ବିଶ୍ୱ ନିୟନ୍ତାଙ୍କ ବିବାହ ଉତ୍ସବ

ପୁରୀ-: ଆଜି ପବିତ୍ର ରୁକ୍ମିଣୀ ହରଣ ଏକାଦଶୀ । ଏଥିଲାଗି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଚଳଚଞ୍ଚଳ ପୁରୀ । ସଜେଇ ହୋଇଛି ଶ୍ରୀମନ୍ଦିର । ସକାଳ ଧୂପ ପରେ ବିଭିନ୍ନ ନୀତାକାନ୍ତି କରାଯାଉଛି । ଏହାପରେ ରୁକ୍ମିଣୀ ହରଣ ନୀତି ଅନୁଷ୍ଠିତ…
Read More...

NEET PG 2025 ପରୀକ୍ଷା ଅଗଷ୍ଟ 3 ତାରିଖରେ ଗୋଟିଏ ସିଫ୍ଟରେ କରାଯିବ…

ନିଟ ପିଜି ପରୀକ୍ଷାର୍ଥୀଙ୍କ ପାଇଁ ସୂଚନା । ଆସନ୍ତା ଅଗଷ୍ଟ ୩ ତାରିଖରେ ହେବ ୨୦୨୫ ବର୍ଷର ନିଟ ପିଜି ପରୀକ୍ଷା । ଗୋଟିଏ ସିଫ୍ଟରେ ପରୀକ୍ଷା ହେବା ନେଇ ମାନ୍ୟବର ସୁପ୍ରିମକୋର୍ଟ NBEର ଆବେଦନକୁ ମଞ୍ଜୁରୀ ଦେଇଛନ୍ତି। ଆଜିର ଶୁଣାଣି ସମୟରେ ଓକିଲ କହିଛନ୍ତି ଯେ ଗୋଟିଏ ସିଫ୍ଟରେ ପରୀକ୍ଷା…
Read More...

କଟକ ଜିଲ୍ଲା ବାରଙ୍ଗର ଷଣ୍ଢପୁର ଗାଁ ନିକଟରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

କଟକ -: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । କଟକ ଜିଲ୍ଲା ବାରଙ୍ଗର ଷଣ୍ଢପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ମନ୍ତ୍ରୀଙ୍କ କାରକୁ ଏକ ଟ୍ରକ ଧକ୍କା ଦେବା ଫଳରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଠଗଡରୁ ଭୁବନେଶ୍ୱର ଫେରୁଥିବା ସମୟରେ…
Read More...

ସୋନପୁର ପ୍ରିମିଅର ଲିଗ ୩ ର ପଞ୍ଚମ ଦିବସ ମ୍ୟାଚରେ ବିଜୟ ଫାଇଟର ୭ ୱିକେଟରେ ବିଜୟୀ…

ସୋନପୁର (ଓମ ପ୍ରକାଶ ମିଶ୍ର) ସୋନପୁର ପ୍ରୀମିଅର୍ ଲିଗ୍ ୩ ୟ ସଂସ୍କରଣ ର ପଞ୍ଚମ ଦିବସର ମ୍ୟାଚରେ ଆଜି ସ୍ଥାନୀୟ ଗାନ୍ଧି ଷ୍ଟାଡିୟମ୍ ଠାରେ ବିଜୟ ଫାଇଟର ଓ ଟିମ ଡୋମିନେସନ୍ ତରଭା ମଧ୍ୟରେ ଅନୁଷ୍ଟିତ ହୋଇଛି। ଅତିଥି ଭାବରେ ଏସ ଡି ସି ଏ ସଭାପତି ରାମ ଶଙ୍କର ସାହୁ ଓ କଣ୍ଟ୍ରାକଟର ଦେବାଶିଷ…
Read More...

ରାୟଗଡାରେ ପରିବେଶବିତ୍ ମେଧା ପାଟେକର ଅଟକ…

ଆଜି ବିଶ୍ୱ ପରିବେଶ ଦିବସରେ ପରିବେଶବିତ୍ ମେଧା ପାଟେକରଙ୍କୁ ଅଟକ ରଖିଲା ପୋଲିସ । ସୂଚନା ଅନୁସାରେ ଆଜି କାଶୀପୁର ବ୍କକର ସୁଙ୍ଗେର ହାଟପଦାରେ ପାଳନ ହେବାକୁ ଥିଲା ବିଶ୍ବ ପରିବେଶ ଦିବସରେ ଯୋଗଦେଇଥାନ୍ତେ ମେଧା। ସିଜିମାଳି ଖଣି ଖନନକୁ ବିରୋଧ କରି ଆୟୋଜନ ହେବାକୁ ଥିଲା ସମାବେଶ, ମେଧା…
Read More...

ମହୁଆ ମୋଇତ୍ରା- ପିନାକୀ ମିଶ୍ରଙ୍କ ମଧ୍ୟରେ ବିବାହ ଚର୍ଚ୍ଚା…

ମହୁଆ ମୋଇତ୍ରା- ପିନାକୀ ମିଶ୍ରଙ୍କ ମଧ୍ୟରେ ବିବାହ ଚର୍ଚ୍ଚା । ତୃଣମୂଳ କଂଗ୍ରେସ (ଟିଏମସି)ର ଚର୍ଚ୍ଚିତ ଲୋକସଭା ସାଂସଦ ମହୁଆ ମୋଇତ୍ରା ମେ ୩ ତାରିଖରେ ଗୁପ୍ତ ଭାବରେ ବିବାହ କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ରହିଛି । ଉଭୟଙ୍କର ଜର୍ମାନୀରେ ବାହାଘର ହୋଇଥିବା ନେଇ ସୂଚନା ରହିଛି ।…
Read More...

କାର୍ଯ୍ୟପାଳିକା ପରମ୍ପରା ଭାଙ୍ଗି ବରିଷ୍ଠ ବିଚାରପତିମାନଙ୍କୁ ଦିଗହରା କରାନଯାଉ

ନୂଆଦିଲ୍ଲୀ-: ଭାରତର ମୁଖ୍ୟ ବିଚାରପତି ବି.ଆର. ଗଭାଇ ୟୁକେ ସୁପ୍ରିମକୋର୍ଟ ଦ୍ୱାରା ଆୟୋଜିତ ଏକ ଗୋଲଟେବୁଲ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ସେ ନ୍ୟାୟପାଳିକାର ସ୍ୱାଧୀନତା ଏବଂ ନ୍ୟାୟିକ ନିଯୁକ୍ତି ଉପରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ସରକାର ଭାରତର…
Read More...

ଭୁଲ ଇଞ୍ଜେକସନରୁ ମୃତ୍ୟୁ ଘଟଣାର ତଦନ୍ତ କରିବ ପାଞ୍ଚ ଜଣିଆ ଟିମ

ଭୁବନେଶ୍ୱର-: ଭୁଲ୍ ଇଞ୍ଜେକସନ୍ ଦିଆଯିବା ଯୋଗୁଁ ଚାଲିଗଲା ୫ ରୋଗୀଙ୍କ ଜୀବନ । ଏହି ଘଟଣାର ତଦନ୍ତ ପାଇଁ ଡିଏମଇଟି ଗଠନ କରିଛନ୍ତି ପାଞ୍ଚ ଜଣିଆ ଟିମ । ଏହି ଟିମରେ ଏମକେସିଜି ବ୍ରହ୍ମପୁରରୁ ତିନି ଜଣ ଓ ଏସସିବିରୁ ଦୁଇ ଜଣ  ବରିଷ୍ଠ ବିଶେଷଜ୍ଞ ରହିଛନ୍ତି । ଏମାନେ ସହିଦ ଲଷ୍ମଣ ନାୟକ…
Read More...

ଅହମ୍ମଦାବାଦରୁ ନୂଆଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ମିଳିଲା ବୋମା ଧମକ

ନୂଆଦିଲ୍ଲୀ-: ଅହମ୍ମଦାବାଦରୁ ନୂଆଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ମିଳିଲା ବୋମା ଧମକ । ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଘଟଣା ଜଣାପଡିବା ପରେ, ବିମାନଟିକୁ ବିମାନବନ୍ଦରର ଆଇସୋଲେସନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସୁରକ୍ଷା ଯାଞ୍ଚ ପାଇଁ ରଖାଯାଇଥିଲା ଏବଂ ବିମାନରେ ଥିବା…
Read More...

କପ୍ତିପଦା ଅତିରିକ୍ତ ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ ସମୟର ଭିଡିଓ ସାମ୍ନାକୁ ଆସିବାପରେ ୩ ବାଲି ମାଫିଆ ଗିରଫ

ଉଦଳା-: ଥାନା ଆଗରେ ମୟୂରଭଞ୍ଜ କପ୍ତିପଦା ଅତିରିକ୍ତ ତହସିଲଦାର ଭୀମସେନ ମାଝୀଙ୍କୁ ନିର୍ଘାତ ମାଡ଼ ମାରିବା ସହ ପଥର ଛେଚି ତାଙ୍କ କାର୍‌ ଭାଙ୍ଗିବା ଘଟଣାରେ ୩ ବାଲି ମାଫିଆଙ୍କୁ ଗିରଫ କରିଛି ପୋଲିସ । ଗିରଫ ୩ ଜଣ ହେଲେ କପ୍ତିପଦା ଅଞ୍ଚଳର ଆକାଶ ନାୟକ, ମାନସ କୁମାର ପୁହାଣ ଓ ରଜତ କୁମାର…
Read More...