ଅଭିଜ୍ଞ ଆଇଏଏସ ଅଧିକାରୀ ନିଖିଳ ପବନ କଲ୍ୟାଣ ଓଡ଼ିଶାର ନୂଆ ଜନଗଣନା ନିର୍ଦ୍ଦେଶକ

ଭୁବନେଶ୍ୱର-: ଓଡ଼ିଶାରେ ଜନଗଣନା ପରିଚାଳନା ନିର୍ଦ୍ଦେଶକ (ଡିସିଓ) ଏବଂ ନାଗରିକ ପଞ୍ଜୀକରଣ ନିର୍ଦ୍ଦେଶକ (ଡିସିଆର) ଭାବେ ଆଇଏଏସ ଅଧିକାରୀ ନିଖିଳ ପବନ କଲ୍ୟାଣଙ୍କୁ ନିଯୁକ୍ତ କରାଯାଇଛି। କେନ୍ଦ୍ର କାର୍ମିକ ଏବଂ ତାଲିମ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବଙ୍କୁ ପଠାଯାଇଥିବା ଏକ…
Read More...

କ୍ଷମା ମାଗିବାକୁ ନାରାଜ୍ କମଲ ହାସନ…

କନ୍ନଡ ଭାଷା ଉପରେ କମଲ ହାସନଙ୍କ ବୟାନକୁ ନେଇ ବଢ଼ିବାରେ ଲାଗିଛି ବିବାଦ। କନ୍ନଡ ଭାଷାର ଉତ୍ପତ୍ତି ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟ ଦକ୍ଷିଣ ଅଭିନେତାଙ୍କୁ ଭର୍ତ୍ସନା କରିଛନ୍ତି। କୋର୍ଟ ପ୍ରଶ୍ନ କରିଛନ୍ତି ଯେ ସେ ତାଙ୍କ ଭୁଲ ପାଇଁ ପୋଲିସ ସୁରକ୍ଷା କାହିଁକି…
Read More...

ସ୍ୱୀକାର କଲା ପାକିସ୍ତାନ, ଦାବି ଠାରୁ ବେଶୀ କ୍ଷତି କରିଛି ଅପରେସନ ସିନ୍ଦୁର…

ପାକିସ୍ତାନ ଅପରେସନ ସିନ୍ଦୂର ଉପରେ ଏକ ବଡ଼ ସ୍ୱୀକାରୋକ୍ତି କରିଛି। ପାକ୍ ଡୋଜିୟରରେ ଦାବି କରାଯାଇଛି ଯେ ଏହି ଅପରେସନରେ ଭାରତୀୟ ସେନା ଯେତିକି ଦାବି କରିଥିଲା ​​ତା’ଠାରୁ ଅଧିକ କ୍ଷତି ହୋଇଛି। ଭାରତ ଅଧିକ ହତ୍ୟା କରିଛି କିନ୍ତୁ କମ୍ ରିପୋର୍ଟ କରିଛି । ଆକ୍ରମଣ ପରେ, ଭାରତୀୟ ସେନା…
Read More...

ସତର୍କ ରହିବା ଏବଂ ଦୁର୍ଘଟଣା ରୋକିବା ପାଇଁ ବାଲୁକା କୃତି ଜରୀଆରେ ସଚେତନତା ବାର୍ତ୍ତା

ପୁରୀ-: ଜୁନ ୩ ତାରିଖକୁ ଜିରୋ ଆକ୍ସିଡେଣ୍ଟ ଦିବସ ପାଳନ କରାଯାଇଥାଏ । ଏହି ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶା ସରକାରଙ୍କ ପରିବହନ ବିଭାଗ ସହିତ ମିଶି ପୁରୀ ବେଳାଭୂମିରେ ଏକ ବାଲୁକା କୃତି ଜରୀଆରେ" No mistake, No loss Aim for Zero " ସଚେତନତା ବାର୍ତ୍ତା…
Read More...

ଭୁମିକମ୍ପରେ ଜେଲର କାନ୍ଥ ଭାଙ୍ଗିବାରୁ ଖସି ପଳାଇଲେ ୨୦୦ କଏଦୀ

କରାଚୀ-: ପାକିସ୍ତାନରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଗତକାଲି ବିଳମ୍ବିତ ରାତିରେ କରାଚୀର ମାଲିର ଜେଲର କାନ୍ଥ ଭାଙ୍ଗି ବହୁ ସଂଖ୍ୟକ କଏଦୀ ଖସି ପଳାଇଛନ୍ତି । ପଳାୟନ କରିଥିବା କଏଦୀଙ୍କ ସଂଖ୍ୟା ୨୦୦ ରୁ ଅଧିକ ବୋଲି କୁହାଯାଉଛି । ଏହି ଘଟଣା ପରେ ସମଗ୍ର କରାଚୀର ପରିସ୍ଥିତି ଆହୁରି ଖରାପ…
Read More...

ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ସାଲେହ ମହମ୍ମଦଙ୍କ ବ୍ୟକ୍ତିଗତ ସଚିବ…

ରାଜସ୍ଥାନ-: ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ସାଲେହ ମହମ୍ମଦଙ୍କ ବ୍ୟକ୍ତିଗତ ସଚିବ ପାକିସ୍ତାନ ପାଇଁ ଗୁପ୍ତଚର କରିବା ଅଭିଯୋଗରେ ଗିରଫ କରାଯାଇଛି । ତାଙ୍କ ନାମ ଶକୁର ଖାନ ହୋଇଥିବାବେଳେ ସେ ଜୈସଲମେରର ବାସିନ୍ଦା ବୋଲି ସୂଚନ ରହିଛି । ତାଙ୍କୁ…
Read More...

ତେଜସ୍ୱୀ ଯାଦବଙ୍କୁ କପି କରିଛନ୍ତି ଖାନସାର…

ବିବାହ ଭୋଜି ଦେଲେ ଖାନ ସାର୍ । ଖାନ ସାରଙ୍କ ରିସେପ୍ସନକୁ ନେଇ ବହୁତ ଚର୍ଚ୍ଚା ହେଉଛି । ଏହି ସମୟର ଫଟୋ ସୋସିଆଲ ମିଡିଆରେ ପ୍ରକାଶିତ ହୋଇଛି । ତାଙ୍କ ରିସେସ୍ପନ ଭୋଜିରେ ପହଞ୍ଚଛନ୍ତି ଆରଜେଡି ନେତା ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ । ଖାନ ସାର ଏବଂ ତଜସ୍ୱୀଙ୍କ ମଧ୍ୟରେ କିଛି ସମୟ ଧରି…
Read More...

ଇଂଲଣ୍ଡ ଗସ୍ତ ପୂର୍ବରୁ ବିସିସିଆଇରେ ହୋଇପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ-: ଇଂଲଣ୍ଡ ଗସ୍ତ ପୂର୍ବରୁ ବିସିସିଆଇରେ ହୋଇପାରେ ବଡ଼ ପରିବର୍ତ୍ତନ । ରୋଜର ବିନ୍ନିଙ୍କ ପରେ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ଅନ୍ତରୀଣ ସଭାପତି ହୋଇପାରନ୍ତି ରାଜୀବ ଶୁକ୍ଳା । ବିସିସିଆଇର ସଭାପତି ଥିବା ରୋଜର ବିନ୍ନିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ…
Read More...

ପଞ୍ଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହାଇଭୋଲ୍ଟେଜ୍ ଟି-୨୦ ମୁକାବିଲା ଦେଖିବେ କ୍ରିକେଟ…

ଅହମ୍ମଦାବାଦ-: ଆଜି ଆଇପିଏଲର ଫାଇନାଲ ଫାଇଟ୍‌ । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପ୍ରଥମ କରି ନୂଆ ଟିମକୁ ମିଳିବ ଆଇପିଏଲ ମୁକୁଟ । ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯିବ । ଉଭୟ ଟିମ ପୂର୍ବରୁ ଚାମ୍ପିୟନ ହୋଇ ନ ଥିବାରୁ ଏଥର…
Read More...

ବରଗଡ଼ ଜିଲ୍ଲା ପାଇକମାଳ ଥାନା ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲରୁ ପୋଲିସ ବିପୁଳ ପରିମାଣରେ ମାଓବାଦୀ ବ୍ୟବହୃତ ସାମଗ୍ରୀ…

ବରଗଡ଼-: ବରଗଡ଼ ଜିଲ୍ଲା ପାଇକମାଳ ଥାନା ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲରୁ ପୋଲିସ ବିପୁଳ ପରିମାଣରେ ମାଓବାଦୀ ବ୍ୟବହୃତ ସାମଗ୍ରୀ ଜବତ କରିଛି । ଡିଭିଏଫ ଟିମ୍ ଅପରେସନ ଜାରି ରଖିଥିବା ସମୟରେ ଏହି ସଫଳତା ମିଳିଥିବା ନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏସପି ପି.ଏସ ମୀନା ସୂଚନା ଦେଇଛନ୍ତି ।…
Read More...