କୋଟିର  ନୃତ୍ୟ ଦ୍ୱାରା କେବଳ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ…
Read More...

ଉପକୂଳ ଜିଲ୍ଲାରେ ତାତି ସହ ଅସହ୍ୟ ଗୁଳୁଗୁଳି

ଭୁବନେଶ୍ୱର-: ରାଜ୍ୟରେ ପୁଣି ଉପର ମୁହାଁ ତାତି । ଉପକୂଳ ଜିଲ୍ଲାରେ ତାତି ସହ ଅସହ୍ୟ ଗୁଳୁଗୁଳି ହେଉଛି । ବର୍ତ୍ତମାନ ସୁଦ୍ଧା ୩୭ ଡିଗ୍ରି ଟପିସାରିଲାଣି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା । ଦକ୍ଷିଣ-ପଶ୍ଚିମ ମୌସୁମୀର ଉତ୍ତର ଆଡକୁ ଅଗ୍ରସର ହେଉଥିବା ବେଳେ ମେ ୨୯ ତାରିଖରୁ ଏଥିରେ ବିରାମ…
Read More...

ସତ୍ୟବାଦୀରେ ୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ

ପୁରୀ-: ପୁରୀ ସତ୍ୟବାଦୀ ଅଞ୍ଚଳରେ ଲଜ୍ଜା । ସତ୍ୟବାଦୀରେ ୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରାଯାଇଛି । ଘଟଣାରେ ମାନସିକ ଭାରସାମ୍ୟ ହରାଇ ବିଷ ପିଇଲେ ନାବାଳିକା । ଗୁରୁତର ଅବସ୍ଥାରେ ତାଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଅଧିକ ଗୁରୁତର…
Read More...

ଅବସର ନେବା ପୂର୍ବରୁ ପୁର୍ନବାର ବିଚାର କରିବାକୁ ଅନୁରୋଧ କଲେ ଅରୁଣ…

ନିକଟରେ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି ବିରାଟ କୋହଲି । ତାଙ୍କ ଏପରି ନିଷ୍ପତ୍ତି କେବଳ କ୍ରିକେଟ ପ୍ରେମିଙ୍କୁ ବ୍ୟଥିତ କରିଛି । କଥା ଉଠିଛି ଯେ କୋହଲି ଟାଇଟଲ ଜିତିବା ପରେ ଆଇପିଏଲରୁ ବି ଅବସର ନେଇପାରନ୍ତି । ତେଣୁ ବିରାଟ ଟେଷ୍ଟରୁ ଅବସର ନେବା ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ ବୋଲି…
Read More...

ଟେଷ୍ଟ ଅନୁସାରେ କମ ରୋଗୀ ଚିହ୍ନଟ ହେଉଛନ୍ତି

କୋଭିଡ ଆକ୍ରାନ୍ତଙ୍କ  ସଂଖ୍ୟା ୧୫ । ଗତକାଲି ୧୨ ଜଣ ଥିଲେ ରାତି ଭିତରେ ୩ ଜଣ ଆସିଛନ୍ତି। ଟେଷ୍ଟ ଅନୁସାରେ କମ ରୋଗୀ ଚିହ୍ନଟ ହେଉଛନ୍ତି।ଓଡ଼ିଶାକୁ ପର୍ଯ୍ୟାପ୍ତ ପରିମାଣର କିଟ ଆସିଛି।ସ୍ବାସ୍ଥ୍ୟ ବିଭାଗ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି। ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସେତେ ସଂକ୍ରମଣ…
Read More...

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଓ ଅନ୍ୟ ୨ ଜଣଙ୍କୁ ସ୍ଥାନୀୟ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ…

ବାଂଲାଦେଶ-: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଓ ଅନ୍ୟ ୨ ଜଣଙ୍କୁ ସ୍ଥାନୀୟ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ଗଣହତ୍ୟା ସମେତ ବିଭିନ୍ନ ଅଭିଯୋଗରେ ଅଭିଯୁକ୍ତ କରିଛନ୍ତି । ୨୦୨୪ ଜୁଲାଇ ଓ ଅଗଷ୍ଟରେ ବାଂଲାଦେଶରେ ଛାତ୍ର ଆନ୍ଦୋଳନକୁ ଦମନ କରିବାକୁ ଯାଇ ହାସିନା ସରକାର…
Read More...

କନ୍ନଡ ଭାଷା ଉପରେ ମନ୍ତବ୍ୟକୁ ନେଇ ବିବାଦରେ କମଲ…

ବିବାଦରେ ଆକ୍ଟର କମଲ ହାସନ । କନ୍ନଡ ଭାଷା ଉପରେ ସାମ୍ପ୍ରତିକ ମନ୍ତବ୍ୟକୁ ନେଇ କର୍ଣ୍ଣାଟକରେ ବିବାଦ ହୋଇଛି । କମଲ ହାସନଙ୍କ ଆଗାମୀ ଚଳଚିତ୍ର ଠଗ୍ ଲାଇଫର ପ୍ରମୋସନ ସମୟରେ ଏକ ବିବାଦୀୟ ବୟାନ ଦେଇ କହିଥିଲେ ଯେ କନ୍ନଡ ବାଷା ତାମିଲରୁ ଆସିଛି । କମଲଙ୍କ ଏହି ମନ୍ତବ୍ୟ କନ୍ନଡ ସମର୍ଥକ ସଂଗଠନ…
Read More...